ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ବଡ଼ କଥାଟେ କହିଲେ ପଞ୍ଚଦଶ ଆୟୋଗ

ଜିଏସ୍‌ଟି ଏକ ସମ୍ପୂର୍ଣ୍ଣ ଟିକସ ବ୍ୟବସ୍ଥା ନୁହେଁସଂଘୀୟ ବ୍ୟବସ୍ଥା ଅନୁପାଳନକୁ ଗୁରୁତ୍ବନୀତି ଆୟୋଗ ପୁନର୍ବିନ୍ୟାସ ଜରୁରୀ ହୋଇଛି ନୂଆଦିଲ୍ଲୀ: ଜିଏସ୍‌ଟି ବା ସାମଗ୍ରୀ ଓ ସେବା ଟିକସ କଣ? ଏହା କେତେ ସରଳ ଓ ପ୍ରଭାବୀ? ଏଭଳି କିଛି ପ୍ରସଙ୍ଗ ଉପରେ ତଥାପି ତୃଣମୂଳସ୍ତରରେ ବିତର୍କ
Read More...

ସୀମା ବିବାଦ ପ୍ରସଙ୍ଗ: ସାମ୍ନାକୁ ଆସିଲେ ଧର୍ମେନ୍ଦ୍ର

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ, ସର୍ବଦଳୀୟ ବୈଠକ ଡାକିବା ସହ ଗୃହ କମିଟି ଗଠନ କରଆପୋସ ବୁଝାମଣାରେ ସୀମା ବିବାଦର ସମାଧାନ କରାଯାଉ, ମୁଖ୍ୟ ଭୂମିକା ନେଇ ଓଡ଼ିଶାଆବଶ୍ୟକସ୍ଥଳେ ଆଇନଗତ ପଦକ୍ଷେପ ନିଅନ୍ତୁ, ହେଲେ ଲୋକଙ୍କ ସ୍ୱାର୍ଥ ସହ ସାଲିସ ନହେଉ ନୂଆଦିଲ୍ଲୀ: ଓଡିଶା ସହ ପଡୋଶୀ
Read More...

ଇନ୍ଦିରା ଗାନ୍ଧୀ: କିଛି କଥା, କିଛି ଦର୍ଶନ

ନୂଆଦିଲ୍ଲୀ: ଭାରତର ପ୍ରଥମ ତଥା ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କର ଆଜି ଜନ୍ମଦିବସ। ୧୯୧୭ ମସିହା ନଭେମ୍ବର ୧୯ ତାରିଖରେ ଉତ୍ତରପ୍ରଦେଶର ପ୍ରାର୍ଥନା (ପୂର୍ବ ଆହ୍ଲାବାଦ)ରେ ଜନ୍ମ ଗ୍ରହଣ କରିଥିବା ଇନ୍ଦିରା ଗାନ୍ଧୀ ଦେଶର ତିନି ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ
Read More...

ଗର୍ଭବତୀ, ବୟସ୍କଙ୍କୁ ଆଗ ଟିକା

କୋଭିଡ୍ ସମୀକ୍ଷା କରି ଚେତାଇଲେ ନବୀନଶୀତଦିନରେ ବଢିପାରେ ସଂକ୍ରମଣବର୍ତ୍ତମାନ ମାସ୍କ ହିଁ ଫଳପ୍ରଦ ପ୍ରତିରୋଧ ଭୁବନେଶ୍ବର: କରୋନାର ମୁକାବିଲା ପାଇଁ ବିଭିନ୍ନ ଟିକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟୀକା ମିଳିବାର ଆଶା ଉଜ୍ଜଳ ହୋଇଛି। ଟିକା ପ୍ରଦାନ ସମୟରେ
Read More...

ଝାଡ଼ିଝୁ଼ଡି ହେଇ ଉଠୁଛି ଭାରତର ଅର୍ଥନୀତି

ଷ୍ଟକ୍ ବଜାର ନିବେଶକଙ୍କ ପାଇଁ ଭଲ ଖବରବଜାରରେ କାରବାର ଧୀର ଧୀରେ ବଢୁଛିଠିକ୍ ଜାଗାରେ ନିବେଶ, ଭଲ ରିଟର୍ଣ୍ଣ ପାଇଁ ବାଟ ଖୋଲିବ ନୂଆଦିଲ୍ଲୀ: ଷ୍ଟକ୍ ମାର୍କେଟ୍‌ରେ ନିବେଶ କରୁଛନ୍ତି କି? ଏବେ ସବୁଠାରୁ ସତର୍କତାର ସହିତ ପଦକ୍ଷେପ ନେବାର ବେଳ ଆସିଛି।ନିବେଶକମାନେ କେଉଁଠି କେତେ ବିପଦ
Read More...

