ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

୨୦୨୩ କ୍ରିକେଟ୍‍ ବିଶ୍ୱକପ୍‍ ଭାରତରେ

0

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ପୁରୁଷ ବିଶ୍‍କପ୍‍ କ୍ରିକେଟ୍‍ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏମିତି ସମୟରେ ୨୦୨୩ରେ ଭାରତରେ ବିଶ୍ୱକପ୍‍ କ୍ରିକେଟ୍‍ ଖେଳ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା ତାହା ଆପାତତଃ ଟଳି ଯଇଛି । ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ସୂଚନା ଦେଇଛନ୍ତି ଯେ ଭାରତରେ ଏହି ମ୍ୟାଚ ଆୟୋଜନ ପାଇଁ କୌଣସି ବିପଦ ନାହିଁ । କୋକାକୋଲା ସହିତ ୫ ବର୍ଷର ଚୁକ୍ତି କରି ରିଚାର୍ଡସନ୍‍ କହିଥିଲେ,ବିଶ୍ୱ କ୍ରିକେଟ୍‍ରେ ଶୁକ୍‍୍ଳ ଛାଡ କରାଯିବା ଅନେକ ମହତ୍ୱ ରଖେ । କିନ୍ତୁ ଛାଡ ନ ମିଳିଲେ ଯେ ବିଶ୍ୱକପ୍‍ ଖେଳାଯିବ ନାହିଁ, ଏମିତି ନୁହେଁ । ଏବେ ବି ଆଇସିସି ଅପେକ୍ଷା କରିଛି ଶୁଳ୍କ ଛାଡ ହେବ ।
ଉଲ୍ଲେଖଥାଉକି, ଭାରତ ସରକାର ଆଇସିସିକୁ ଶୁଳ୍କ ଛାଡ କରୁନଥିବା ପ୍ରସଙ୍ଗକୁ ନେଇ ବିତର୍କ ମୁଣ୍ଡ ଟେକିଛି । ୨୦୧୬ରେ ଭାରତ ଆଇସିସି ଟ୍ୱେଣ୍ଟି-୨୦ ଆୟୋଜନ କରିିଥିଲା କିନ୍ତୁ ଶୁଳ୍କ ଛାଡ ଲାଗି ମନା କରିଥିଲା । ଫଳରେ ବିସିସିଆଇଠାରୁ ଆଇସିସି ୧୬୧ କୋଟି ଦାବି କରିଥିଲା । ୨୦୨୩ ବିଶ୍ୱକପ୍‍ ଆୟୋଜନ ଭାରତ ହରାଇପାରେ ବୋଲି ଖୋଲା ଧମକ ଦେଇଥିଲା ।

Leave A Reply

Your email address will not be published.