ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ଜେଲରୁ ଫେରିବ ପୁଅ

ଜେଲରୁ ଫେରିବ ପୁଅ । ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ୨୫ ଦିନ ପରେ ଜାମିନ ମିଳିବା ପରେ ସେ ଏବେ ମନ୍ନତ ଫେରିବେ । ଆଜି କିମ୍ବା ଆସନ୍ତାକାଲି ସେ ଜେଲରୁ ମୁକୁଳିପାରନ୍ତି । ତେବେ ଆର୍ୟନ ଖାନଙ୍କ ଜାମିନ ମିଳିବା ଶୁଣିବା ପରେ ଖୁସିର କାନ୍ଦି ପକାଇଥିଲେ ଶାହାରୁଖ ଖାନ୍
Read More...

ମିଳିଲା ଜାମିନ..‘ମନ୍ନତ’ ଫେରିବେ ଆର୍ୟନ

ଜେଲରୁ ମୁକୁଳିବେ ବଲିଉଡ଼ ଷ୍ଟାର ଶାହାରୁଖଙ୍କ ପୁଅ ଆର୍ୟନ ଖାନ । ୨୫ ଦିନ ପରେ ଏବେ ‘ମନ୍ନତ’ ଫେରିବେ ଆର୍ୟନ । ଲଗାତର ତିନି ଦିନ ଧରି ବମ୍ବେ ହାଇକୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଉପରେ ଶୁଣାଣି ପରେ ଜାମିନ ପ୍ରଦାନ କରିଛନ୍ତି । ଆର୍ୟନଙ୍କ ସାଙ୍ଗ ଅରବାଜ ମର୍ଚାଂଟ ଓ ମୁନମୁନ ଧାମେଚାଙ୍କୁ
Read More...

ଚୀନ୍ ହାଇପରସୋନିକ ମିସାଇଲ ପରୀକ୍ଷଣ ପରେ ଚିନ୍ତାରେ ଆମେରିକା..

ଚୀନର ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣକୁ ନେଇ ଚିନ୍ତାରେ ଆମେରିକା । ନିକଟରେ ବ୍ରିଟିଶ ଖବରକାଗଜ ‘ଫାଇନାନ୍ସସିଆଲ ଟାଇମ୍ସ’ରେ ଏକ ଖବରକୁ ନେଇ ବେଶ ଚର୍ଚ୍ଚା ହେଉଛି । ରିପୋର୍ଟରେ କୁହାଯାଇଛି ଯେ, ଚୀନ ଦୁଇ ମାସ ପୂର୍ବରୁ ଶକ୍ତିଶାଳୀ ହାଇପରସୋନିକ ମିସାଇଲ ପରୀକ୍ଷଣ କରିଛି । ଏହି
Read More...

କନ୍ଦାଇଲାଣି ତୈଳ ଦର ବୃଦ୍ଧି..

ତୈଳଦର ବୃଦ୍ଧିରୁ ନିସ୍ତାର ମିଳନି । ଦେଶରେ କ୍ରମାଗତ ଭାବେ ବଢିଚାଲିଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ପେଟ୍ରୋଲ ଓ ଡିଜେଲ ୩୫ ପଇସା ଲେଖାଁଏ ବୃଦ୍ଧି ହୋଇଛି । ଅକ୍ଟୋବର ମାସରେ ୨୧ ଥର ବଢିଲାଣି ପେଟ୍ରୋଲ ଦର । ଦେଶରେ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦର ନୂଆ ରେକର୍ଡ କରୁଛି । ଯାହାକୁ ନେଇ
Read More...

