ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଓଡ଼ିଆ ପ୍ରଶ୍ନ ସୋସିଆଲ ମିଡିଆରେ ଭାଇରାଲ୍‍!

0

କୋରାପୁଟ, ନୂଆପଡା, ଢେଙ୍କାନାଳ ଜିଲ୍ଲାରୁ ଆସୁଛିି ଅଭିଯୋଗ
ମନ୍ତ୍ରୀ ମନାକଲେ, ଏମିତି କିଛି ହୋଇନଥିବ

ଭୁବନେଶ୍ୱର: ମାଟ୍ରିକ୍‍ ପରୀକ୍ଷା ଆରମ୍ଭରୁ ଅଘଟଣା ସୂଚନ । ପରୀକ୍ଷା ସରିବା ଆଗରୁ ଓଡ଼ିଆ ପ୍ରଶ୍ନ ପତ୍ର ସୋସିଆଲ ମିଡିଆରେ ଭାଇରାଲ୍‍ ଅଭିଯୋଗ ଉଠିଛି । କୋରାପୁଟ, ନୂଆପଡା, ଢେଙ୍କାନାଳର କାମାକ୍ଷାନଗରରୁ ଏଭଳି ହୋଇଥିବା ସୂଚନା ମିଳୁଛି । ଗଣମାଧ୍ୟମରେ ଏ ସଂପର୍କରେ ଖବର ପ୍ରକାଶ ପରେ ସମଗ୍‍୍ର ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ତେବେ ପରୀକ୍ଷା କେନ୍ଦ୍ର ଭିତରେ ମୋବାଇଲ୍‍ ବାରଣ ହୋଇଥିବାରୁ ଏମିତି ହୋଇନଥିବ ବୋଲି କହି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏଡାଇ ଯାଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଆଜିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି । ପାଖାପାଖି ୫ଲକ୍ଷ ୮୭ ହଜାର ପରୀକ୍ଷାର୍ଥୀ ଏଥିରେ ଭାଗ ନେଇଛନ୍ତି ।

Leave A Reply

Your email address will not be published.