ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ପୁଲିସ କବଜାରେ ଶର୍ମିଷ୍ଠାଙ୍କ ଭାଇ

0

କ୍ୟାମେରାମ୍ୟାନ ମାନଓ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇକୁ ଉଠାଇ ଆଣିଲା ପୁଲିସ । ଶର୍ମିଷ୍ଠାଙ୍କ ଭାଇ
ପରମେଶ୍ୱରଙ୍କୁ ଗିରଫ କରିଛି ପୁଲିସ । ଶର୍ମିଷ୍ଠାଙ୍କୁ ଫେରାର କରାଇବା ପଛରେ ତାଙ୍କ ଭାଇର ହାତ ଅଛି । ଶର୍ମିଷ୍ଠାଙ୍କ ଭାଇ ତାଙ୍କୁ ଫେରାଇ କରାଇ ଦେଇଥିବା ପୁଲିସକୁ ସୁରାଗ ମିଳିଛି ।

ଆନ୍ଧ୍ର ବିଜୟୱାଡାରେ ଥାଇ ଶର୍ମିଷ୍ଠାଙ୍କୁ ଲୁଚିବାରେ ସହଯୋଗ କରିଥିଲେ ତାଙ୍କ ଭାଇ । ଏହା ସହ ତାଙ୍କ ଆକାଉଣ୍ଟ କୁ ଟଙ୍କା ଟ୍ରାନ୍ସଫର କରିଥିବା ନେଇ ମଧ୍ୟ ଓଡିଶା ପୁଲିସ ଜାଣିବାକୁ ପାଇଛି । ବିଜୟୱାଡାରୁ ପରମେଶ୍ୱରଙ୍କୁ ଧରି ଓଡିଶା ପୁଲିସ ଭଦ୍ରକ ଫେରୁଛି । ପରମେଶ୍ୱରଙ୍କୁ ପଚରାଉଚରା ପରେ ଶର୍ମିଷ୍ଠାଙ୍କ ପତ୍ତା ମିଳିପାରେ ବୋଲି ଆଶା କରାଯାଉଛି ।

ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଧରିବାରେ ପୁଲିସ ଏଯାଏ ବିଫଳ ହୋଇଛି । ହତ୍ୟାକାଣ୍ଡ ପରଠୁ ଶର୍ମିଷ୍ଠା ଫେରାର ଥିବା ବେଳେ ପୁଲିସ ତାଙ୍କ ପତ୍ତା ପାଉନାହିଁ । ଗତକାଲି ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗିରଫ ହେବା ପରେ ଶର୍ମିଷ୍ଠାଙ୍କ ସହ ଅଡୁଆ ଆହୁରି ବଢିଯାଇଛି । ଶର୍ମିଷ୍ଠାଙ୍କ ସହ ଆଉ ଜଣେ ମହିଳା ସହଯୋଗୀଙ୍କୁ ଖୋଜୁଛି ପୁଲିସ । ସେମାନଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।

ମାନସ ଫେବୃଆରୀ ୬ ତାରିଖରେ ଏକ ବାହାଘରରେ ଭିଡିଓ ସୁଟିଂ କରିବାକୁ ଯାଇଥିଲେ । ତା ପରଦିନ ସକାଳେ ଭୂବନେଶ୍ୱର ଫେରୁଥିବା ବେଳେ ଅଧାବାଟରୁ ତାଙ୍କୁ ଅପହରଣ କରି ଦୟାଲ ଆଶ୍ରମ ଆଣିଥିଲେ । ସେଠାରେ ଆଣି ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ମାଡ଼ ମାରିବା ପରେ ସେଠାରେ ମାନସଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ମୃତଦେହକୁ ନେଇ ନୟାଗଡ଼ ଦଧିପାଟଣା ପାହାଡ଼ ତଳେ ପୋତିଦେଇଥିଲେ ।

Leave A Reply

Your email address will not be published.