ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସ୍ୱାମୀ ତ ବଞ୍ଚିଲେନି..ଟଙ୍କା କ’ଣ କରିବି?

ସ୍ୱାମୀଙ୍କ ଚିକିତ୍ସା ପାଇଁ ଲୋକଙ୍କଠୁ ପାଇଥିବା ଟଙ୍କାକୁ ସରକାରଙ୍କୁ ଫେରାଇ ଉଦାହରଣ ସୃଷ୍ଟି କଲେ ମୌସୁମୀ । ଆମେ କହୁଛୁ ଭଦ୍ରକ ବାସୁଦେବପୁର ମନ୍ଦାରୀ ଅଞ୍ଚଳର ଅଭିଷେକ ମହାପାତ୍ରଙ୍କ ସ୍ତ୍ରୀ ମୌସୁମୀଙ୍କ କଥା । ଅଭିଷେକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ବେଳେ ଇକମୋ ଚିକିତ୍ସା ପାଇଁ…
Read More...

ଘୁଞ୍ଚିଲା ପଞ୍ଜାବ ନିର୍ବାଚନ

ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ ତାରିଖ । ଫେୃବଆରୀ ୧୪ ପରିବେର୍ତ୍ତେ ଫେବୃଆରୀ ୨୦ରେ ହେବ ଭୋଟ ଗ୍ରହଣ । ରବି ଦାସଙ୍କ ଜୟନ୍ତୀ ପାଇଁ ରାଜ୍ୟର ସମସ୍ତ ରାଜନୈତିକ ଦଳ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ନିବେଦନ କରିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ନିର୍ବାଚନ…
Read More...

କରୋନା ମହାମାରୀର ଖୁବଶୀଘ୍ର ହେବ ଅନ୍ତ!

କରୋନା ସଂକ୍ରମଣର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ସାରା ବିଶ୍ୱ ଚିନ୍ତାରେ । ଭାରତ ସମେତ ଅନେକ ଦେଶରେ ଏହି ସଂକ୍ରମଣ ଯୋଗୁଁ ସ୍ଥିତି ବିଗିଡିବାରେ ଲାଗିଛି । ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରୁଛି । ତେବେ ଏହା ମଧ୍ୟରେ ଏକ ଆଶ୍ୱସ୍ତି କଲା ଭଳି ଖବର ଆସିଛି । ନିକଟରେ…
Read More...

ପରଲୋକରେ ପଦ୍ମଶ୍ରୀ ଶାନ୍ତି ଦେବୀ

ଭୁବନେଶ୍ବର: ପରପାରିରେ ପଦ୍ମଶ୍ରୀ ଶାନ୍ତି ଦେବୀ । ୮୮ ବର୍ଷ ବୟସରେ ଶାନ୍ତି ଦେବୀଙ୍କ ପରଲୋକ ହୋଇଛି। ରାୟଗଡ଼ା ଗୁଣୁପୁର ସ୍ଥିତ ବାସଭବନରେ ଗତକାଲି ରାତିରେ ସେ ଆଖିବୁଜିଛନ୍ତି। ଗତକାଲି ବିଳମ୍ବିତ ରାତିରେ ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ଚେତାଶୂନ୍ୟ ହୋଇପଡିଥିଲେ।…
Read More...

ସାମାନ୍ୟ କମିଲା ଦୈନିକ ସଂକ୍ରମଣ

ଭୁବନେଶ୍ବର: ସାରା ଦେଶରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଏଥିରେ କିଛିଟା ଆଶ୍ୱସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୨ଲକ୍ଷ ୫୮ ହଜାରରୁ ଅଧିକମାମଲା ସାମନାକୁ ଆସିଛି। ଗତକାଲି ଅପେକ୍ଷା ଆଜି ୧୩ ହଜାର ୧୧୩ ନୂଆ ମାମଲା କମ ଆସିଛି। ତେବେ ଏବେ ଦେଶରେ ୧୬ ଲକ୍ଷରୁ ଅଧିକ ସକ୍ରିୟ ସଂକ୍ରମିତଙ୍କ…
Read More...

କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍‌ଜୁ ମହାରାଜଙ୍କ ପରଲୋକ

ନୂଆଦିଲ୍ଲୀ: ପରଲୋକରେ ବିଶିଷ୍ଟ କଥକ ନୃତ୍ୟଗୁରୁ ପଣ୍ଡିତ ବିରଜୁ ମହାରାଜ। ୮୩ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି। ଦିଲ୍ଲୀ ସ୍ଥିତ ବାସଭବନରେ ସେ ଆଖି ବୁଜିଛନ୍ତି। ସୂଚନା ଅନୁସାରେ, ପଣ୍ଡିତ ବିରଜୁ ମହାରାଜ ରବିବାର ରାତିରେ ଦିଲ୍ଲୀ ସ୍ଥିତ ବାସଭବନରେ ନିଜ ନାତି ସହ…
Read More...

ସୁନା ଚୋରିର ସତ

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କରୁ କେମିତି ହୋଇଥିଲା ସୁନା ଚୋରି । ଏବଂ କିଏ କରିଥିଲା ଚୋରି । ସାମନାକୁ ଆସିଛି ସତ । ଚୋର ଆଉ କେହି ନୁହେଁନ୍ତି, ହେଉଛନ୍ତି ସେହି ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀ । ତେବେ କର୍ମଚାରୀଙ୍କ ଜଣ କିପରି ସୁନା ଚୋରି କରିଥିଲେ, ଏବଂ ପୁଲିସ କିଭଳି ସୁନା…
Read More...

ସମୁଦ୍ର ମଝିରେ ଆଗ୍ନେୟଗିରି ଉଦଗୀରଣ

ପ୍ରଶାନ୍ତ ମହାସାଗରରେ ଟୋଙ୍ଗା ନିକଟରେ ସମୂଦ୍ର ମଧ୍ୟରେ ଜ୍ୱାଳାମୁଖୀ ବିସ୍ଫୋରଣ ହୋଇଛି । ଲାଭା ଉଦଗୀରଣ ଯୋଗୁଁ ଟୋଙ୍ଗା ଦେଶରେ ଭୟଙ୍କର ସୁନାମୀ ଆସିଛି । ଜଳ ମାଡିଆସିବାରୁ ସମୁଦ୍ରକୂଳିଆ ଲୋକ ନିରାପଦ ସ୍ଥାନକ ଉଚ୍ଚ ସ୍ଥାନକୁ ଦୌଡି ପଳାଇଥିଲେ । ହାୱାଇ ଦ୍ୱୀପ ସ୍ଥିତ ‘ପେସିଫିକ୍ ସୁନାମୀ…
Read More...

ପଦ ଛାଡିଲେ ବିରାଟ, ଗାଙ୍ଗୁଲି ରଖିଲେ ମତ

ଭାରତୀୟ ଦଳର ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗଲି ଟୁଇଟ କରି କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିରାଟଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ବିସିସିଆଇ ତାଙ୍କର ଏହି…
Read More...

ଦେଶର ୨୪ ଘଣ୍ଟାର କରୋନା ଗ୍ରାଫ

ଦେଶରେ କରୋନା ସ୍ଥିତି ଧିରେ ଧିରେ ଅଣାୟତ୍ତ ହେବାରେ ଲାଗିଛି । ଏହା ସହ ଓମିକ୍ରନ ଭ୍ୟାରିଆଣ୍ଟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ପ୍ରତିଦିନ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୧ ହଜାର ୨୦୨ ନୂଆ ମାମଲା ସାମନାକୁ ଆସିଛି । ଗତକାଲି ଅପେକ୍ଷା ଆଜି ୨ହଜାର ୩୬୯ ଅଧିକ ମାମଲା ଆସିଛି…
Read More...