କିଟ୍କାଟ୍ରେ ପ୍ରଭୁ ଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ
କିଟ୍କାଟ୍ ଚକୋଲେଟ ଜରି ଉପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋକୁ ନେଇ ବିବାଦ ପରେ କ୍ଷମା ମାଗିଲା ନେସଲେ କମ୍ପାନୀ । ଖୁବ ଶୀଘ୍ର ମାର୍କେଟରେ ଭଗବାନଙ୍କ ଫଟୋ ଲାଗିଥିବା ଚକୋଲେଟ ଜରି ବନ୍ଦ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ ହୋଇଥିବାରୁ!-->…
Read More...
Read More...