ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ସିଦ୍ଧୁ ଫେରାଇନେଲେ ଇସ୍ତଫା ପତ୍ର

ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବିବାଦର ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜ୍ୟୋତ ସିଂ ସିଦ୍ଧୁ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି। ଶୁକ୍ରବାର ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନିଜ ମନ
Read More...

ଟପ୍ ଆତଙ୍କୀକୁ ଘେରିଲେ ସୁରକ୍ଷାକର୍ମୀ

ଜମ୍ମୁ କାଶ୍ମୀର: ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ପୁଲୱାମା ପମ୍ପୋରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ସୂଚନା ରହିଛି ଯେ, ସୁରକ୍ଷା କର୍ମୀ ମାନେ ଲସ୍କର କମାଣ୍ଡର ଉମର ମୁସ୍ତାକ ଖାଣ୍ଡେକୁ ଘେରାବନ୍ଦୀ କରିଦେଇଛନ୍ତି। ଉମର
Read More...

ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

କୋଭିଡ଼ ସଂକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ ଙ୍କ ଭଲ ପାଇବା ,ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ । କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ
Read More...

ପାକିସ୍ତାନ ଷଡଯନ୍ତ୍ର ରଚୁଛି; ଭାରତ ଉପରେ କରିବ ଆକ୍ରମଣ!

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକରେ ଚାଲିଛି ଷଡଯନ୍ତ୍ର। ନିକଟରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଓ ଅନ୍ୟ ଆତଙ୍କୀ ସଂଗଠନ ମଧ୍ୟରେ ଏକ ବୈଠକ ବସିଛି।କୁହାଯାଉଛି ଯେ, ଏହି ବୈଠକ ପିଓକେର ମୁଜାଫରବାଦରେ ବସିଥିଲା। ତେବେ ବୈଠକରେ ଭାରତ ଓ ଜମ୍ମୁ କାଶ୍ମୀରରେ କିଭଳି ଅସ୍ଥିରତା ସୃଷ୍ଟି କରାଯିବ ସେ
Read More...

ଥମୁନି ତୈଳଦର..ପୁଣି ବଢିଲା

ଭୁବନେଶ୍ବର: ପୁଣି ତେଲରେ ନିଆଁ। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଉଭୟ ତୈଳ ଦରରେ ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି ତୈଳ କମ୍ପାନି। କେବଳ ଅକ୍ଟୋବର ମାସରେ ହିଁ ପେଟ୍ରୋଲ ୩ ଟଙ୍କା ୫୦ ପଇସା ମହଙ୍ଗା ହେଲାଣି। ଡିଜେଲ ମଧ୍ୟ ୪ ଟଙ୍କା ବୃଦ୍ଧି ପାଇଛି। ଗତ ମଙ୍ଗଳବାର ଓ ବୁଧବାର ଦୁଇ
Read More...

କେବେ ଫେରିବି ‘ମନ୍ନତ’?

ମୁମ୍ବାଇ: ବଲିଉଡ଼ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ‘ମନ୍ନତ’ର ଅଏସ ଆରାମରେ ବଡ଼ ହୋଇଥିବା ଆର୍ୟନଙ୍କୁ ଏବେ ଜେଲରେ ଦିନ କାଟିବାକୁ ପଡୁଛି। ଆର୍ୟନ ଦିନ ଗଣୁଛନ୍ତି, ତାଙ୍କୁ କେବେ ଜାମିନ ମିଳିବ ଓ ସେ ମନ୍ନତ ଯିବେ। ଗୁରୁବାର ମୁମ୍ବାଇ ସେସନ୍ସ
Read More...

ପୁଞ୍ଝରେ ଆତଙ୍କୀ-ସୁରକ୍ଷାକର୍ମୀ ମୁହାଁମୁହିଁ

ଜମ୍ମୁ କାଶ୍ମୀର: ପୁଞ୍ଝରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ବିମ୍ବର ଗଳିରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଜେସିଓ ସହିଦ ହୋଇଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଗୁରୁବାର ସନ୍ଧ୍ୟାରୁ ଜାରି ରହିଛି। ଏହା
Read More...

ଏଠାରେ ମାଆଙ୍କ ପୂଜା ଟିକେ ନିଆରା…

ଭୁବନେଶ୍ୱର: ପାଶ୍ଚାତ୍ୟ ସଂସ୍କୃତି ଓ ସଙ୍କେତ ତୃଣମୂଳ ଯାଏ ଭେଦି ଗଲାଣି। ବ୍ୟବସ୍ଥା କେତେ ଆଗକୁ ଗଲାଣି। ଶିକ୍ଷା ଶତ ପ୍ରତିଶତ ଲୋକଙ୍କୁ ଛୁଇଁ ନାହିଁ ସତ। କିନ୍ତୁ ସାମାଜିକ ବିଧି ବ୍ୟବସ୍ଥା ଓ ସରକାରୀ ସଚେତନତା କିଛି କମ୍‍ ନାହିଁ। ହେଲେ ଆଜି ବି ଓଡ଼ିଶାର ଏମିତି ଅନେକ ମନ୍ଦିର ରହିଛି,
Read More...

କୁହାଯାଏ, ମାଆଙ୍କ ଲାଗି ରାଜ୍ୟ ଫେରିପାଇଥିଲେ ରାଜା

ଭୁବନେଶ୍ୱର: ଖୋର୍ଦ୍ଧା ନୟାଗଡ ଓ ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ସୁନାଖଳାଠାରୁ ରାଜ-ରଣପୁର ଦେଇ ଚାନ୍ଦପୁର ମଧ୍ୟରେ ଗୋପାଳପୁର ଠାରୁ ପଶ୍ଚିମକୁ ମଝିିଁଆଖଣ୍ଡ,ଭେଟବର ଆଗକୁ ଜଙ୍ଗଲ ରାସ୍ତାରେ ପ୍ରାୟ ୨୦ କିଲୋମିଟର ପରେ ପଡେ ପ୍ରାକୃତିକ ଶୋଭା ବିମଣ୍ଡିତ ରାଆଁଳର ମାଆ
Read More...

ପାକିସ୍ତାନରେ ଚା’ କପ୍‌ର ଦାମ ଏତେ!

ପାକିସ୍ତାନରେ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର କରିଦେଇଛି । ଗତ ଏକ ବର୍ଷ ଧରି ପାକିସ୍ତାନରେ ଖାଦ୍ୟସାମ୍ରଗୀର ଦରଦାମ ଏତେ ବଢିଛି ଯେ ଲୋକଙ୍କୁ ଘର ଚଳାଇବାକୁ ମୁସକିଲ ହେଉଛି । କେବେଳ ସହରରେ ନୁହେଁ ପାକିସ୍ତାନ ଗାଁ ମାନଙ୍କରେ ମଧ୍ୟ ଦୈନଦିନ ବ୍ୟବହାର୍ଯ୍ୟ ଜିନିଷ ଦର ଅହେତୁକ
Read More...