ପ୍ରମୁଖ ଖବର

ବିଜେପି ଛାଡି ବିଜେଡିରେ ସାମିଲ ହେଲେ ରମାରଞ୍ଜନ ବଳିୟାର ସିଂ
୨୦ତାରିଖ ଭୋଟ୍ ପାଇଁ ଗଞ୍ଜାମରେ ମୁତୟନ ହେଲେ ୨୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ
Browsing Tag

odisha covid report

କୋହଳ କରି ବିପଦ ବଢ଼ାଇଲେ

ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ, ସିଂହଭାଗ ସଂକ୍ରମିତ ଏହି ଅଞ୍ଚଳରସରକାରଙ୍କ ନାକ ନିଶ ତଳେ ଖୋଲାଖୋଲି ଚାଲିଛି ଆଇନ ଉଲ୍ଲଂଘନଭୁବନେଶ୍ବରରେ ସମସ୍ତେ ବେଫିକର, ସହରବଜାର ସ୍ବାଭାବିକ, ଖଟି ବି ଚାଲିଛିଲକ୍‌ଡାଉନ ନିର୍ଦେଶ ଶୁଣାଇ ଦେଇ ଦାୟିତ୍ବ ଝାଡି ଦେଉଛନ୍ତି ମୁଖ୍ୟ ସଚିବ ପ୍ରଶାସନିକ…
Read More...

କୋଭିଡ୍ ମୃତ୍ୟୁ ନେଇ ଆସିଲା ସରକାରଙ୍କ ସ୍ପଷ୍ଟୀକରଣ

ଘୋଷଣା କରାଯାଉଥିବା ମୃତ୍ୟୁ ରିୟଲ ଟାଇମ୍ ତଥ୍ୟ ଉପରେ ନୁହେଁ: ସିବିକେସରକାର କୌଣସି କୋଭିଡ୍ ମୃତ୍ୟୁ ଜନିତ ତଥ୍ୟ ଲୁଚାଇନାହାନ୍ତି କହିଲେ ଡିଏମ୍‌ଇଟିହେଲେ ଅଣ କୋଭିଡ୍ ମୃତ୍ୟୁ ରିପୋର୍ଟ ନ ଦେବା ଫଳରେ ଲୋକଙ୍କ ସନ୍ଦେହ ବଢ଼ିଲାବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶାର ପ୍ରଦର୍ଶନ ନେଇ ସବୁଠି…
Read More...

ଚିନ୍ତା ବଢ଼ାଇଲାଣି ଟ୍ବିନ୍ ସିଟି

ଆଜି ବି ମୃତ୍ୟୁ ସଂଖ୍ୟା ୫୦ ଉପରେ, ବୁଲୁଛନ୍ତି କେନ୍ଦ୍ରୀୟ ଟିମ୍ ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ଗତ ଦୁଇ ଦିନ ହେବ ୪ ପ୍ରତିଶତ ତଳକୁ ଖସିଛି। ଆଜି (ଗତ ୨୪ ଘଣ୍ଟା ରିପୋର୍ଟ ଆଧାରରେ) ସଂକ୍ରମଣ ହାର ରହିଛି ୩.୯୩%। ଦିନକରେ ୨୫ ଶହ ତଳକୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ…
Read More...

କମୁଛି ସଂକ୍ରମଣ,ବଢୁଛି ମୃତ୍ୟୁ

ଡାନ୍‌ଙ୍କ ନେତୃତ୍ବରେ ଆଜି ଅନୁଧ୍ୟାନ ପାଇଁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ଗତ ୧୫ଦିନରେ ଦୁଇ ଥର ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସିଛି ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତରୁ ତଳକୁ ଖସୁଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢିଚାଲିଛି। ଆଜି ସାମ୍ନାକୁ ଆସିଥିବା ଦୈନିକ…
Read More...

ଭୟ ଭିତରେ ଆସିଲା ଭଲ ଖବର

ତୃତୀୟ ଲହରକୁ ନେଇ କାନପୁର ଆଇଆଇଟିର ଆକଳନ: ପଡିବନି ବଡ଼ ପ୍ରଭାବ! ଭୁବନେଶ୍ବର: କରୋନାର ଦ୍ୱିତୀୟ ଲହରର ପ୍ରଭାବ ଏଯାଏ ଯାଇନଥିବା ବେଳେ ତୃତୀୟ ଲହରକୁ ନେଇ ଲୋକଙ୍କ ଭିତରେ ଭୟ ଘାରିଛି। ତୃତୀୟ ଲହର କେବେ ଆସିବ ଓ ଏହା କେତେ ଭୟଙ୍କର ହେବ ଏନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ଆକଳନ…
Read More...

ଚିନ୍ତା ବଢ଼ାଇଲାଣି ତିନି ଜିଲ୍ଲାର ସଂକ୍ରମଣ

୧୦ ଜିଲ୍ଲାରେ ଅଧିକ ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ କଟକରୁ ସର୍ବାଧିକ କୋଭିଡ୍ ରୋଗୀ ଚିହ୍ନଟଲକ୍ ଡାଉନ୍ କଟକଣା ସତ୍ତ୍ବେ ସୁଧାର ଆସୁନି, ରାଜ୍ୟରେ ସଂକ୍ରମଣ ହାର ୪ ପ୍ରତିଶତକୁ ଖସିଲା ଭୁବନେଶ୍ବର: ୧୦ ଜିଲ୍ଲାରେ ଅଧିକ ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମଣ ହାର ୪ ପ୍ରତିଶତକୁ ଖସି…
Read More...

ଲୋକଙ୍କୁ କୋଭିଡ୍ ମୁହଁକୁ ଠେଲିଦେବାକୁ ଭୀଷଣ ଷଡ଼୍‌ଯନ୍ତ୍ର

ଲକ୍‌ଡାଇନ୍ ପ୍ରକ୍ରିୟା ଜାରି ରହିଛି, ଅନ୍‌ଲକ୍ ସଂପର୍କରେ ସୂଚନା ଦେବା ପାଇଁ ତରତର ହେଲେଣି ସ୍ବାସ୍ଥ୍ୟ ବିଭାଗ ଓ ସରକାରୀ ବାବୁଗଣମାଧ୍ୟମରେ କୌଣସି ବିଶେଷଜ୍ଞଙ୍କର କାହା ସହିତ ତାଳମେଳ ନାହିଁ, ସରକାର କାହା ସ୍ବାର୍ଥ ପୂରଣ କରିବାକୁ ନିରବ ଅଛନ୍ତି?ଟିକା ପ୍ରଦାନ ନଗଣ୍ୟ, ଏବେ ବି ସଂକ୍ରମଣ…
Read More...