ଆସୁଛି ପୌର ଫଇସଲା । ଭୋଟ ଗଣତି ଚାଲିଥିବା ବେଳେ ଅଧିକାଂଶ ସ୍ଥାନରେ ଚିତ୍ର ସ୍ପଷ୍ଟ ହୋଇଛି । ବିଜେଡି ବହୁ ସ୍ଥାନରେ ବାଜିମାତ କରିଥିବା ବେଳେ ବହୁ ପଛରେ ପଡିଯାଇଛନ୍ତି ବିଜେପି ଓ କଂଗ୍ରେସ । ଆସନ୍ତୁ ନଜର ପକାଇବା କିଏ କେଉଁଠି ବିଜୟୀ ହୋଇଛନ୍ତି ।
ଦେବଗଡ଼ ପୌରାଧ୍ୟକ୍ଷ: ବିଜେଡ଼ିର ଶାନ୍ତିମଞ୍ଜରୀ ଦେବୀ ବିଜୟୀ
ଫୁଲବାଣୀ ପୌରାଧ୍ୟକ୍ଷ:ବିଜେପିର ସ୍ମିତାରାଣୀ ମହାନ୍ତି ବିଜୟୀ
କୋଦଳା ପୌରାଧ୍ୟକ୍ଷ: ବିଜେପିର ସୂର୍ଯ୍ୟନାରାୟଣ ନାହାକ ବିଜୟୀ
ବାଲେଶ୍ୱର ପୌରାଧ୍ୟକ୍ଷ: ବିଜେଡିର ସବିତା ସାହୁ ବିଜୟୀ
ଗୁଣପୁର ପୌରାଧ୍ୟକ୍ଷ:ସ୍ୱାଧୀନ ପ୍ରାର୍ଥୀ ମମତା ଗୌଡ଼ ବିଜୟୀ
ଆନନ୍ଦପୁର ପୌରାଧ୍ୟକ୍ଷ: ବିଜେଡିର ରଜନୀରାଣୀ ଖଟୁଆ ବିଜୟୀ
ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ: ବିଜେଡିର ହେମନ୍ତ ସାହୁ ବିଜୟୀ
ଢେଙ୍କାନାଳ ପୌରାଧ୍ୟକ୍ଷ: ବିଜେପି ପ୍ରାର୍ଥୀନୀ ଜୟନ୍ତୀ ପାତ୍ର ବିଜୟୀ
ଛତ୍ରପୁର ପୌରାଧ୍ୟକ୍ଷ:ବିଜେପି ପ୍ରାର୍ଥିନୀ ଶର୍ମିଷ୍ଠା ପ୍ରଧାନ
କେନ୍ଦ୍ରାପଡା ପୌରାଧ୍ୟକ୍ଷା:ବିଜେଡି ପ୍ରାର୍ଥୀ ସରିତା ସାହୁ
ଯାଜପୁର ସଦର ପୌରାଧ୍ୟକ୍ଷା: ବିଜେଡି ପ୍ରାର୍ଥୀ ରଞ୍ଜୁଲତା ହୋତା
ସୁବର୍ଣ୍ଣପୁର ପୌରାଧ୍ୟକ୍ଷା:ବିଜେଡି ପ୍ରାର୍ଥୀ ତାମସୀ ତାମସ୍ମିତା ନାୟକ
ବାଙ୍କୀ ଏନଏସି: ବିଜେଡି ପ୍ରାର୍ଥୀ ମାଣିକ ସାହୁ
ରେଢାଖୋଲ ଏନଏସି: ବିଜେପି ପ୍ରାର୍ଥୀ ଶିବରାମ ସାହୁ
ବୁଗୁଡା ଏନଏସି: ବିଜେଡି ପ୍ରାର୍ଥୀ ଚିତ୍ରସେନ ପ୍ରଧାନ
ପ୍ରମୁଖ ଖବର
ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା