ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ବର; ପୁଣି ଭିଜିଲାନ୍ସ କବ୍ଜାରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲ ଆମ୍ପା ଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାଆନ୍ତରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଗୟା ସାଆନ୍ତରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ରେଡ୍…
Read More...

ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

କଣ୍ଟାବାଞ୍ଝି; ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି କଣ୍ଟାବାଞ୍ଝି ଜେଲ୍ ଭିତରେ ରଶି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଦେଖିବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଜମ୍ମୁ କଶ୍ମୀର; ଜମ୍ମୁ କଶ୍ମୀରର ସୋପିଆନରେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ। ତେବେ ଆତଙ୍କବାଦୀଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ଭାରତୀୟ ସେନା । ଜମ୍ମୁ-କଶ୍ମୀର…
Read More...

ପହିଲାରୁ ଟ୍ବିନ ସିଟିରେ ଗଡିବନି ଭାରୀଯାନ

କଟକ; ଜାନୁଆରୀ ପହିଲାରୁ ଟ୍ବିନ ସିଟିରେ ଭାରୀଯାନ ଗଡ଼ିବା ଉପରେ ଲାଗିଲା କଟକଣା । ଏହି କଟକଣା ଆସନ୍ତା ୧୨ ତାରିଖ ଯାଏଁ ବଳବତ୍ତର ରହିବ । ସୂଚନା ଅନୁଯାୟୀ, ପୁରୁଷ ହକି ବିଶ୍ୱ କପ୍ ୨୦୨୩ର ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । ପ୍ରଶାସନ…
Read More...

ରାଉରକେଲାରେ ବିମାନ ସେବା ଖୁବଶୀଘ୍ର

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ରାଉରକେଲା ଗସ୍ତବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷାଷ୍ଟାଡିଅମ ଓ ବିମାନ ବନ୍ଦର ନିର୍ମାଣ ସଂପୂର୍ଣ୍ଣଜାନୁଆରୀ ୧୩ରେ ପ୍ରଥମ ମ୍ୟାଚ ଭାରତ ଓ ସ୍ପେନ…
Read More...

ରାଉରକେଲାରେ ଗଡିବ ‘ମୋ ବସ୍’

ରାଉରକେଲା; ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ଇସ୍ପାତ ନଗରୀରେ ଗଡ଼ିବ ମୋ ବସ୍ । ହକି ବିଶ୍ୱକପ ପୂର୍ବରୁ ମୋ ବସ ସେବାରେ ସାମିଲ ହେବ ଅଧିକ ୩୦ଟି ବସ୍‌ । ୩୦ଟି ପ୍ରଦୂଷଣ ମୁକ୍ତ ତଥା ଶୀତତାପ ନିୟନ୍ତ୍ରିତ ଇକେକ୍ଟ୍ରିକ ବସ୍‌। ବିଶ୍ବକପ୍ ପୂର୍ବରୁ ୨୫ଟି ବସ୍ କ୍ରୁଟ ପକ୍ଷରୁ…
Read More...

ମଙ୍ଗଳନାଥଙ୍କୁ ପୂଜା କଲେ ଦୂର ହୋଇଥାଏ ମଙ୍ଗଳ ଦୋଷ

ଉଜ୍ଜୟିନୀ; ଉଜ୍ଜୟିନୀକୁ ମହାକାଳଙ୍କ ନଗରୀ କୁହାଯାଇଥାଏ । ଏହି ପବିତ୍ର ସ୍ଥାନରେ ବହିଯାଇଛି ସିପ୍ରା ନଦୀ । ଏହି ପବିତ୍ର ତଟର ପାଦ ଦେଶରେ ଅମଙ୍ଗଳକୁ ମଙ୍ଗଳରେ ପରିବର୍ତ୍ତନ କରିବା ପାଇଁ ପୂଜା ପାଇଥାନ୍ତି ଭଗବାନ ମଙ୍ଗଳନାଥ । ଦେଶରେ ମଙ୍ଗଳ ଭଗବାନଙ୍କର ଅନେକ ମନ୍ଦିର ରହିଛି କିନ୍ତୁ ଭଗବାନ…
Read More...

ବିମାନ ଦୋହଲିବାରୁ ୩୬ ଯାତ୍ରୀ ଆହତ

ହନଲୁଲୁ; ଲ୍ୟାଣ୍ଡିଂର ଅଧଘଣ୍ଟା ପୂର୍ବରୁ ମଝି ଆକାଶରେ ଦୋହଲିଲା ବିମାନ । ଘଟଣାରେ ୩୬ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଥିସହିତ ୨୦ ଜଣଙ୍କୁ ଏମରେଜନ୍ସି ଚିକିତ୍ସା ପାଇଁ ହନଲୁଲୁ ମେଡିକାଲ ସର୍ଭିସେସ୍‌କୁ ପଠାଯାଇଛି । ଆହତ…
Read More...

ମିସେସ୍‌ ଓ୍ଵାଲ୍ଡ ମୁକୁଟ ପିନ୍ଧିଲେ ସରଗମ କୌଶଲ

ଆମେରିକା; ୨୧ ବର୍ଷ ପରେ ଭାରତକୁ ମିଳିଲା ମିସେସ୍ ଓ୍ବାଲ୍ଡ ଟାଇଟଲ୍ । ୨୦୨୨-୨୩ର ମିସେସ୍‌ ଓ୍ଵାଲ୍ଡ ମୁକୁଟ ପିନ୍ଧିଲେ ସରଗମ କୌଶଲ । ଲସ ଭେଗସରେ ଚାଲିଥିବା ଗାଲା ଇଭେଣ୍ଟରେ ଜମ୍ମୁ ଓ କାଶ୍ମୀରର ବାସିନ୍ଦା ଏହି ଟାଇଟଲର ଅଧିକାରୀ ହୋଇଛନ୍ତି । ୬୩ଟି ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ…
Read More...

ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ

ନେପାଳ; ବିଳମ୍ବିତ ରାତିରେ ନେପାଳରେ ଭୂକମ୍ପ ଝଟ୍‌କା । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୪.୫ ଥିବା ରେକର୍ଡ କରାଯାଇଛି । ସୂଚନା ମୁତାବକ, ଗତକାଲି ରାତି ୧୦ଟା ୫୩ ମିନିଟ୍‌ରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଫଳରେ ଲୋକେ ଭୟଭୀତ ହୋଇଯାଇଥିଲେ। ଏପରିକି କିଛି ଲୋକେ ଭୟରେ ଘରୁ…
Read More...