ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Tag

Naveen patnaik

ସ୍ବାମୀନାଥ୍‌ନ କମିଟି ରିପୋର୍ଟ ଲାଗୁ ଯାଏ ଲଢ଼ିବ ଓଡ଼ିଶା

ଭୂମିହୀନ କୃଷକ ପରିବାର ପାଇଲେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତାନବୀନ କହିଲେ, କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା'କୃଷି କ୍ଷେତ୍ରର ସଫଳତା ପଛରେ ରହିଛି ଭୂମିହୀନ ଚାଷୀର ତ୍ୟାଗ' ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ
Read More...

କଡ଼ ଓଲଟାଉଛି ରାଜନୀତି: ପ୍ରଧାନମନ୍ତ୍ରୀ ବନାମ ପାଞ୍ଚ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଂଗ୍ରେସର ଆକ୍ରମଣାତ୍ମକ ଆଭିମୁଖ୍ୟ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ, ତାହା କେନ୍ଦ୍ର ସରକାରଙ୍କୁ ପ୍ରଭାବିତ କରିବା ଅବସ୍ଥାରେ ନାହିଁ। ଭୀଷଣ ଭାବମୂର୍ତି ସଙ୍କଟ ଭିତରେ କଂଗ୍ରେସର ଜାତୀୟ ନେତୃତ୍ବ ଏବେ ଗତି କରୁଛନ୍ତି। କିନ୍ତୁ କେଉଁଠି ନା କେଉଁଠି
Read More...

ଦିନେ ବିଜୁ ବାବୁ କରୁଥିଲେ, ଏବେ ନବୀନ…

ଟିକା କିଣା କ୍ଷେତ୍ରରେ ସବୁ ରାଜ୍ୟ ମଧ୍ୟରେ ସହମତି ପାଇଁ ଅଣ୍ଟାଭିଡ଼ିଲେ ଚିଠି ଲେଖି ଜଣାଇଲେ ପରସ୍ପର ବିରୋଧରେ ଲଢିବା ପରିବର୍ତ୍ତେ ଏକାଠି ହୁଅଲୋକଙ୍କ ଜୀବନ ଗୁରୁତ୍ବପୂର୍ଣ୍ଣ, ସ୍ବାଧୀନତା ସଂଗ୍ରାମ ପରେ ବଡ଼ ଚ୍ଯାଲେଞ୍ଜତୃତୀୟ ଲହର ପୂର୍ବରୁ ସମସ୍ତଙ୍କ ଟିକାକରଣ ନ ହେଲେ କେହି ସୁରକ୍ଷିତ
Read More...