ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ବିପଦ ଟଳିନି, ସଜାଗ ରୁହ

ଭୁବନେଶ୍ବର: ଏବେ ବି କୋଭିଡ ବିପଦ ଦୂର ହୋଇନି। ରାଜ୍ୟର କୋଭିଡ ସ୍ଥିତି ,ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଓ କୋଭିଡ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମୀକ୍ଷା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କିଛି ସପ୍ତାହ ହେଲା ରାଜ୍ୟରେ ପଜିଟିଭ ହାର କମିଥିଲେ
Read More...

କଡ ଲେଉଟାଉଛି ଓଡ଼ିଶା ରାଜନୀତି

ନୂଆ ରଣକୌଶଳ ସହିତ ଧୀରେ ଧୀରେ ଆଗଉଛି ବିଜେପିଚାପ କୌଶଳ ପ୍ରୟୋଗ କରିବେ, ନାଲିଆଖି ଦେଖାଇବେସରକାରଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି କହିବାକୁ ଯାବତୀୟ ଫନ୍ଦିବିଜେଡି ପାଇଁ ସତର୍କର ବେଳ, ଭାବମୂର୍ତି ଏକମାତ୍ର ସମ୍ବଳବିଜେଡିର ଗଡ ଗାଁ ଲୋକଙ୍କ ଭୋଟ, ଆଖେଇଲାଣି ବିଜେପି ଭୁବନେଶ୍ବର: ୨୦୨୨
Read More...

ଖୋର୍ଦ୍ଧା ଓ କଟକକୁ କେମିତି ଫୋକସ୍ କରିଛନ୍ତି ଯେ…

ସଂକ୍ରମିତଙ୍କ ସଂଖ୍ୟା କମୁନି, ମୁଣ୍ଡ ବ୍ୟଥା ବଢିଲାଣିଆୟତ୍ତକୁ ଆଣିପାରୁନାହାନ୍ତି ବାବୁ, କଟକଣା ସବୁ ଫୁଲକଡାଉନ୍, ସଟଡାଉନ୍ ନିର୍ଦେଶ ସବୁ ଚୁଲିକୁ ଗଲାଣି ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ଥିବା ବେଳେ ଭୁବନେଶ୍ୱର ସମେତ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା
Read More...

ସୌମ୍ୟ ମାମଲା: ପୁଲିସର ଭାବପ୍ରୀତି ସରକାରକୁ ବିପଦ!

ମାମଲାର ଦଶଦିନ ପରେ ବି ପୁଲିସ ତଦନ୍ତକୁ ଦିଶା ଦେଇପାରିଲା ନାହିଁଡିଏଫଓ କଣ ଏତେ କରିତକର୍ମା ଯେ ତାଙ୍କୁ ପଚାରିବାକୁ ଦଶଦିନ ଲାଗିବ?ଡିଆଇଜିଙ୍କ ତନାଘନା ପରେ ଗତି ବଢିଲା, ପୁଲିସ କିନ୍ତୁ ସନ୍ଦେହମୁକ୍ତ ନୁହେଁଆମ୍ବୁଲାନ୍ସ ଡ୍ରାଇଭରର ବୟାନ, ସୌମ୍ୟଙ୍କ ଡାଏରି ଅନେକ ସୂଚନା ଦେଲା
Read More...

ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ ଦାବି କଲା ବିଜେପି

ରାଜ୍ୟ ପ୍ରସଙ୍ଗ ଧରି କେନ୍ଦ୍ରରେ ଫେରାଦ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବୈଷ୍ଣବ ବି ସାମିଲପିଏମଜିକେଏୱାଇ ଏବଂ ଏନଏଫଏସଏରେ ୧୫ଟି ଜିଲ୍ଲାରେ ୧୦%ରୁ କମ୍‌ ଖାଦ୍ୟଶସ୍ୟ ଉଠାଯାଇଛିପିଏମଜିକେଏୱାଇ ଯୋଜନା ଅଧୀନରେ ଏନଏଫଏସଏ କାର୍ଡଧାରୀଙ୍କୁ ମିଳୁନି ଖାଦ୍ୟଶସ୍ୟକରୋନା ମହାମାରୀରେ
Read More...

