ପ୍ରମୁଖ ଖବର

କେନ୍ଦ୍ରାପଡାର ପୂର୍ବତନ ବିଧାୟକ ତଥା ପୂର୍ବତନ ବିଜେଡି ଜିଲା ସଭାପତି ଉତ୍କଳ କେଶରୀ ପରିଡାଙ୍କର ଆଜି ପରଲୋକ ହୋଇଛି
ବଦଳିଲା ଆମ ଓଡ଼ିଶା, ନବୀନ ଓଡ଼ିଶା ହେଲା ବିକଶିତ ଗାଁ, ବିକଶିତ ଓଡ଼ିଶା
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ବିଜେପି ଶନିବାର ୬୬ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି
ଓଡ଼ିଶାରେ ୩୪ ହଜାର କୋଟି ନିବେଶ କରିବ ହିଣ୍ଡାଲ୍ କୋ
ପ୍ରକାଶ ପାଇଲା ଓଏଏସ୍ ରେଜଲ୍‌ଟ; ଶ୍ୱେତାଶ୍ରୀ ମହାପାତ୍ର ଟପ୍ପର
୨୨ ତାରିଖ ପରଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ
ଲ୍ୟାଣ୍ଡମାଇନ୍ ବିଷ୍ଫୋରଣରେ ୨ ଯବାନ ସହୀଦ

ଜଣେ ବିଚାରପତି ଅନୁପସ୍ଥିତ ବୋଲି

0

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟ ମାମଲାର ଶୁଣାଣି ଜାନୁଆରି ୨୯ ତାରିଖ ଅର୍ଥାତ୍‍ ସୋମବାର ହେବ ନାହିଁ । ରବିବାର ଦିନ ଏହାକୁ ବାତିଲ କରାଯାଇଛି । ପାଞ୍ଚ ଜଣିଆ ଖଣ୍ଡପୀଠଙ୍କ ମଧ୍ୟରୁ ଜଷ୍ଟିସ ଏସ ଏ ବବ୍‍ଡେ ଅନୁପସ୍ଥିତ ରହୁଥିବା କାରଣରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ୨୫ ତାରିଖ ଦିନ ପୁନର୍ଗଠନ କରାଯାଇ ପାଞ୍ଚଜଣିଆ ଖଣ୍ଡପୀଠ ଗଠନ କରାଯାଇଥିଲା ।

Leave A Reply

Your email address will not be published.