- ଅଧିକ ସମୟ ବେକ ତଳକୁ କରି କାମ କର ନାହିଁ।
- ବେଶୀ ସମୟ ଧରି କମ୍ପ୍ୟୁଟରରେ କାମ କରନ୍ତୁ ନାହିଁ।
- ଦୀର୍ଘ ସମୟ ଧରି ଲେଖାଲେଖିରୁ ବିରତ ରୁହନ୍ତୁ।
- ରାତିରେ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୁଅନ୍ତୁ ନାହିଁ।
- ଅଧିକ ସମୟ ଗାଡି ଚଳାଇଲେ ବି ବେକରେ ପ୍ରଭାବ ପଡିବ।
- ଡାକ୍ତରଙ୍କ ପରାମର୍ଶରେ କୋଲାର ବେଲ୍ଟ ବ୍ୟବହାର କରନ୍ତୁ।
- ନିୟମତ ବ୍ୟାୟାମ ବି ବେକ ଯନ୍ତ୍ରଣାରୁ ମୁକ୍ତି ଦେଇପାରେ।
- ବାମ ହାତ ପାପୁଲିକୁ ବାମ ପଟ କାନର ଉପରି ଭାଗରେ ରଖନ୍ତୁ।
- ହାତ ଓ ମୁଣ୍ଡକୁ ପରସ୍ପର ବିପରୀତ ଦିଗରେ ଠେଲନ୍ତୁ।
- ଧିରେ ଧିରେ ୧ରୁ ୧୦ ଯାଏଁ ଗଣନ୍ତୁ ଓ ସେ ଯାଏ ଜାରିରଖନ୍ତୁ।
- ଦ୍ବିତୀୟରେ ଡାହାଣ ପାପୁଲି ଡାହାଣ କାନର ଉପରେ ରଖନ୍ତୁ
- ହାତ ଓ ମୁଣ୍ଡକୁ ପରସ୍ପର ବିପରୀତ ଦିଗରେ ଠେଲନ୍ତୁ।
- ଏହିପରି ରଖି ଧିରେଧିରେ ୧ରୁ୧୦ ଯାଏ ଗଣିଚାଲନ୍ତୁ।
- ତୃତୀୟ ପର୍ଯ୍ୟାୟରେ ହାତକୁ ନିଜ କପାଳ ମଝିରେ ରଖନ୍ତୁ।
- ହାତ ଓ ମୁଣ୍ଡ କୁ ପରସ୍ପର ବିପରୀତ ଦିଗରେ ଠେଲନ୍ତୁ।
- ଠିକ୍ ପୂର୍ବଭଳି ଧୀରେ ଧୀରେ ୧ରୁ ୧୦ ଯାଏ ଗଣନ୍ତୁ।
- ଚତୁର୍ଥ ପର୍ଯ୍ୟାୟରେ ନିଜ ମୁଣ୍ଡ ପଛପଟେ ରଖିବା ଦରକାର।
- ହାତ ଓ ମୁଣ୍ଡକୁ ପରସ୍ପର ବିପରୀତ ଦିଗରେ ଠେଲନ୍ତୁ।
- ସେହି ସମାନ ଧାରା। ଧୀରେ ଧୀରେ ୧ରୁ୧୦ ଯାଏ ଗଣନ୍ତୁ।
- ପଞ୍ଚମ ପର୍ଯ୍ୟାୟରେ କାନ୍ଧକୁ ଉପରକୁ ଟେକନ୍ତୁ।
- ଏଥର ଧୀରେ ଧୀରେ ଏବଂ ୧ରୁ୫ ଯାଏ ଗଣନ୍ତୁ।
- ଷଷ୍ଠ ବା ଶେଷରେ ମୁଣ୍ଡକୁ ଧୀରେଧୀରେ ସିଧା ୧୫ ଥର ବୁଲାନ୍ତୁ।
- ଏହି ପ୍ରକ୍ରିୟା ଶେଷ ପରେ ଓଲଟା ୧୫ଥର ବୁଲାଇବା ଦରକାର।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା