ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ

କେନ୍ଦ୍ରାପଡ଼ା:ଆଉ ତିନି ଦିନ ପରେ ନେଇଥାଆନ୍ତେ ଅବସର। ହେଲେ ତା’ ପୂର୍ବରୁ ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା
Read More...

ବାହାରିଲା ଓଜେଇଇ ରେଜଲ୍ଟ

ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଫଳାଫଳ। ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୭ ହଜାର ୭୨୯ ଜଣଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି । ଫଳାଫଳ  ପୁସ୍ତିକା ଉନ୍ମୋଚନ କରିଥିଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ଜୁଲାଇ ୪ରୁ ଜୁଲାଇ
Read More...

ଜେଲ୍‌ରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦେବ

ବାଣପୁର: ସୁପ୍ରିମକୋର୍ଟରୁ ସର୍ତମୂଳକ ଜାମିନ ମିଳିବା ପରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ବାଣପୁର ଉପକାରାଗାରରୁ ବାହାରିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ। ଜେଲରୁ ବାହାରି ପୁଲିସର କଡା ସୁରକ୍ଷାରେ ଭୁବନେଶ୍ୱର ସ୍ଥିତ ବାସଭବନକୁ ଆସିଛନ୍ତି ଚିଲିକା ବିଧାୟକ । ସୁପ୍ରିମକୋର୍ଟଙ୍କ ସର୍ତ୍ତ
Read More...

ରହସ୍ୟ ଖୋଲିବ କଳା ଡାଏରି

କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହାୟକ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଏନଫୋର୍ସମେଣ୍ଟ ନିର୍ଦେଶାଳୟ ଗୋଟିଏ କଳା ଡାଏରି ଜବତ କରିଛି। ୪୦ ପୃଷ୍ଠାର ଏହି କଳା ଡାଏରି ପଶ୍ଚିମବଙ୍ଗ ସରକାରଙ୍କ ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗର ନିଯୁକ୍ତି
Read More...

ନିର୍ମାଣ ହେବ କ୍ୟାନସର ହସ୍ପିଟାଲ, ଘୋଷଣା କଲେ କେନ୍ଦ୍ରମନ୍ତ୍ରୀ

ହସ୍ପିଟାଲ ନିର୍ମାଣ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫0 କୋଟି ଦେବପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କୁ ଧନ୍ୟବାଦଆଗାମୀ ୩ବର୍ଷ ମଧ୍ୟରେ ହସ୍ପିଟାଲ ନିର୍ମାଣ କାର୍ଯ୍ୟକୁ ଶେଷ କରିବାର ଲକ୍ଷ୍ୟଦକ୍ଷତା
Read More...

କାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ବର: ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଆସନ୍ତା କାଲି ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ କାଲି ପ୍ରକାଶ ପାଇବା ସହ କଳାର ଫଳାଫଳ ସପ୍ତାହକ ମଧ୍ୟରେ ପ୍ରକାଶ
Read More...

ଜୁଲାଇ ୩୧ରେ ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ; ଭାରତ-ପାକିସ୍ତାନ କ୍ରିକେଟ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଥାଏ । ଆଉ ଏବେ ପୁଣିଥରେ ଉଭୟ ଟିମ୍ ମୈଦାନରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି । ଇଂଲଣ୍ଡର ଏଜବେଷ୍ଟନ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଆଉ ଏଥିପାଇଁ ଟିମ୍ ଇଣ୍ଡିଆ ଏବେ ଲଣ୍ଡନରେ ପହଞ୍ଚି ସାରିଛି ।
Read More...

୫ଜି ଆଉ ବେଶୀ ଡେରି ନୁହେଁ

ନିଲାମ ଆରମ୍ଭ ହେଲା, ୪.୩ଲକ୍ଷ କୋଟିର ବଡ କାରବାରରିଲାଏନ୍ସ ଜିଓ, ଆଦାନୀ ଡାଟା େନଟଵର୍କ ସମେତ ୪ କଂପାନି ସାମିଲ୨୬ ତାରିଖ ସନ୍ଧ୍ୟା ଯାଏ ଚାଲିବ ନିଲାମ ନୂଆଦିଲ୍ଲୀ: ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ଡାଟା ସିଗନାଲ୍ ବହନ କରୁଥିବା ଭାରତର ସର୍ବବୃହତ ନିଲାମ ମଙ୍ଗଳବାର ଅର୍ଥାତ୍ ଆଜି ଆରମ୍ଭ
Read More...

ସପ୍ତାହେ ଯାଏ ମୌସୁମୀରେ ବ୍ରେକ୍ ଲାଗିବ

ଭୁବନେଶ୍ବର: ରାଜ୍ୟରେ ଧୀରେ ଧୀରେ ଏବେ ବର୍ଷାର ପରିମାଣ କମିବ। ଅଗଷ୍ଟ ପ୍ରଥମ ସପ୍ତାହରେ ମୌସୁମୀ ପୁଣି ଥରେ ସକ୍ରିୟ ହୋଇପାରେ। ପାଣିପାଗ ସ୍ଥିତି ଅନୁଧ୍ୟାନ କରି ଏଭଳି ଚିତ୍ର ଆଙ୍କୁଛନ୍ତି ସାର୍ଥକ ମିଶ୍ର। ଶ୍ରୀ ମିଶ୍ରଙ୍କ କହିବାନୁସାରେ, ଉପଗ୍ରହରୁ ଉତ୍ତୋଳନ କରାଯାଇଥିବା ପାଣିପାଗ
Read More...

ପ୍ରଶାନ୍ତଙ୍କୁ ବର୍ଷେ ନିର୍ବାଚନମଣ୍ଡଳୀ ମନା

ଜାମିନ ଦେଲେ; ବଡ କଟକଣା ଲଗାଇଲେ ସୁପ୍ରିମକୋର୍ଟବିଧାୟକଙ୍କ ଜାମିନକୁ ବିରୋଧ କରିିଥିଲେ ରାଜ୍ୟ ସରକାରବାଣପୁରରେ ଗାଡି ମଡାଇ ହତ୍ୟା ଉଦ୍ୟମ ଭଳି ଅଭିଯୋଗ ଥିଲା ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ଷେ ଯାଏ ନିଜ ନିର୍ବାଚନମଣ୍ଡଳୀକୁ ଯାଇପାରିବେ ନାହିଁ। ଯଦି ଯାଆନ୍ତି,
Read More...