ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ଲୋକସେବା ଭବନରୁ ଗଲା ବାଣ ବିକ୍ରି ନିର୍ଦ୍ଦେଶ

ଭୁବନେଶ୍ବର: ସବୁଜ ବାଣ ବିକ୍ରି ସଂପର୍କରେ ସୁପ୍ରିମକୋର୍ଟ,ଓଡ଼ିଶା ହାଇକୋର୍ଟ ଏବଂ ଏସଆରସିଙ୍କ ନିର୍ଦ୍ଦେଶ କଡାକଡି ପାଳନ ଲାଗି ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଲୋକସେବ ଭବନରେ ଏକ ବୈଠକ ବସିଥିଲା। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
Read More...

ବିଜେପିକୁ ଟିକେ ଅଧିକ ଝଟକା, କଂଗ୍ରେସ ଖୁସି

ପଶ୍ଚିମବଙ୍ଗରେ ଅମାନତ ହରାଇଲେ ତିନି ବିଜେପି ପ୍ରାର୍ଥୀହିମାଚଳ ପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ ଉଲ୍ଲେଖନୀୟ୨୯ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ହେଉଥିଲା ଉପନିର୍ବାଚନ ନୂଆଦିଲ୍ଲୀ: ୨୯ ବିଧାନସଭା ଓ ୩ ଲୋକସଭା ଆସନ ଫଳାଫଳ ଭାରତ ରାଜନୀତିକୁ ଦୋହଲାଇ ଦେବାଭଳି ହୋଇଛି। ଉତ୍ତର
Read More...

ଆଜିଠୁ ଏହି ମୋବାଇଲରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌

ଆଜିଠୁ ହ୍ୱାଟସ ଆପର ଲାଟେଷ୍ଟ ଭର୍ସନ ଅପଡେଟ ହେବ । ଏହି ଅପଡେଟ ଦ୍ୱାରା ହ୍ୱାଟସ ଆପର ଅନେକ ଡିଭାଇସ କାମ କରିବ ନାହିଁ । ଫଳରେ କିଛି ଫୋନରେ ବନ୍ଦ ହୋଇଯିବ ହ୍ୱାଟସ ଆପ୍ । ଅନେକ ଲୋକ ଏହାଦ୍ୱାରା ପ୍ରଭାବିତ ହେବେ । ହ୍ୱାଟସ ଆପ୍ ନୂଆ ଅପଡେଟ ହେବା ପରେ ପୁରୁଣା ଫୋନରେ ଏହା ଆଉ ଚାଲିବ ନାହିଁ ।
Read More...

ଋଷରେ ପୁଣି ବଢିଲା ସଂକ୍ରମଣ

ଋଷରେ ପୁଣି ବଢିଲା କରୋନା ସଂକ୍ରମଣ । ଦୀର୍ଘ ସମୟ ପରେ ଋଷରେ କରୋନା ସଂକ୍ରମଣର ସବୁଠୁ ଅଧିକ ମାମଲା ସାମନାକୁ ଆସିଛି । ଗୋଟିଏ ଦିନରେ ୪୦ ହଜାର ୯୯୩ ନୂଆ ମାମଲା ସାମନାକୁ ଆସିଥିବା ଜାତୀୟ କରୋନା ଭାଇରସ ଟାସ୍କ ଫୋର୍ସ ଜଣାଇଛି । ପୂର୍ବ ଦିନ ତୁଳନାରେ ଏହି ସଂଖ୍ୟା ୭୦୦ ଅଧିକ ।ଅକ୍ଟୋବର
Read More...

ରଣବୀର -ଆଲିଆଙ୍କ ବିବାହକୁ ନେଇ ଆସୁଛି ନୂଆ ଖବର

ମୁମ୍ବାଇ: ଗତ କିଛି ଦିନ ଧରି ବଲିଉଡରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଯୋଡି ସବୁଠୁ ସାନଦାର ଯୋଡ଼ି ଭାବେ ସାମନାକୁ ଆସିଛି। ଦର୍ଶକମଧ୍ୟ ଏହି ଯୋଡିକୁ ବେଶ ପସନ୍ଦ କରୁଥିବା ବେଳେ ଉଭୟଙ୍କ ପରିବାର ମଧ୍ୟରେ ସଂପର୍କ ମଧ୍ୟ ବହୁତ ଭଲ ରହିଛି। ତେବେ ଏବେ ରଣବୀର ଓ ଆଲିଆଙ୍କ ବାହାଘରକୁ ନେଇ ଆରମ୍ଭ
Read More...

ଏତେ ସବୁ କଟକଣାରେ ଖୋଲିଲା

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମ ହେବା ପରେ ଏବେ ଧୀରେ ଧୀରେ ସ୍କୁଲ, କଲେଜ ଖୋଲିବା ଆରମ୍ଭ ହୋଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପାଖାପାଖି ଦେଢ ବର୍ଷ ପରେ ଆଜିଠୁ ସ୍କୁଲ ଖୋଲିବା ସହ ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । ତେବେ ୫୦ ପ୍ରତିଶତରୁ ଅଧିକ ପିଲା ଯେମିତି ଏକାଥରକେ ସ୍କୁଲ ଆସିବେ
Read More...

ଆଜି ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ମୋଦୀ

ନୂଆଦିଲ୍ଲୀ: ରୋମରେ ଜି-୨୦ ଶିଖର ସମ୍ମିଳନୀରେ ବୈଠକରେ ଯୋଗ ଦେବା ପରେ ଏବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କଟଲାଣ୍ଡ ଗ୍ଲାସଗୋରେ ପହଞ୍ଚିଛନ୍ତି।ଗ୍ଲାସଗୋରେ ଭାରତୀୟ ସମୁଦାୟ ପକ୍ଷରୁ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ଏହି ସମୟରେ ଭାରତୀୟ ଲୋକମାନେ ‘ମୋଦୀ ହେ ଭାରତ କି ଗେହନା’ ଗୀତ
Read More...

ଘାଟିରେ ଖସିଲା ବସ୍‌

ଉତ୍ତରାଖଣ୍ଡରେ ଏକ ବଡ଼ ଧରଣର ଅଘଟଣ ଘଟିଛି । ଡେରାଡୁନ ବିକାଶନଗର ପାଖରେ ବୁଲହାଡ଼ ବାୟଲ ରାସ୍ତା କଡ଼ରେ ଘାଟିକୁ ଏକ ବସ ଖସିପଡିଛି । ଆଜି ସକାଳୁ ବସଟି ଘାଟିକୁ ଖସିପଡିବାରୁ ୧୧ ଜଣଙ୍କ ମୃତ୍ୟୁ ହୋଇଛି ।ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଛି । ୪
Read More...

ଭୁବନେଶ୍ୱରରେ ୧୧୦ ଟପିଲା ପେଟ୍ରୋଲ

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ନୂଆ ରେକର୍ଡ କରୁଛି । ଲଗାତର ପ ମ ଦିନ ପାଇଁ ଦେଶରେ ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଦର ଉଭୟ ୩୫ ପଇସା ଲେଖାଁଏ ବୃଦ୍ଧି ହୋଇଛି । ତୈଳ କମ୍ପାନୀ ଗୁଡିକ ମାସର ଶେଷ ଦିନରେ ମଧ୍ୟ ଇନ୍ଧନ ମୂଲ୍ୟ ବୃଦ୍ଧି କରିଛନ୍ତି,ଯାହାକୁ ନେଇ
Read More...