ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ଖୋର୍ଧା ଜିଲ୍ଲା ରାଜନୀତିରେ ଅଧିକ ସକ୍ରିୟ ହେବେଏଥର ରାଜ୍ୟସଭା ପଠାଇବାକୁ ବିଜେଡି ଚିନ୍ତାକରୁଛିଅପରାଜିତାଙ୍କୁ ଚେକ ଦେବାଲାଗି ବ୍ୟବହାର କରିବେ ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ମିଳିଥିବା ସଫଳତା ଆଖି ଖୋସିଦେବା ଭଳି ହୋଇଛି। ଏବେ ଦଳ ପୌର ନିର୍ବାଚନରେ ବି ଅନୁରୂପ
Read More...

‘ଦୁର୍ଘଟଣାବଶତଃ ମିଜାଇଲ ମାଡ଼ ହୋଇଛି, ଉଚ୍ଚସ୍ତରୀୟ ତଦନ୍ତ ହେବ’

ଭାରତର ମିଜାଇଲ ପାକିସ୍ତାନରେ ପଡିବା ଘଟଣାରେ ସଂସଦରେ ବିବୃତ୍ତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ରାଜନାଥ କହିଛନ୍ତି, ଦୁର୍ଘଟଣାବଶତଃ ଏହି ମିଜାଇଲ ପାକିସ୍ତାନରେ ପଡିଥିଲା । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ତେବେ ଏହା ଅଜାଣତରେ ଘଟିଛି ବୋଲି ସେ କହିଛନ୍ତି । ରାଜ୍ୟସଭାରେ
Read More...

ଚୀନରେ କରୋନା ଭାଙ୍ଗିଲା ସବୁ ରେକର୍ଡ, ୫ କୋଟି ଲୋକ ଘରେ ବନ୍ଦୀ

ଚୀନରେ କରୋନା ପୁଣି କାୟା ମେଲାଇବା ଆରମ୍ଭ କରିଛି । ଧୀରେ ଧୀରେ ସ୍ଥିତି ସଙ୍ଗୀନ ହେଉଛି । ଗତ ୨୪ ଘଂଟାରେ ଚୀନରେ ୫ ହଜାରରୁ ଅଧିକ ନୂଆ ମାମଲା ଚିହ୍ନଟ ହୋଇଛି । ୫ ହଜାର ୨୮୦ ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ଚୀନ ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡ-୧୯ ଆରମ୍ଭ ହେବା
Read More...

କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ, ଜରୁରୀ ନୁହେଁ ହିଜାବ

ହିଜାବ ବିବାଦ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ । ହିଜାବ ମାମଲାରେ ହୋଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି ।ହାଇକୋର୍ଟ କହିଛନ୍ତି ଯେ, ହିଜାବ ପିନ୍ଧିବା ଧର୍ମର ପ୍ରମୁଖ ଅଂଶ ନୁହେଁ । ଉଡୁପିର କିଛି ସ୍କୁଲର ଛାତ୍ରଛାତ୍ରୀ କର୍ଣ୍ଣାଟକରେ ହିଜାବ ବ୍ୟାନ ପରେ ଏହାକୁ
Read More...

କୃଷି ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍

ଲାଞ୍ଚୁଆ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ଆଖି । ଗୋଟି ଗୋଟି କରି ସମସ୍ତଙ୍କୁ ଧରୁଛି ଭିଜିଲାନ୍ସ । ଗତକାଲି ଜଣେ ଯନ୍ତ୍ରୀଙ୍କ ଘରେ ରେଡ ପରେ ଆଜି ଜଣେ କୃଷି ଅଧିକାରୀଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । କୃଷି ଅଧିକାରୀ ଜଣକ ହେଉଛନ୍ତି ମାଲକାନଗିରିରି ଏମ୍‌.ଆନନ୍ଦ ରାଓ । ଏମ.ଆନନ୍ଦ ରାଓଙ୍କ
Read More...

ଫଟୋଗ୍ରାଫର ହତ୍ୟା ମାମଲାର ଫିଟୁଛି ଗୁମର

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାର ଗୁମର ଫିଟିବାରେ ଲାଗିଛି । ସାମ୍ନାକୁ ରୋମାଞ୍ଚକର ତଥ୍ୟ ଆସିବାରେ ଲାଗିଛି । ଏହି ଜଘନ୍ୟ ହତ୍ୟାକାଣ୍ଡ ଉପରୁ ଚାନ୍ଦବାଲି ଥାନା ପୁଲିସ ପରଦା ଉଠାଇଛି । ତେବେ ହତ୍ୟା ପଛରେ ଜଣେ ୱେବପୋର୍ଟାଲ ମାଲିକାଣୀଙ୍କ ହାତ ଥିବା ସୂଚନା ରହିଛି । ମିଳିଥିବା
Read More...

ମାର୍ଚ୍ଚରେ ହୋଇପାରେ ବାତ୍ୟା!

ପୁଣି ବାତ୍ୟା ଭୟ । ଖରାର ଦାଉ ଭିତରେ ପୁଣି ଦେଖାଦେଇଛି ବାତ୍ୟା ଆଶଙ୍କା । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ଘନୀଭୂତ ହୋଇ ଏଇ ମାସରେ ବାତ୍ୟାର ରୂପ ନେଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ
Read More...