ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ବାତ୍ୟା ପାଇଁ ୮୧ ଟ୍ରେନ୍‍ ବାତିଲ୍‍

0

ଭୁବନେଶ୍ୱର: ବାତ୍ୟା ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ଆଜି ପ୍ରଥମ ପର୍ଯ୍ୟାୟରେ ୮୧ଟି ଟ୍ରେନ୍‍ ବାତିଲ କରିଛି । ଆଜି ପୂର୍ବତଟ ରେଳପଥ କର୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଭଦ୍ରକ-ବିଜୟନଗରମ୍‍ ମଧ୍ୟରେ ଗୁରୁବାର ସନ୍ଧ୍ୟାରୁ ଟ୍ରେନ୍‍ ଚଳାଚଳ ବନ୍ଦରହିବ । ଇଷ୍ଟକୋଷ୍ଟ ଏµପ୍ରେସ ଓ କରମଣ୍ଡଳ ଏµପ୍ରେସ୍‍ ୨ ତାରିଖରେ ହାଓଡାରୁ ଛାଡିବ ନାହିଁ । ପୁରୀ ଭୁବନେଶ୍ୱର ଦେଇ ଯାଉଥିବା ସମସ୍ତ ଟ୍ରେନ୍‍ ବାତିଲ୍‍ହୋଇଛି । ୨ରୁ ହାଓଡାରୁ ପୁରୀକୁ ସମସ୍ତ ଟ୍ରେନ୍‍ ମଧ୍ୟ ବାତିଲ୍‍ । ୩ ତାରିଖରେ ମଧ୍ୟ ପୁରୀ ଓ ଭୁବନେଶ୍ୱରକୁ ଆସୁଥିବା ଟ୍ରେନ୍‍ ବାତିଲ୍‍ କରାଯାଇଛି । ବାଙ୍ଗାଲୋର, ଚେନ୍ନାଇ, ସିକନ୍ଦରାବାଦକୁ କୌଣସି ଟ୍ରେନ୍‍ ଚାଲିିବ ନାହିଁ ।

Leave A Reply

Your email address will not be published.