ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ରୂପ ନେଇ ପୁରୀ ଆଡକୁ ବାତ୍ୟା ଫନି ମାଡି ଆସୁଥିବା ବେଳେ ଆଜି ଶ୍ରୀମନ୍ଦିରରୁ ନୀଳଚକ୍ରରୁ ବାନା ଉଡିଯିବା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଏହାକୁ ଅଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀ ଓ ଶ୍ରୀଜଗନ୍ନାଥ ପ୍ରେମୀ ବିଚାର କରୁଛନ୍ତି ।
ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନୀଳଚକ୍ର ପ୍ରତି ବିପଦ ଥିବା କଥା କହି ମାତ୍ର ୫ହାତର ବାନା ବାନ୍ଧିବା ଲାଗି ନିର୍ଦେଶ ଦେଇଥିଲା । ହେଲେ ସାମାନ୍ୟ ପବନ ବହିବା ଆଜି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରୁ ବାନା ଉଡିଯିବା ବଡ଼ ବିପର୍ଯ୍ୟୟ ସଂପର୍କରେ ସୂଚନା ଦେଉଥିବା ଶ୍ରୀଜଗନ୍ନାଥ ଗବେଷକମାନେ ମତ ରଖିଛନ୍ତି ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