ଋଷ ଉପରେ କଟକଣା ଲଗାଇଲା ଆମେରିକା
ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସ୍ଥିତି ଓ ୟୁକ୍ରେନର ଦୁଇ ଅଞ୍ଚଳକୁ ଋଷ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବାର ଘୋଷଣା ପରେ ଆମେରିକା ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ସମ୍ବୋଧନରେ କହିଛନ୍ତି, ନୂଆ ତଥାକଥିତ ଦେଶ ଘୋଷଣା କରିବାର ଅଧିକାର କିଏ!-->…
Read More...
Read More...