ଭୁବନେଶ୍ୱର: ବାତ୍ୟା ପରିପ୍ରେକ୍ଷୀରେ ପୂର୍ବତଟ ରେଳପଥ ଆଜି ପ୍ରଥମ ପର୍ଯ୍ୟାୟରେ ୮୧ଟି ଟ୍ରେନ୍ ବାତିଲ କରିଛି । ଆଜି ପୂର୍ବତଟ ରେଳପଥ କର୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଭଦ୍ରକ-ବିଜୟନଗରମ୍ ମଧ୍ୟରେ ଗୁରୁବାର ସନ୍ଧ୍ୟାରୁ ଟ୍ରେନ୍ ଚଳାଚଳ ବନ୍ଦରହିବ । ଇଷ୍ଟକୋଷ୍ଟ ଏµପ୍ରେସ ଓ କରମଣ୍ଡଳ ଏµପ୍ରେସ୍ ୨ ତାରିଖରେ ହାଓଡାରୁ ଛାଡିବ ନାହିଁ । ପୁରୀ ଭୁବନେଶ୍ୱର ଦେଇ ଯାଉଥିବା ସମସ୍ତ ଟ୍ରେନ୍ ବାତିଲ୍ହୋଇଛି । ୨ରୁ ହାଓଡାରୁ ପୁରୀକୁ ସମସ୍ତ ଟ୍ରେନ୍ ମଧ୍ୟ ବାତିଲ୍ । ୩ ତାରିଖରେ ମଧ୍ୟ ପୁରୀ ଓ ଭୁବନେଶ୍ୱରକୁ ଆସୁଥିବା ଟ୍ରେନ୍ ବାତିଲ୍ କରାଯାଇଛି । ବାଙ୍ଗାଲୋର, ଚେନ୍ନାଇ, ସିକନ୍ଦରାବାଦକୁ କୌଣସି ଟ୍ରେନ୍ ଚାଲିିବ ନାହିଁ ।
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