ଇଏ ଶ୍ରୀମନ୍ଦିରର ଏକ ନିଆରା ସେବା…
ପୁରୀ: ଚକ୍ର ଦିହୁଡିଆ ଓ ଅଣସର ଚୂନା ସେବକ ହେଉଛନ୍ତି ଶୂଦ୍ର ସେବକ। ଏହି ସେବା ବଂଶାନୁକ୍ରମିକ। ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି । ସାବାଳକ ହେଲା ପରେ ସେବା କରିପାରିବେ।
ସାଧାରଣତଃ ପର୍ବପର୍ବାଣୀ ଓ ଯାନିଯାତ୍ରା ମାନଙ୍କରେ ଚକ୍ରାକୃତିରେ ଦିହୁଡି ଧରୁଥିବା ସେବକ ଚକ୍ରଦିହୁଡିଆ ଭାବେ!-->!-->!-->…
Read More...
Read More...