ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଅଗଷ୍ଟ ପହିଲାରେ ‘ନିଟ୍’

ନୂଆଦିଲ୍ଲୀ: ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଅଗଷ୍ଟ ପହିଲାରେ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ଏନ୍‌ଟିଏ ଶୁକ୍ରବାରଘୋଷଣା କରିଛି। ପ୍ରତ୍ୟେକ୍ଷ ଭାବେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ଓ ଏଥର ଇଂରାଜି ସମେତ ୧୧ଟି ଭାଷାରେ ଏହି ପରୀକ୍ଷା କରାଯିବ। ସରକାର ପୂର୍ବରୁ
Read More...

ସୁରକ୍ଷିତ ରକ୍ତ ପରୀକ୍ଷା: ଆଗରେ ସମ୍

ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ସ୍ୱାସ୍ଥ୍ୟ ଅନୁଷ୍ଠାନ ଭାବେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍‌ ହସ୍ପିଟାଲ୍‌ର ପୋଷ୍ଟ ଗ୍ରାଜୁଏଟ୍ ଡିପାର୍ଟମେଣ୍ଟ ଅଫ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ରେ ସୁରକ୍ଷିତ ରକ୍ତ ଅର୍ନ୍ତକ୍ଷେପଣ ନିମନ୍ତେ ଆଇଡି- ନାଟ୍ ବ୍ଲଡ୍ ସ୍କ୍ରିନିଂ
Read More...

କହ୍ନେୟାଙ୍କ ରାସ୍ତାରେ ଆୟେଶ

ସିପିଏମ୍ ପ୍ରାର୍ଥୀ ହେବେ, ଜାମୁରିଆ ବିଧାନସଭା ଆସନରୁ ଲଢ଼ିବେଜେଏନ୍‌ୟୁ କ୍ୟାମ୍ପସରୁ ସିଧା ଯିବେ ପଶ୍ଚିମବଙ୍ଗ ବିଧାନସଭା ମଇଦାନ ନୂଆଦିଲ୍ଲା: କହ୍ନେୟା କୁମାରଙ୍କ ପରେ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ) କ୍ୟାମ୍ପସରୁ ଆଉ ଜଣେ ପ୍ରତ୍ୟେକ୍ଷ ନିର୍ବାଚନକୁ ଢଳିଛନ୍ତି।
Read More...

କଣ ହେଇଛି ମମତା ଦିଦିଙ୍କର?

ସବୁ ଦଳର ନେତାଙ୍କ ପ୍ରତିକ୍ରିୟା, ପଶ୍ଚିମବଙ୍ଗରେ ତୀବ୍ର ପ୍ରତିକ୍ରିୟା କୋଲକାତା: ବୁଧବାର ନନ୍ଦିଗ୍ରାମରେ ଆକ୍ରମଣ ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାମ ଗୋଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଡାହାଣ କାନ୍ଧ, ବାହୁ ଏବଂ ବେକରେ ମଧ୍ୟ ଆଘାତ ଲାଗିଥିବା
Read More...

ଓଡ଼ିଶା ବିଜେପିକୁ ସମୀର ନେଉଛନ୍ତି କୁଆଡ଼େ?

ସବୁ ଜିଲ୍ଲାରେ ସକ୍ରିୟ ହୋଇପାରୁନି ଦଳ, ଅଧା ନେତା ନିଷ୍କ୍ରିୟପ୍ରସଙ୍ଗ ଯେଭଳି ଅବୁଝା, କାର୍ଯ୍ୟକ୍ରମ ସେମିତି ଅଧପନ୍ତରିଆମୁଣ୍ଡ ଉପରେ ପଞ୍ଚାୟତ ଓ ପୌର ନିର୍ବାଚନ, ତଥାପି ହେଜୁନାହାନ୍ତିକର୍ମୀଙ୍କୁ ଅସ୍ପଷ୍ଟ ସଙ୍କେତ ଗଲେ, ସ୍ପଷ୍ଟ ମତ ମିଳିବା କାଠିକର ପାଠ ଭୁବନେଶ୍ବର: ଗତବର୍ଷ
Read More...

କାହିଁକି ନବୀନଙ୍କୁ ଟକ୍କର ଦେଇପାରୁନାହାନ୍ତି ଧର୍ମେନ୍ଦ୍ର?

