ଵାଶିଂଟନ: ଆସନ୍ତା ନିର୍ବାଚନ ସମୟରେ ଭାରତରେ ବଡ଼ ସାଂପ୍ରଦାୟିକ ହିଂସା ଓ ଆତଙ୍କବାଦୀ ଆକ୍ରମଣ ଘଟିପାରେ । ଆଫଗାନିସ୍ତାନ ମଧ୍ୟ ଏଥିରୁ ମୁକୁଳିପାରିବ ନାହିଁ ।
ଆମେରିକାର ଗୁଇନ୍ଦା ନିର୍ଦେଶକ ଡାନ୍ କୋଟ୍ସ ଓ ସିଆଇଏ ନିର୍ଦେଶକ ଜିନା ହାସ୍ପେଲ୍ ଏଭଳି ଚେତାବନୀ ଦେଇଛନ୍ତି । ଏକ ରିପୋର୍ଟରେ କୁହାଯାଇଛି, ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଏ ନେଇ ପୂରା ଦମରେ ଉଦ୍ୟମ ଚଳାଇଛି । ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟି ସାରିଲେଣି । ସେଠାକାର ସରକାର ଏହାକୁ ନିୟନ୍ତ୍ରଣ କରିବା ବଦଳରେ ପ୍ରୋତ୍ସାହନ ଓ ସମର୍ଥନ ଦେଉଛନ୍ତି । ସେହିଭଳି ଏହି ରିପୋର୍ଟ ଆହୁରି କହୁଛି ଯେ ନରେନ୍ଦ୍ର ମୋଦୀ ସରକାର ଯଦି ଆଗାମୀ ଦିନରେ କେବଳ ହିନ୍ଦୁତ୍ୱ କାର୍ଡ ଖେଳି ନିର୍ବାଚନକୁ ଓହ୍ଲାନ୍ତି, ତେବେ ସାଂପ୍ରଦାୟିକ ହିଂସା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ।
ପ୍ରମୁଖ ଖବର
ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍-ଓଏଏସ୍ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା