ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାନବିକତା କ’ଣ ମରିଗଲା?

0

ଭୁବନେଶ୍ବର: ଗଞ୍ଜାମ୍ ଜିଲ୍ଲା ଖଲ୍ଲିକୋଟ ମେଡିକାଲରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ ମୃତ୍ୟୁ ପରେ ଶବକୁ ତାଙ୍କ ସ୍ତ୍ରୀ ସହ ତିନି ଜଣ ମହିଳା ମେଡିକାଲ ରୁ ଟେକି ଟେକି ନେଇ ଆମ୍ବୁଲାନ୍ସରେ ରଖିଛନ୍ତି। ମେଡିକାଲରେ ଥିବା ରୋଗୀଙ୍କ ସଂପର୍କୀୟଙ୍କ ଠାରୁ ଆରମ୍ଭ କରି ରାସ୍ତାରେ ଯାଉଥିବା ଲୋକମାନେ ଏହାକୁ ଦେଖିଥିଲେ। କିନ୍ତୁ ମାନବିକତା ଏମିତି ମରିଯାଇଛି ଯେ ହାତ ଟିକେ ଲଗାଇବାକୁ କେହି ଚାହିଁଲେ ନାହିଁ। ମେଡିକାଲ କର୍ମଚାରୀଙ୍କର କଣ କିଛି ଦାୟିତ୍ବ ନାହିଁ?

Leave A Reply

Your email address will not be published.