ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡ

0

ନୂଆଦିଲ୍ଲୀ: କୋଲ୍ ବ୍ଲକ ଆବଣ୍ଟନ ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ସିବିଆଇର ଏକ ସ୍ବତନ୍ତ୍ର କୋର୍ଟ ଆଜି ୩ ବର୍ଷ ଜେଲ୍ ଦଣ୍ଡାାଦେଶ ଦେଇଛନ୍ତି। ଏହି ମାମଲାରେ ଅନ୍ୟ ୨ଜଣଙ୍କ ଲାଗି ମଧ୍ୟ ସମାନ ଦଣ୍ଡାଦେଶ ଘୋଷଣା ହୋଇଥିଲା। ପୂର୍ବରୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଓ ଆଜି ସକାଳୁ ସକାଳୁ ଏହି ରାୟ ପ୍ରକାଶ ପାଇଛି।

ଅଟଳ ବିହାରୀ ବାଜପେୟୀ ସରକାର ସମୟରେ ଝାଡ଼ଖଣ୍ଡର ଏକ କୋଇଲା ଖଣି ଆବଣ୍ଟନ ମାମଲାରେ ଦୁର୍ନୀତି ଅଭିଯୋଗ ଉଠିଥିଲା। ଏହି ମାମଲାରେ ଦିଲ୍ଲୀପ ଛନ୍ଦି ହୋଇଯାଇଥିଲେ। ଅକ୍ଟୋବର ୬ ତାରିଖ ଦିନ ଦିଲ୍ଲୀପଙ୍କ ସମେତ ୩ଜଣଙ୍କୁ କୋର୍ଟ ଦୋଷୀ ବୋଲି ଘୋଷଣା କରିଥିଲେ।

Leave A Reply

Your email address will not be published.