ଆସନ୍ତାକାଲି ଅନ୍ତର୍ଜାତିକ ମହିଳା ଦିବସ: ନବୀନଙ୍କ ସଙ୍କେତକୁ ଅପେକ୍ଷା କରିଛନ୍ତି ମହିଳାମହିଳା ଭୋଟ ବ୍ୟାଙ୍କ ସୃଷ୍ଟି କରିପାରୁନି ବିଜେପି, ଠୋସ୍ ରଣନୀତି ବି ନାହିଁଅପରାଜିତା ଫେଲ:, ନିଜ ପତିଆରା ବଢାଉଛନ୍ତି , ବିଜେପି କାମରେ ଆସୁନାହାନ୍ତିମୋଦୀଙ୍କ ଠାର ଦେଖି ନବୀନ ଦେଲେଣି ହୁଂକାର,
Read More...

ଏବେ ଘର ପାଖେ ସବୁ ସୁବିଧା

ଲୋକାର୍ପିତ ହେଲା ୩୦୦୦ ମୋ ସେବା କେନ୍ଦ୍ର ଓ ଓଡ଼ିଶା ଅନ୍ ଲାଇନ୍ ପୋର୍ଟାଲଘରପାଖରେ ଲୋକଙ୍କୁ ସେବା ଯୋଗାଇବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ସେବା ଓ ସମ୍ମାନ ସରକାରଙ୍କର ମୁଳମନ୍ତ୍ର, ସବୁ ପଞ୍ଚାୟତରେ ଖୋଲିବ ମୋ ସେବା କେନ୍ଦ୍ର୮୦୦୦ ଯୁବକ ଯୁବତୀଙ୍କପାଇଁ ଆତ୍ମ ନିଯୁକ୍ତି ସୁଯୋଗ:
Read More...

ବର୍ଷକରେ କେତେ ଓ କିଭଳି ବଢି଼ଛି ନବୀନଙ୍କ ବିଜେଡି?

ମାର୍ଚ୍ଚ ୫, ୨୦୨୦ରେ ସଂଗଠନ ସଂପାଦକ ଦାୟିତ୍ବ ନେଇଥିଲେ ବବି ଦାସଯୁବ ଓ ଛାତ୍ର ସଂଗଠନ ବେଶ୍ ଆଗରେ, ଦ୍ବନ୍ଦ୍ବରେ ଅଛନ୍ତି ବରିଷ୍ଠଧୀରେ ଧୀରେ ନିଷ୍ପ୍ରଭ ହେଉଛନ୍ତି, ଆଗକୁ ବଢୁଛନ୍ତି ନୂଆ ପିଢିର ନେତାବିଜେପି ନୁହେଁ, ମମତାଙ୍କ ତୃଣମୂଳ ଢାଞ୍ଚାରେ ବିଜେଡି ନିଜକୁ ଗଢ଼ୁଛି ଭୁବନେଶ୍ବର:
Read More...

ନୟାଗଡ଼ ସାହିତ୍ୟ ଉତ୍ସବରେ ଏକାଠି ହେଲେ ୫୦୦ ଲେଖକ

ଦଶପଲ୍ଲା, ୭/୨: ସାହିତ୍ୟ ହୃଦୟକୁ ଯୋଡ଼ିଥାଏ, ମଣିଷ ଭିତରେ ମଣିଷପଣିଆ ଭରିଥାଏ । ସାହିତ୍ୟ ବିପ୍ଳବ କରେ, ସାହିତ୍ୟ ହୃଦୟକୁ ତରଳାଇଦିଏ । ସାହିତ୍ୟ ମଣିଷ ଜୀବନରେ ମହୁ ଭରିଦିଏ ବୋଲି କହିଛନ୍ତି କବି ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ।
Read More...

ପୂର୍ବାନୁମାନ ସତ ହେଲା: ବିଜେଡି ସଗଂଠନ ଭାଗ ଭାଗ ହୋଇପାରେ

ଭୁବନେଶ୍ବର: ଗତବର୍ଷ ମେ' ୨ ତାରିଖରେ ଆରଏନ୍ଏ (ରିପୋର୍ଟସ ନ୍ୟୁଜ ଏଜେନ୍ସି) ପୂର୍ବାନୁମାନ କରିଥିଲା ଯେ ବିଜେଡି ମହିଳା ଭୋଟ ବ୍ୟାଙ୍କ ଉପରେ ଚୋଟ ପକାଇବାକୁ ବିଜେପି ସଜବାଜ ଆରମ୍ଭ କରିଦେଇଛି। ଏହା ପଛର ରହସ୍ୟ ଥିଲା,ସେବେ ଗଜପତି ଜିଲ୍ଲାର ଏସ୍‌ଏଚ୍‌ଜି ନେଇ ହଠାତ୍ ପ୍ରଧାନମନ୍ତ୍ରୀଙ୍କ
Read More...