ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଜମ୍ମୁ-କାଶ୍ମୀରରେ ଭୂସ୍ଖଳନ, ୪ମୃତ

0

ଜମ୍ମୁ-କାଶ୍ମୀର; ଜମ୍ମୁ କଶ୍ମୀରର କଶତୱାର ଜିଲ୍ଲାରେ ବିଳମ୍ବିତ ରାତିରେ ଦୁଇଟି ଭୂସ୍ଖଳନ ହୋଇଛି । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।ତେବେ ଜେସିବି ମେସିନ ସାହାଯ୍ୟରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଆମ୍ବୁଲାନ୍ସରେ ହସ୍ପିଟାଲକୁ ପଠାଯାଇଛି । ଏହି ଲ୍ୟାଣ୍ଡସ୍ଲାଇଡରେ ଜେସିବି ଡ୍ରାଇଭର ଏବଂ ଜଣେ ପୋଲିସ କର୍ମଚାରୀଙ୍କ ସମେତ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି ।

ପୁଲିସର ସୂଚନାନୁସାରେ, ଜେସିବି ଡ୍ରାଇଭର ଏବଂ ଅନ୍ୟ ତିନି ଜଣ ପ୍ରଥମ ଭୂସ୍ଖଳନରେ ଆବର୍ଜନା ତଳେ ପୋତି ହୋଇଯାଇଥିଲେ । ଏହା ପରେ ଏକ ଉଦ୍ଧାରକାରୀ ଦଳକୁ ଘଟଣାସ୍ଥଳକୁ ପଠାଯାଇଥିଲା ଯେଉଁଠାରେ ଦ୍ୱିତୀୟ ଲ୍ୟାଣ୍ଡସ୍ଲାଇଡ୍ ଘଟିଥିଲା ।

Leave A Reply

Your email address will not be published.