ସେନାର ଏନକାଉଣ୍ଟରରେ ଟଳିଲା ଆତଙ୍କବାଦୀ

ଜମ୍ମୁ କାଶ୍ମୀର ବାରମୂଳାରେ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଆତଙ୍କବାଦୀ ମାନେ ସେନା ଓ ପୁଲିସଙ୍କ ଉପରେ ଗୁଳିମାଡ଼ କରିଥିଲେ । ଏହା ପରେ ସୁରକ୍ଷାକର୍ମୀ ମାନେ ପାଲଟା ଆକ୍ରମଣ କରିଥିଲେ । ବାରମୂଳା ଚେରଦାରୀରେ ଏହି ଘଟଣା ଘଟିଛି । ଏନକାଉଣ୍ଟରରେ ନିହତ ଆତଙ୍କବାଦୀକୁ
Read More...

ଡିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା!

ବିବାହ କରିବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ । କ୍ୟାଟ୍ରିନା ଓ ଭିକି କୌଶଲଙ୍କ ମଧ୍ୟରେ ସଂପର୍କକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଉଭୟ ଡିସେମ୍ବରରେ ବାହା ହେବା ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏପରିକି କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ରୋକା ସମାରୋହ ହୋଇଥିବା ନେଇ ଶୁଣିବାକୁ
Read More...

ଫେସବୁକ,ଇନଷ୍ଟାଗ୍ରାମ ହଟାଇ କମାଇଲେ ଓଜନ!

ଲଣ୍ଡନରେ ରହୁଥିବା ୩୩ ବର୍ଷୀୟା ମହିଳା ବ୍ରେଣ୍ଡା ଫିନ ଦାବି କରିଛନ୍ତି ଯେ, ସୋସିଆଲ ମିଡିଆରୁ ଦୂରରେ ରହି ସେ ନିଜର ଓଜନ ହ୍ରାସ କରିଛନ୍ତି । ବ୍ରେଣ୍ଡା ଗୋଟିଏ ବର୍ଷରେ ୩୦ କିଲୋ ଓଜନ କମ କରିଥିବା କହିଛନ୍ତି । ଆଉ ଓଜନ କମ କରିବାର ଯାତ୍ରା ନେଇ ସେ ଅନ୍ୟମାନଙ୍କ ସହ ସେୟାର କରିଛନ୍ତି ।
Read More...

କ୍ରୁଜ ଯାଇ ପସ୍ତଉଛି!

ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିବାରେ ଲାଗିଛି । ଗତ ଦୁଇ ଦିନ ହେବ ଲଗାତର ଶୁଣାଣି ପରେ ବି ଜାମିନ ମିଳିପାରୁନି ଆର୍ୟନଙ୍କୁ । ଆଜି ଅପରାହ୍ନରେ ଆର୍ୟନଙ୍କ ଜାମିନ ଆବେଦନ ପରେ ଶୁଣାଣୀ ହେବ । ତେବେ ଆଜି ଆଉ ଆସନ୍ତାକାଲି ମାମଲାର ନିଷ୍ପତ୍ତି
Read More...

କ୍ୟାପଟେନ ଗଢିବେ ନୂଆ ଦଳ

ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରି ବଡ଼ ଘୋଷଣା କରିଛନ୍ତି । ଅମରିନ୍ଦର କହିଛନ୍ତି ଯେ, ସେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଯାହାର ନାମ ଖୁବ ଶୀଘ୍ର ଘୋଷଣା କରିବେ । ଦଳର ଚିହ୍ନ ମଧ୍ୟ ଖୁବ ଶୀଘ୍ର ସ୍ଥିର ହେବ । ନୂଆ
Read More...

ଟ୍ରୋଲ ପରେ ସାମିଙ୍କ ସପକ୍ଷରେ ଭାରତ

ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ପ୍ରଥମ ମ୍ୟାଚରେ ପାକିସ୍ତାନଠୁ ୧୦ ୱିକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ବିଶ୍ୱକପ ଇତହାସରେ ପ୍ରଥମ ଥର ପାଇଁ ଭାରତ ପଡୋଶୀ ଦେଶଠୁ ହାରିବା ପରେ ପେସ ବୋଲର ମହମ୍ମଦ ସାମିଙ୍କୁ ଟ୍ରୋଲ ହେବାକୁ ପଡିଛି । ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ
Read More...