ପ୍ରମୁଖ ଖବର

ବର୍ଷକୁ ୨ ଥର ହେବ ସିବିଏସଇ ଦଶମ ପରୀକ୍ଷା
ଡାଇରିଆ କଟକଣା ପରେ ଆଜିଠୁ ଯାଜପୁରରେ ଖୋଲିଲା ସ୍କୁଲ
ରାଜସ୍ୱ ସେବା ପାଇଁ ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ବାହାଘର ଦିନକ ପୂର୍ବରୁ ଦୁର୍ଘଟଣାରେ ଚାଲିଗଲା ବରର ଜୀବନ
ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ
ବାସହୀନଙ୍କୁ ଚିହ୍ନଟ କରିବାକୁ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଲଞ୍ଚ ହେଲା ଆକ୍ସିଅମ-୪: ମହାକାଶ ଅଭିମୁଖେ ଶୁଭାଂଶୁ
Browsing Tag

odisha govt

ଓଡ଼ିଶାରେ ବେଦାନ୍ତ ଅଛି, କିନ୍ତୁ ବିଶ୍ବବିଦ୍ୟାଳୟ?

ସ୍ବପ୍ନରେ ରହିଗଲା ପୁରୀରେ ବିଶ୍ବସ୍ତରୀୟ ବେଦାନ୍ତ ବିଶ୍ବବିଦ୍ୟାଳୟଏମଓୟୁ ହେଲା, ବିଧାନସଭାରେ ବିଲ୍ ଅନୁମୋଦନ ବିରାଜ୍ୟପାଳ ଦସ୍ତଖତ କଲେନି, ବିଲ୍ ରଖିଦେଲେ; ଫେରାଇନାହାନ୍ତି କୋର୍ଟରେ ଝୁଲୁଛି ମାମଲା, ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ସ୍ଥିତି ସଙ୍ଗିନ୍ମହାପ୍ରଭୁଙ୍କର ଅମୃତ ମଣୋହୀ ଜମି କାହା
Read More...

ମନ୍ତ୍ରୀଙ୍କର ଆଗ୍ରହ ନାହିଁ; ଅଫିସର ବଦଳିଲେ ବୋଲି ନିଷ୍ପତ୍ତି ବି ବଦଳିଗଲା!

ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ ହିଁ ଜିଆଇ ଟ୍ୟାଗ୍ ଅଡୁଆ, ସ୍ବତନ୍ତ୍ର ସେଲ୍ ରହିଛି, ବଜେଟ୍ ନାହିଁରସଗୋଲା କ୍ଲଷ୍ଟର, ହବ୍ ପ୍ରତିଶ୍ରୁତି ସବୁ ଭୁଲିଗଲେ, ଫାଇଲରେ ରହିଲା ଛେନାଝିଲ୍ଲୀ କମିଟି ରିପୋର୍ଟ ଛେନାପୋଡ଼, ତାରକସୀ ଉପରେ ବଙ୍ଗଳା ଆଖି, ରସାବଳୀ ପାଇଁ କେନ୍ଦ୍ରାପଡ଼ାରେ
Read More...

କିଏ ହେବେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ସୂଚନା କମିସନର

ଅଗଷ୍ଟ ୧୫ରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛିଜୁଲାଇ ୩୧ ତାରିଖ ସୁଦ୍ଧା କରିବାକୁ ହେବ ଆବେଦନ, ଡିସିଙ୍କ ଅଧ୍ୟକ୍ଷତାରେ କମିଟିପୁଲିସ ଡିଜି ଅଭୟ, ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନ
Read More...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି

ରାଜ୍ୟ କାର୍ଯ୍ୟକାରିଣୀରେ କୋଭିଡ୍ ମୁକାବିଲା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା ଦଳମନରେଗା ଠାରୁ ଆରମ୍ଭ କରି ଚାଷୀ ସମସ୍ୟା, ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଅସନ୍ତୋଷ ଝାଡି଼ଲେରାଜ୍ୟ ବିରୋଧରେ ଏକାଧିକ ନିନ୍ଦା ପ୍ରସ୍ତାବ ଆଣି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଲାଧର୍ମେନ୍ଦ୍ର
Read More...

କାହିଁକି ସଂଜୟ ଦାସବର୍ମାଙ୍କ ପାଖରେ ଅଟକିଗଲା

ଅଧାପନ୍ତରିଆ ରହିଗଲା ରାଜ୍ୟ ଯୋଜନା ବୋର୍ଡଉପାଧ୍ୟକ୍ଷ ନିଯୁକ୍ତି ପାଇଲେ, ସଦସ୍ୟ ନାହାନ୍ତି ଭୁବନେଶ୍ବର: ପ୍ରଥମ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇ ଯୋଜନା ଆୟୋଗ ଭାଙ୍ଗି ନିତି ଆୟୋଗ ଗଠନ କରିଛନ୍ତି। ଏବେ ସବୁ କ୍ଷେତ୍ରରେ ନିତି ଆୟୋଗ କେନ୍ଦ୍ର
Read More...

ଅକଳରେ ପକାଇଦେଇଛନ୍ତି ଆଇଏଏସ୍ ବାବୁ

୪ ଅଫିସରଙ୍କ ନିଯୁକ୍ତିରେ ବିଳମ୍ବ ଆଇଏଏସ୍‌ ଅଦଳବଦଳକୁ ପ୍ରଭାବିତ କଲେଣିଜଣେ ଜଣେ ଅଧିକାରୀଙ୍କ ହାତରେ ଏକାଧିକ ବିଭାଗ, କାହା ସହ କାହାର ତାଳମେଳ ନାହିଁବିହାରରୁ ଡେପୁଟେସନରୁ ଫେରି ମନୀଷ ପୁଣି ୪ମାସ ପାଇଁ ଗଲେ ଛୁଟିରେସଂଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଗଲେ ଅନୁ ଗର୍ଗ ଏସିଏସ୍‌
Read More...