ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଟିକା ପ୍ରସଙ୍ଗ: ବିଜେଡି ବିରୋଧରେ ପୁଣି ଗର୍ଜିଲା ବିଜେପି

0

ଭୁବନେଶ୍ବର: ଟିକା କେନ୍ଦ୍ରରେ କାହାର ଫଟୋ ଲାଗିବ, ସେ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ଏହି ବିବାଦର କିନ୍ତୁ ପରିସମାପ୍ତି ଘଟୁନାହିଁ। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଟ୍ବିଟ୍‌ ନେଇ ଏବେ ନୂଆ ଲଢେଇ ଆରମ୍ଭ ହୋଇଛି। ନବ ନିଯୁକ୍ତ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସଂପାଦିକା ଡ.ଐଶ୍ଚର୍ଯ୍ୟା ବିଶ୍ୱାଳ ଆଜି ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟ୍ବିଟ୍ କରି ତାଙ୍କ ମତ ରଖିବା ସହିତ ଗଣମାଧ୍ୟମକୁ ଭିଡ଼ିଓ ବାର୍ତ୍ତା ଜାରି କରି ବିଜେଡିକୁ ଘେରିଛନ୍ତି।

Leave A Reply

Your email address will not be published.