ବିଦ୍ୟାଭାରତୀଙ୍କ ହାତ ଲେଖା କହୁଛି ଅନେକ କଥା

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଓ ଗଜପତି ପୁଲିସ ଛାନଭିନ ଜାରି ରଖିଥିବା ବେଳେ ସାମନାକୁ ଆସିଛି ବିଦ୍ୟାଭାରତୀଙ୍କ ଆଉ ହାତ ଲେଖା। ପୂର୍ବରୁ ଗୋଟିଏ ଲେଖା ମିଳିଥିଲା। ଆଜି ଦ୍ୱିତୀୟଟି ସାମନାକୁ ଆସିଛି। ଏଥିରେ କୋହଭରା ଶଦ୍ଦରେ ବିଦ୍ୟାଭାରତୀ ଲେଖିଛନ୍ତି,
Read More...

ଜୁଲାଇ ୨୬ରେ କର୍ଣ୍ଣାଟକ ରାଜନୀତିରେ ପଟ୍ଟ ପରିବର୍ତ୍ତନ!

ବାଙ୍ଗାଲୁର: ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ବି ଏସ୍ ୟେଦୁରପ୍ପା। ସିଧାସଳଖ ନ କହିଲେ ବି ବୁଲେଇ ବଙ୍କେଇ ଆଜି ସେ ଏହି ସତ ଜଣାଇଛନ୍ତି। ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ଆମର ରାଷ୍ଟ୍ରୀୟ ରାଷ୍ଟ୍ରପତି ଜେପି
Read More...

ସୌମ୍ୟ ମାମଲା: ପୁଲିସ ମୁଖ୍ଯାଳୟ ଦ୍ବନ୍ଦ୍ବରେ ଅଛି କି?

ବିଦ୍ୟାଙ୍କ ଟେଲିଫୋନ୍ ବାର୍ତ୍ତାଳାପ, ହାତଲେଖା ଅନେକ କିଛି କହୁଛିପିଲାମାନେ ଅଶାନ୍ତିରେ ଯଦି ଥିଲେ, ପରିବାର ଲୋକଙ୍କ ଭୂମିକା କଣ ଥିଲା?ସୌମ୍ୟ କଥା ହେଉଥିବା ଝିଅ ପାଖରେ ପୁଲିସ ପହଞ୍ଚିଲାଣି ନା ନାହିଁ?କ୍ରାଇମବ୍ରାଞ୍ଚ ଓ ପୁଲିସ ଦୁଇଟି ସ୍ବତନ୍ତ୍ର ସଂସ୍ଥା, ଏକାଠି କେମିତି ତଦନ୍ତ
Read More...

ସ୍ମାରକ ପତ୍ରଟିଏ ଦେଇ ଦାୟିତ୍ବ ସାରିଦେଲେ ନିରଞ୍ଜନ!

ପେଗାସସ୍ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଆଚରଣ ଓ ଉଚ୍ଚାରଣକୁ ନେଇ ସବୁଠି ଚର୍ଚ୍ଚାକାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ଦାୟିତ୍ବ ଦେଇ ନିଜେ ଦୂରେଇ ରହିଲେ ନିରଞ୍ଜନରାଜନୈତିକ କାର୍ଯ୍ୟକ୍ରମ କଥା ଦୂୂରେଥାଉ, ଦଳ ସାମ୍ବାଦିକ ସମ୍ମିଳନୀଟିଏ ବି କଲାନାହିଁଏହି ପ୍ରସଙ୍ଗ ତୃଣମୂଳସ୍ତରକତୁ
Read More...