ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ
Browsing Tag

odisha govt

ଓଡ଼ିଶାରେ ବେଦାନ୍ତ ଅଛି, କିନ୍ତୁ ବିଶ୍ବବିଦ୍ୟାଳୟ?

ସ୍ବପ୍ନରେ ରହିଗଲା ପୁରୀରେ ବିଶ୍ବସ୍ତରୀୟ ବେଦାନ୍ତ ବିଶ୍ବବିଦ୍ୟାଳୟଏମଓୟୁ ହେଲା, ବିଧାନସଭାରେ ବିଲ୍ ଅନୁମୋଦନ ବିରାଜ୍ୟପାଳ ଦସ୍ତଖତ କଲେନି, ବିଲ୍ ରଖିଦେଲେ; ଫେରାଇନାହାନ୍ତି କୋର୍ଟରେ ଝୁଲୁଛି ମାମଲା, ପ୍ରକଳ୍ପ କ୍ଷତିଗ୍ରସ୍ତଙ୍କ ସ୍ଥିତି ସଙ୍ଗିନ୍ମହାପ୍ରଭୁଙ୍କର ଅମୃତ ମଣୋହୀ ଜମି କାହା…
Read More...

ମନ୍ତ୍ରୀଙ୍କର ଆଗ୍ରହ ନାହିଁ; ଅଫିସର ବଦଳିଲେ ବୋଲି ନିଷ୍ପତ୍ତି ବି ବଦଳିଗଲା!

ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗରେ ହିଁ ଜିଆଇ ଟ୍ୟାଗ୍ ଅଡୁଆ, ସ୍ବତନ୍ତ୍ର ସେଲ୍ ରହିଛି, ବଜେଟ୍ ନାହିଁରସଗୋଲା କ୍ଲଷ୍ଟର, ହବ୍ ପ୍ରତିଶ୍ରୁତି ସବୁ ଭୁଲିଗଲେ, ଫାଇଲରେ ରହିଲା ଛେନାଝିଲ୍ଲୀ କମିଟି ରିପୋର୍ଟ ଛେନାପୋଡ଼, ତାରକସୀ ଉପରେ ବଙ୍ଗଳା ଆଖି, ରସାବଳୀ ପାଇଁ କେନ୍ଦ୍ରାପଡ଼ାରେ…
Read More...

କିଏ ହେବେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ସୂଚନା କମିସନର

ଅଗଷ୍ଟ ୧୫ରେ ରାଜ୍ୟ ମୁଖ୍ୟ ସୂଚନା କମିସନର ସୁନୀଲ ମିଶ୍ରଙ୍କ କାର୍ଯ୍ୟକାଳ ସରୁଛିଜୁଲାଇ ୩୧ ତାରିଖ ସୁଦ୍ଧା କରିବାକୁ ହେବ ଆବେଦନ, ଡିସିଙ୍କ ଅଧ୍ୟକ୍ଷତାରେ କମିଟିପୁଲିସ ଡିଜି ଅଭୟ, ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା ଭୁବନେଶ୍ବର: ରାଜ୍ୟ ମୁଖ୍ୟ ସୂଚନା କମିସନ…
Read More...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜେପି

ରାଜ୍ୟ କାର୍ଯ୍ୟକାରିଣୀରେ କୋଭିଡ୍ ମୁକାବିଲା ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କଲା ଦଳମନରେଗା ଠାରୁ ଆରମ୍ଭ କରି ଚାଷୀ ସମସ୍ୟା, ପ୍ରବାସୀ ଶ୍ରମିକଙ୍କ ପ୍ରସଙ୍ଗରେ ଅସନ୍ତୋଷ ଝାଡି଼ଲେରାଜ୍ୟ ବିରୋଧରେ ଏକାଧିକ ନିନ୍ଦା ପ୍ରସ୍ତାବ ଆଣି ବିଜେପି ରାଜରାସ୍ତାକୁ ଆସିବାକୁ ଧମକ ଦେଲାଧର୍ମେନ୍ଦ୍ର…
Read More...

କାହିଁକି ସଂଜୟ ଦାସବର୍ମାଙ୍କ ପାଖରେ ଅଟକିଗଲା

ଅଧାପନ୍ତରିଆ ରହିଗଲା ରାଜ୍ୟ ଯୋଜନା ବୋର୍ଡଉପାଧ୍ୟକ୍ଷ ନିଯୁକ୍ତି ପାଇଲେ, ସଦସ୍ୟ ନାହାନ୍ତି ଭୁବନେଶ୍ବର: ପ୍ରଥମ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇ ଯୋଜନା ଆୟୋଗ ଭାଙ୍ଗି ନିତି ଆୟୋଗ ଗଠନ କରିଛନ୍ତି। ଏବେ ସବୁ କ୍ଷେତ୍ରରେ ନିତି ଆୟୋଗ କେନ୍ଦ୍ର…
Read More...

ଅକଳରେ ପକାଇଦେଇଛନ୍ତି ଆଇଏଏସ୍ ବାବୁ

୪ ଅଫିସରଙ୍କ ନିଯୁକ୍ତିରେ ବିଳମ୍ବ ଆଇଏଏସ୍‌ ଅଦଳବଦଳକୁ ପ୍ରଭାବିତ କଲେଣିଜଣେ ଜଣେ ଅଧିକାରୀଙ୍କ ହାତରେ ଏକାଧିକ ବିଭାଗ, କାହା ସହ କାହାର ତାଳମେଳ ନାହିଁବିହାରରୁ ଡେପୁଟେସନରୁ ଫେରି ମନୀଷ ପୁଣି ୪ମାସ ପାଇଁ ଗଲେ ଛୁଟିରେସଂଜୀବ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଗଲେ ଅନୁ ଗର୍ଗ ଏସିଏସ୍‌…
Read More...