ପଛୁଆ ଅଞ୍ଚଳ ଆଗୁଆ ହେବ

ସ୍ବାଭିମାନ ଅଞ୍ଚଳର ସବୁ ପରିବାରକୁ ମୋବାଇଲ ଫୋନ ବଣ୍ଟନର ଶୁଭାରମ୍ଭ ସ୍ବାଭିମାନ ଅଞ୍ଚଳ ମୋ ହୃଦୟରେ ଅଛି, ଆଗୁଆ ଅଞ୍ଚଳ ଭାବେ ଗଢିବି: ନବୀନ ସ୍ବାଭିମାନ ଅଞ୍ଚଳ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ପରିମାଣ ୨୧୫ କୋଟି ଟଙ୍କାକୁ ବୃଦ୍ଧି ହିଂସା ଛାଡି ମୁଖ୍ୟଧାରାକୁ ଫେରିବାକୁ ବାମପନ୍ଥୀ
Read More...

ଗଣତନ୍ତ୍ର ମନ୍ଦିରକୁ ବି କୋଭିଡ୍ ଚିନ୍ତା

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡ଼ିଶାରେ ଏପର୍ଯ୍ୟନ୍ତ ମନ୍ଦିର, ଧର୍ମାନୁଷ୍ଠାନ କରୋନା କଟକଣା କାରଣରୁ ଖୋଲିପାରିନାହିଁ। ଦେଶରେ ଅଳ୍ପକିଛି ସ୍ଥାନ ଛାଡ଼ିଲେ, ଅନ୍ୟ କେଉଁଠାରେ ବି ଏ କ୍ଷେତ୍ରରେ ସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏପଟେ ଗଣତନ୍ତ୍ର ମନ୍ଦିର ବିଧାନସଭା ଓ ଲୋକସଭାକୁ
Read More...

ଆମେରିକାକୁ ମୁହଁ ମୋଡି଼ଲେଣି ଛାତ୍ରଛାତ୍ରୀ!

ନୂଆଦିଲ୍ଲୀ: ଆମେରିକାରେ ଉଚ୍ଚ ଅଧ୍ୟୟନ କରୁଥିବା ଭାରତର ଛାତ୍ରମାନଙ୍କ ସଂପର୍କରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆମେରିକାର ଓପନ୍ ଡୋର୍‌ସ ରିପୋର୍ଟ, ୨୦୨୦ କହିଛି ଯେ ୨୦୧୯-୨୦ରେ ଆମେରିକାରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିଯାଇଛି। ତେବେ ଆଶ୍ବାସନାର ବିଷୟ ହେଲା,
Read More...

ରକ୍ତ ଦାନ କରନ୍ତୁ

ରକ୍ତ ଦାନ ମହତ୍ ଦାନ । ରକ୍ତଦାନ କରିବା ଦ୍ବାରା ଆମେ କେବଳ ଯେ,ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣେ ବ୍ୟକ୍ତିର ଜୀବନ ରକ୍ଷା କରିଥାଉ ତାହା ନୁହେଁ,ରକ୍ତଦାନ ଆମକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରିଥାଏ। ଡକ୍ତରମାନେ କୁହନ୍ତି ନିୟମିତ ରକ୍ତଦାନ କରୁଥିବା ବ୍ୟକ୍ତିମାନଙ୍କୁ ସହଜରେ କୌଣସି
Read More...

ଶହ ଶହ କୋଟି ମାରିନେବା ପରେ ଚେତିଲେ!

ଏବେଯାଇ ବାଲି ସଇରାତ ଉପରେ ପଡିଲା ସରକାରଙ୍କ ନଜର୬୮୦ କୋଟି ଅଧିକ ରାଜସ୍ବ ମିଳିଛି, ଆହୁରି ବଢାଇବାକୁ ନିଷ୍ପତ୍ତିମୁଖ୍ୟସଚିବଙ୍କ ତନାଘନା, ଅଧିକ ନଦୀ ଶଯ୍ୟା ସଇରାତ ଚିହ୍ନଟ ନିର୍ଦେଶ ଭୁବନେଶ୍ବର: ଦୀର୍ଘ ବର୍ଷ ପରେ ରାଜ୍ୟ ସରକାର ରାଜସ୍ବ ବୃଦ୍ଧି ପାଇଁ ଏକ ନୂଆ ରାସ୍ତା ଖୋଲିଛନ୍ତି।
Read More...