ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଓସ୍କାର ରେସରେ ‘କନ୍ତାରା’

0

ବଡ ବଡ ଫିଲ୍ମକୁ ପଛରେ ପକାଇ ଥିବା ସାଉଥର ସ୍ବଳ୍ପ ବଜେଟ୍ ଫିଲ୍ମ ‘କନ୍ତାରା’ ଏବେ ଆଉ ଏକ ରେକର୍ଡ ମୁହାଁ ହୋଇଛି । ଓସ୍କାର ରେସରେ ସାମିଲ ହେବାକୁ ଯାଉଛି ଚଳିତ ବର୍ଷର ସବୁଠାରୁ ବଡ ବ୍ଲକବଷ୍ଟର ହିଟ୍ ଫିଲ୍ମ ‘କନ୍ତାରା’ । ନିଆରା କାହାଣୀ ଓ ବକ୍ସ ଅଫିସରେ ଦମଦାର ବ୍ୟବସାୟ କରି ପ୍ରତ୍ୟେକ କୋଣଅନୁକୋଶରୁ ଦର୍ଶକଙ୍କୁ ପ୍ରଭାବିତ କରିବା ପରେ ଏହି ଫିଲ୍ମ ଏବେ ଓସ୍କାର-୨୦୨୧ ଉପରେ ନଜର ପକାଇଛି । ଏନେଇ କନ୍ତାରା ଫିଲ୍ମର ନିର୍ମାତା ତଥା ଅଭିନେତା ରିଷଭ ଶେଟ୍ଟୀ ସୂଚନା ଦେଇଛନ୍ତି । ଏହି ଫିଲ୍ମକୁ ଓସ୍କାର ନମିନେସନ ପାଇଁ ପଠାଯାଇଛି ।

ଆର୍‌ଆର୍‌ଆର୍ ପରେ ଭାରତୀୟ ସିନେମା ତରଫରୁ କନ୍ତାରା ସବୁଠୁ ବଡ ପୁରସ୍କାର ଦ ଏକାଡେମୀ ଆୱାର୍ଡରେ ନିଜର ଭାଗ୍ୟ ପରୀକ୍ଷା କରିବ। ଫିଲ୍ମକୁ ନିଶ୍ଚିତ ପୁରସ୍କାର ମିଳିବ ବୋଲି ନିର୍ମାତା ଆଶା ରଖିଛନ୍ତି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘କନ୍ତାରା’ ଏକ ବଡ ହିଟ୍ ଫିଲ୍ମ ପ୍ରମାଣିତ ହୋଇଛି । ଏହା ବାହୁବଳି, କେଜିଏଫ୍‌, ଆର୍‌ଆର୍‌ଆର୍ ଓ ପୁଷ୍ପା ଭଳି ହିଟ୍ ଫିଲ୍ମ ଲିଗ୍ କ୍ଲବ୍‌ରେ ସାମିଲ ହୋଇଯାଇଛି । ଏହି ଫିଲ୍ମ ପ୍ରତିଟି କୋଣରେ ପହଞ୍ଚି ଦର୍ଶକଙ୍କୁ ପ୍ରଭାବିତ କରିଛି। କେବଳ ଦର୍ଶକ ନୁହନ୍ତି ବହୁ ସେଲିବ୍ରିଟି, କ୍ରିକେଟର ଓ ରାଜନେତାମାନେ ମଧ୍ୟ ଏହି ଫିଲ୍ମକୁ ନେଇ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.