ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର
Browsing Tag

odia news

ନବୀନଙ୍କ ଫୋକସ୍‌ରେ ସତ୍ୟବାଦୀ, ଗୋପବନ୍ଧୁ

ଭୁବନେଶ୍ବର: ପୁରୀ ପରେ ସତ୍ୟବାଦୀ ଓ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠର ବିକାଶ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି କ୍ରମରେ ଆଜି ଐତିହ୍ୟ କ୍ୟାବିନେଟ ନୀତିର ସମୀକ୍ଷା କରିବା ବେଳେ ମୁଖ୍ୟଶାସନ ସଚିବ ତନାଘନା କରିଥିଲେ। ଓଡିଆ ଭାଷା ଓ ସଂସ୍କୃତିର…
Read More...

ସ୍ମାର୍ଟସିଟି ବାବୁ, ଆର୍‌କେଡି ସରକାରରେ କାହାର ସଂପର୍କୀୟ ଲାଗନ୍ତି କି?

ଜନପଥ ସ୍ମାର୍ଟ କରିବାକୁ କରିତକର୍ମା ବାବୁ ଆଉ କେତେ ସମୟ ନେବେ?ଦିନ ପରେ ଦିନ ଗଡୁଛି, ଲୋକମାନଙ୍କର ଦୁର୍ଦଶା ବଢୁଛି, ନାକେଦମ ୪ବର୍ଷ ଲାଗିଗଲାଣି, ୫.୮ କିମି ରାସ୍ତା କାମ ଶେଷ ହୋଇପାରୁନାହିଁମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ୫ଟି ସଚିବ ସମସ୍ତେ ଚୁପ୍କାହା ଆଖିକୁ ନଜର…
Read More...

ଶନିବାର ଜାଣନ୍ତୁ, ମାଆ କାଳୀଙ୍କ ସଂପର୍କରେ ଏମିତି କିଛି କଥା

କାଳୀଂ କରାଳବଦନାଂ ମୁଣ୍ଡମାଳାବିଶୋଭିତାମ୍।ଲୋଳଜିହ୍ବାଂ ତ୍ରିନେତ୍ରାଙ୍ଗାଖଡ୍ଗପାତ୍ରଧରାନନାମ୍।।ଗୂହ୍ୟାଦ୍ ଗୂହ୍ୟତମାଂ ଦେବୀଂ ସର୍ବସିଦ୍ଧି ପ୍ରଦାୟିନୀମ୍।ଗୂହ୍ୟଚକ୍ରେଶ୍ବରୀଂ ବନ୍ଦେ କାଳିକାଂ କାଳମାତୃକାମ୍ ଭୁବନେଶ୍ୱର: ଓଡ଼ିଶାର କୋଣ ଅନୁକୋଣରେ ଅନେକ ଶାକ୍ତ ପୀଠ ରହିଛି,…
Read More...

ପୁରୀରେ କେଉଁଠି ରହିଲା, କେଉଁଠାରୁ ହଟିଲା କର୍ଫ୍ୟୁ

୧୨ ଘଣ୍ଚା ପୂର୍ବରୁ ହଟିଲା, କିଛି ଅଞ୍ଚଳରେ ୧୪ ତାରିଖ ସକାଳ ଯାଏ ରହିବ ପୁରୀ: ଗତକାଲି ଶାନ୍ତିଶୃଙ୍ଖଳାର ସହିତ ରଥଯାତ୍ରା ସମାପନ ପରେ ପୁରୀରୁ କର୍ଫ୍ୟୁ ହଟାଇଲା ଜିଲ୍ଲା ପ୍ରଶାସନ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ରଥଯାତ୍ରା ନିମନ୍ତେ ଆଜି ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପୂର୍ବରୁ…
Read More...

ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ

ପୁରୀରେ ସାମାନ୍ୟ କୋହଳ ହେଲା କର୍ଫ୍ୟୁ ପୁରୀ: ଶରଧାବାଲିରେ ତିନି ରଥ। ମହାମାରୀ କଟକଣା ଓ କର୍ଫ୍ୟୁ ଭିତରେ ବିନା ଭକ୍ତରେ ତିନି ରଥ ଶରଧା ବାଲିରେ ନିର୍ଦିଷ୍ଟ ସମୟ ପୂର୍ବରୁ ପହଞ୍ଚିଥିଲେ ମହାପ୍ରଭୁ। ଆଜି ଜନ୍ମବେଦୀକୁ ବିଜେ କରିବେ ମହାପ୍ରଭୁ। ଆଡପମଣ୍ଡପ ବିଜେ ପାଇଁ ଆରମ୍ଭ ହୋଇଯାଇଛି…
Read More...

