ପ୍ରମୁଖ ଖବର

ନବୀନଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋହନ ମାଝୀ
ଶ୍ରୀମନ୍ଦିର ପରିସରରେ ହେବ ସ୍ତନ୍ୟପାନ ଗୃହ
ପାତ୍ରପଡ଼ା ହିଟ୍‌ ଆଣ୍ଡ ରନ୍‌ ମାମଲା ଦିଲ୍ଲୀରୁ ଗିରଫ ‌ହେଲେ ଦୁଇ ଅଭିଯୁକ୍ତ
୨ ମାସର ଶିଶୁ ପାଇଁ ଉଛୁଳା ନାଳକୁ ଡେଇଁଲେ ନର୍ସ
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଡିସେମ୍ବର ସୁଦ୍ଧା ପୂରଣ ହେବ ଅଗ୍ନିଶମ ବିଭାଗରେ ଖାଲିଥିବା ୩୦୦ ପଦବୀ

କ୍ୟାଟ୍ରିନାଙ୍କ ହାତରେ ଭିକ୍କିଙ୍କ ମେହେନ୍ଦୀ

ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଷ୍ଟାର ଯୋଡି କ୍ୟାଟ୍ରିନା କୈଫ ଓ ଭିକି କୌଶଲ । ଏଥିପାଇଁ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସେସ ଫୋର୍ଟ ବୱାର୍ଡାରେ ଭବ୍ୟ ଆୟୋଜନ କରାଯାଇଛି । ଗତକାଲି ସଙ୍ଗୀତ ଥିବା ବେଳେ ଆଜି ହେଉଛି ମେହେନ୍ଦୀ । ଏଥିରେ ବଡ଼ ବଡ଼ ସେଲିବ୍ରେଟି
Read More...

ସିଡିଏସ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣା

ତାମିଲନାଡୁ କୁନ୍ନୁରରେ ଏକ ବଡ଼ ଅଘଟଣ ଘଟିଛି । ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ ଜଣଙ୍କୁ ଉଦ୍ଧାର କରି
Read More...

ଚନ୍ଦ୍ରକୁ ଯିବେ ପ୍ରଥମ ଭାରତୀୟ!

ନୂଆଦିଲ୍ଲୀ: ଆମେରିକାରର ଅନ୍ତରୀକ୍ଷ ଏଜେନ୍ସି (ନାସା) ଏହାର ଚନ୍ଦ୍ର ମିସନ ପାଇଁ ୧୦ ଜଣ ମହାକାଶଚାରୀଙ୍କୁ ଚୟନ କରିଛି। ସେମାନଙ୍କ ମଧ୍ୟରେ ଜଣେ ଭାରତୀୟ ବଂଶୋଭାବ ଡାକ୍ତର ଅନୀଲ ମେନନ ଅଛନ୍ତି। ଅନୀଲ ଜଣେ ଡାକ୍ତର, ଇଂଜିନିୟର,ବୈଜ୍ଞାନିକ,ଯୁଦ୍ଧ ବିମାନ ପାଇଲଟ ଏବଂ ଉଦ୍ଧାର
Read More...

ଆଜି ଶେଷ ହେବ କି ଚାଷୀ ଆନ୍ଦୋଳନ?

ନୂଆଦିଲ୍ଲୀ: କୃଷି ଆଇନ ପ୍ରତ୍ୟାହାର ପରେ ବି ଶେଷ ହୋଇନି ଚାଷୀଙ୍କ ଆନ୍ଦୋଳନ। କୃଷକ ଆନ୍ଦୋଳନ ଶେଷ ହେବା ନେଇ ଏବେ ବି ସସପେନ୍ସ ଜାରି ରହିଛି। ଏମଏସପି,ମୃତ ଚାଷୀଙ୍କୁ କ୍ଷତିପୂରଣ ଏବଂ ଚାଷୀଙ୍କ ଉପରୁ ମାମଲା ପ୍ରତ୍ୟାହାର କରିବା ଭଳି ବିଭିନ୍ନ ଦାବି ନେଇ କୃଷକ ଆନ୍ଦୋଳନ ଜାରି ରହିଛି। ତେବେ
Read More...

‘ଓମିକ୍ରନରେ ଅଧିକ ସଂକ୍ରମିତ ହେଉଛନ୍ତି ଛୋଟ ପିଲା’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ବ୍ୟାପୁଥିବା କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ ସବୁଆଡେ ଭୟର ବାତାବରଣ। ଏହାରି ଭିତରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଛୋଟ ପିଲାଙ୍କୁ ଅଧିକ ସଂକ୍ରମିତ କରୁଛି କରୋନାର ଏହି ନୂଆ ପ୍ରଜାତି। ‘ହୁ’ ୟୁରୋପ କାର୍ଯ୍ୟାଳୟ
Read More...

ଓମିକ୍ରନ: ପୁଣି ଫେରିଲା କଟକଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଲାଗିଲା ୧୪୪ ଧାରା। ପ୍ରାୟ ଏକ ମାସ ପାଇଁ ୧୪୪ ଧାରା ଲାଗୁ କରାଯାଇଛି। ଖ୍ରୀଷ୍ଟମାସ, ନୂଆ ବର୍ଷ, ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ବିପଦ,ଆଗାମୀ ଦିନରେ ହେବାକୁ ଥିବା ପରୀକ୍ଷା ଓ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ
Read More...

ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ବିଜେପି ସଂସଦୀୟ ଦଳ ବୈଠକରେ ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଠକରେ ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇନଥିବା ସାଂସଦମାନଙ୍କୁ ଚେତାବନୀ ଦେଇଛନ୍ତି ମୋଦୀ । କହିଛନ୍ତି, ସଂସଦରେ ସାଂସଦ ମାନେ ଉପସ୍ଥିତି ରହିବା ଆବଶ୍ୟକ । କିନ୍ତୁ ଏହା ସବୁ ଥର କହିବା ଠିକ
Read More...

ଘଣ୍ଟ ବଜାଇଲେ ବିରୋଧୀ..ଗଙ୍ଗାଜଳ ପକାଇଲା ଶାସକ ଦଳ

ସ୍ୱାଭାବିକ ହୋଇପାରୁନି ବିଧାନସଭା ଶୀତ ଅଧବେଶନ । ଷଷ୍ଠ ଦିନରେ ବି ଚାଲୁପାରୁନି ଗୃହ । ପ୍ରତିଦିନ ଗୃହରେ ଦେଖିବାକୁ ମିଳୁଛି ହାଇଡ୍ରାମା । ମମିତା ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ବିରୋଧୀ ଜିଦରେ ଅଟଳ ଥିବା ବେଳେ ପ୍ରତିଦିନ ନୂଆ ନୂଆ ତରିକାରେ ପ୍ରତିବାଦ
Read More...

କେତେ ଗୁରୁତ୍ବପୂର୍ଣ୍ଣ ଥିଲା ମୋଦୀ-ପୁଟିନ୍ ଆଲୋଚନା

ନୂଆଦିଲ୍ଲୀ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ଭାରତ ଗସ୍ତରେ ଆସିଥିଲେ। ୨୧ ତମ ଭାରତଋଷ ଶିଖର ସମ୍ମିଳନୀରେ ସାମିଲ ହେବା ଥିଲା ଗସ୍ତର ଉଦ୍ଦେଶ୍ୟ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭେଟ ହେବା ସହ ବିଭିନ୍ନ ପ୍ରସଙ୍ଗରେ ଉଭୟଙ୍କ ମଧ୍ୟରେ ଆଲୋଚନା ମଧ୍ୟ
Read More...

ଓମିକ୍ରନ ସଂପର୍କରେ ଆସିଲା ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କ ନିଦ ହଜାଇଦେଇଛି। ଓମିକ୍ରନ ଡେଲଟା ଭ୍ୟାରିଆଣ୍ଟଠୁ ତିନି ଗୁଣା ଅଧିକ ବେଗରେ ବ୍ୟାପୁଥିବା କୁହାଯାଉଛି। ଏମିତିରେ ପ୍ରଶ୍ନ ଉଠୁଛି ଏହି ନୂଆ ଭ୍ୟାରିଆଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ ଲକଡାଉନ କଣ ଏକମାତ୍ର ରାସ୍ତା? ନା ତୃତୀୟ
Read More...