ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ପୁରୀ: ସେବାୟତ କୃଷ୍ଣଚନ୍ଦ ପ୍ରତିହାରୀ ହତ୍ୟାର ପର୍ଦ୍ଦାଫାଶ୍ ହୋଇଛି। ପ୍ରେସମିଟ୍‌ରେ ପୁରୀ ଏସପି କନୱର ବିଶାଲ ସିଂ ହତ୍ୟା ମାମଲାର ଖୁଲାସା କରିଛନ୍ତି। ହତ୍ୟା ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି। ଗିରଫଙ୍କ ମଧ୍ୟରେ ୨ ଜଣ ଷଡଯନ୍ତ୍ରକାରୀ ଅଛନ୍ତି। ଦୋଳଗୋବିନ୍ଦ ଓ କାଳିଆ ସିଂହାରୀ ହେଉଛି
Read More...

ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ। ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର।। ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ଆଜି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପାଢୀ ସୂଚନା ଦେଇଛନ୍ତି। ୧୭୩୭ ୱାର୍ଡରେ ପୌର ପରିଷଦ ନିର୍ବାଚନ ହେବ। ଏଥିପାଇଁ ୪ ହଜାର ୩୭୩ ବୁଥ ରହିଛି। ୪୦
Read More...

ଆଜି ମୋଦୀ-ମୋରିସନ ଆଲୋଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନଙ୍କ ମଧ୍ୟରେ ଆଜି ବୈଠକ ବସିବ । ଦିନ ୧୨ଟା ବେଳେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ଦ୍ୱିପାକ୍ଷିକ ଆଲୋଚନା ହେବ । ବୈଠକରେ ଦୁଇ ପ୍ରଧାନମନ୍ତ୍ରୀ ୟୁକ୍ରେନର ସ୍ଥିତି ଓ ପାରସ୍ପାରିକ ବାଣିଜ୍ୟ
Read More...

ଯୁଦ୍ଧ ନଥମିଲେ, ତୃତୀୟ ବିଶ୍ୱଯୁଦ୍ଧ ହେବ: ଜେଲେନସ୍କି

ୟୁକ୍ରେନ ଉପରେ ଋଷ ଲଗାତର ଆକ୍ରମଣ ଜାରି ରଖିଛି । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଏକ ବଡ଼ ବୟାନ ଦେଇଛନ୍ତି । ଜେଲେନସ୍କି କହିଛନ୍ତି, ସେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତୁତ । କିନ୍ତୁ ଯଦି ଆଲୋଚନା ବିଫଳ ହୁଏ,ତେବେ ଏହାର
Read More...

ପ୍ରତିଶୋଧ ପାଇଁ ସୁପାରୀ!

ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାରେ ୪ ଜଣଙ୍କୁ ଅଟକ ରଖିଛି ପୁଲିସ । ଦୁଇ ଷଡଯନ୍ତ୍ରକାରୀଙ୍କ ସମେତ ପୁଲିସ ୪ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ଏତଲାକୁ ଭିତ୍ତି କରି ଏମାନଙ୍କୁ ପୁଲିସ ଅଟକ ରଖିଛି । ଏମାନଙ୍କ ଭିତରେ ଦୁଇ ଜଣ କାଳିଆ ସିଂହାରୀ ଓ
Read More...

ପାଉଁରୁଟି ଫ୍ୟାକ୍ଟ୍ରିରେ ନିଆଁ,ପୋଡ଼ି ହୋଇ ସ୍ୱାମୀ,ସ୍ତ୍ରୀ ମୃତ

ପାଉଁରୁଟି ଫ୍ୟାକ୍ଟ୍ରିରେ କାମ କରିବା ସମୟରେ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ପୋଡି ହୋଇ ଗୋଟିଏ ପରିବାର ୨ ଜଣ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । କଲ୍ୟାଣସିଂହପୁର ଶିଖରପାଇରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ଅନୁସାରେ, କଲ୍ୟାଣସିଂହପୁର ଶିଖରପାଇ
Read More...