ଭାଗ ଭାଗ ହୋଇଯିବ କି ପ୍ରଶାସନ, ଅମଲା?

ଭୁବନେଶ୍ବର କ୍ଲବକୁ ନେଇ ଉଷ୍ମତା ବଢ଼ିବାରେ ଲାଗିଲାଣିବିଜୟ ଓ ଅସିତଙ୍କ ପ୍ରାର୍ଥିତ୍ବକୁ ନେଇ ସବୁଠାରେ କମ୍ପନମୁଖ୍ୟମନ୍ତ୍ରୀ ଜାଣିଲେଣି ନା ନାହିଁ, କଣ ହେବାକୁ ଯାଉଛି ଭୁବନେଶ୍ବର: ଓଡ଼ିଶାରେ ଆଇଏଏସ୍ ଅଫିସର ଏବେ ଦୁଇଭାଗ। କିଛି ପ୍ରାଶାସନିକ ଅଧିକାରୀ, ବ୍ୟବସାୟୀ, କର୍ପୋରେଟ୍ ସଂସ୍ଥାର…
Read More...

ପ୍ରତ୍ୟକ୍ଷ ଭଗବାନ ହେଉଛନ୍ତି ସୂର୍ଯ୍ୟଦେବତା

ଗ୍ରହ, ନକ୍ଷତ୍ର ନିର୍ବିଶେଷରେ ରବିବାର ସମସ୍ତଙ୍କୁ ଆମିଷ ଭକ୍ଷଣ ମନା ନମଃ କମଳରୂପାୟ ନମଃ କମଳଧାରିଣେ।ନମଃ କମଳଯନ୍ତ୍ରାୟ ପଦ୍ମବଲ୍ଲଭ! ତେ ନମଃ।।
Read More...

ମହାପ୍ରଭୁଙ୍କ ପାଇଁ ସମସ୍ତେ ପ୍ରସ୍ତୁତ

ଶ୍ରୀକ୍ଷେତ୍ରରେ ହେବ ପୁଲିସ ଛାଉଣୀ, ବରିଷ୍ଠ ପୁଲିସ ଅଧିକାରୀ କଲେ ସମୀକ୍ଷାଆଜିଠାରୁ ହୋଟେଲ୍ ଛାଡି଼ିବେ, ଆସନ୍ତାକାଲିଠାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗିବ ପୁରୀ: ଦିନକ ପରେ ମହାପ୍ରଭୁଙ୍କ ରଥଯାତ୍ରା। ଦେଉଳ ଭିତରୁ ବାହାରିବେ ପରଂବ୍ରହ୍ମ। ଏକାକାର ହେବେ ରଥ, ପଥ ଜଗନ୍ନାଥ। ଏଥିପାଇଁ…
Read More...

ଆଜି ଶନିବାର: ମାଆ ଦକ୍ଷିଣକାଳୀଙ୍କୁ ଦର୍ଶନ କରନ୍ତୁ

କାଳୀଂ କରାଳବଦନାଂ ମୁଣ୍ଡମାଳାବିଶୋଭିତାମ୍।ଲୋଳଜିହ୍ବାଂ ତ୍ରିନେତ୍ରାଙ୍ଗାଖଡ୍‌ଗପାତ୍ରଧରାନନାମ୍।।ଗୂହ୍ୟାଦ୍ ଗୂହ୍ୟତମାଂ ଦେବୀଂ ସର୍ବସିଦ୍ଧି ପ୍ରଦାୟିନୀମ୍।ଗୂହ୍ୟଚକ୍ରେଶ୍ବରୀଂ ବନ୍ଦେ କାଳିକାଂ କାଳମାତୃକାମ୍।।
Read More...

ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ବର: ମହାମାରୀ ସମୟରେ କେହି ରହିବେନି ଭୋକିଲା । ଦୂର ହେବ ପେଟ ଚିନ୍ତା । କରୋନା କାଳରେ ଆର୍ଥିକ ସ୍ଥିତି ସୁଦୃଢ କରିବେ ସରକାର । ମନରେଗା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି ।…
Read More...