ପ୍ରମୁଖ ଖବର

ଏକକ ଶିକ୍ଷକ ସ୍କୁଲରେ ତୁରନ୍ତ ନିଯୁକ୍ତ ହେବେ ଶିକ୍ଷକ
ଜାତୀୟ ହସ୍ତତନ୍ତ ଦିବସ: ଦୁଇ ଓଡ଼ିଆ ବୁଣାକାରଙ୍କୁ ଜାତୀୟ ସମ୍ମାନ
ରାଜପଥରୁ ହଟିବେ ଗୋରୁଗାଈ, ପ୍ରତି ୧୦୦ କିମିରେ ହେବ ଗୋଶାଳା
ରୁଷ ସହ ବାଣିଜ୍ୟ କଲେ ଲାଗିପାରେ ୧୦୦% ଶୁଳ୍କ
ଅଗଷ୍ଟ ୯ରୁ ୧୭ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ
ୟୁପିଆଇ ପେମେଣ୍ଟରେ ଲାଗିବନି ଶୁଳ୍କ, ସ୍ପଷ୍ଟ କଲେ ସରକାର
ଦିଲ୍ଲୀରେ ଅଗଷ୍ଟ ୯ରୁ ବିଜେପିର ସ୍ୱାଧୀନତା ଦିବସ ସପ୍ତାହ
ସେପ୍ଟେମ୍ବର ୧ରୁ ତାମିଲନାଡୁର ପ୍ରମୁଖ ମନ୍ଦିରରେ ମୋବାଇଲ ନିଷେଧ
ଷ୍ଟାର୍ଟଅପ୍‌ ପାଇଁ ୫ ସଂସ୍ଥା ସହ ସରକାରଙ୍କ ରଣନୀତିକ ବୁଝାମଣା
ଆଇଆଇଟି ଦିଲ୍ଲୀ ସମାବର୍ତ୍ତନରେ ‘ବିକଶିତ ଭାରତ’ ପାଇଁ ପ୍ରଧାନମନ୍ତୀ ଦେଲେ ବଡ଼ ବାର୍ତ୍ତା

ଯୁଦ୍ଧ ମଧ୍ୟରେ ଆଜି ଭାରତ ଆସୁଛନ୍ତି ଋଷ ବିଦେଶ ମନ୍ତ୍ରୀ

0

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆଜିଠୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଋଷ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ । ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେବା ପରେ ଋଷର ଭାରତ ସହ ପ୍ରଥମ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି ।ଆଜି ଓ ଆସନ୍ତାକାଲି ଦୁଇ ଦିନ ଭାରତରେ ରହିବେ ସର୍ଗି ଲାଭ୍ରୋଭ । ଚୀନ ଗସ୍ତ ପରେ ସେ ଆଜି ଭାରତରେ ପହଞ୍ଚିବେ । ଯୁଦ୍ଧ ସ୍ଥିତି ସମ୍ପର୍କରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ଜାତିସଂଘରେ ହୋଇଥିବା ଭୋଟିଂରୁ ଦୂରେଇ ରହିଛି ଭାରତ । ଭାରତ ସମଦୂରତା ନୀତି ଅବଲମ୍ବନ କରିଛି ।ଯୁ୍‌ଦ୍ଧ ପ୍ରସଙ୍ଗକୁ ନେଇ ସାରା ବିଶ୍ୱର ନଜର ଋଷ ଉପରେ ଥିବା ବେଳେ ଋଷ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ବହନ କରୁଛି । ଋଷ ବୈଦେଶିକ ମନ୍ତ୍ରୀଙ୍କ ସହିତ ଡେପୁଟି ଜାତୀୟ ସୁରକ୍ଷା ପରାମର୍ଶଦାତା ଡାଲିପ ସିଂ ଓ ବୈଦେଶିକ ସଚିବ ଲିଜ ଟ୍ରସ ମଧ୍ୟ ଭାରତ ଆସୁଛନ୍ତି । ସେହିପରି ଆମେରିକାର ଉପଜାତୀୟ ସୁରକ୍ଷା ଉପଦେଷ୍ଟା ଭାରତ ଗସ୍ତରେ ଅଛନ୍ତି । ଏହା ସହ ବ୍ରିଟେନ ବିଦେଶ ସଚିବ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି ।

Leave A Reply

Your email address will not be published.