କାଲିଠୁ ପାରାଲିମ୍ପିକ୍, ଓଡ଼ିଆ ପୁଅ ପ୍ରମୋଦଙ୍କ ଉପରେ ନଜର
କରୋନା କଟକଣା ଭିତରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଟୋକିଓ ପାରାଲିମ୍ପିକ୍ । ଏଥିରେ ୪୦ ଜଣ ପୁରୁଷ, ୧୪ ଜଣ ମହିଳାଙ୍କ ସମେତ ୫୪ ଜଣିଆ ଭାରତୀୟ ଦଳ ଅଂଶଗ୍ରହଣ କରିବେ। ଟେବୁଲ ଟେନିସ.ଶକ୍ତି ଉତ୍ତୋଳନ ଓ ତାଏକୋଣ୍ଡା ଖେଳାଳିମାନେ ଟୋକିଓରେ ପହଞ୍ଚିସାରିଛନ୍ତି। ଟୋକିଓରେପହଞ୍ଚି!-->…
Read More...
Read More...