ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଅଳ୍ପକେ ବର୍ତ୍ତିଗଲେ ବିଧାୟକ ସଂଜୀବ ମଲ୍ଲିକ

0

ଭୁବନେଶ୍ବର; ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ବିଧାୟକ ଆଜି ଏକ ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଭୁବନେଶ୍ବରରୁ ଭଦ୍ରକ ଯିବା ବାଟରେ ଛତିଆ ନିକଟରେ ତାଙ୍କ କାରକୁ ଏକ ଟ୍ରକ୍ ଧକ୍କା ଦେଇଥିଲା। ଗାଡିଟି ଭାଙ୍ଗିରୁଜି ଯାଇଥିଲେ ହେଁ, ବିଧାୟକ ଶ୍ରୀ ମଲ୍ଲିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ବିଧାୟକ ଶ୍ରୀ ମଲ୍ଲିକ ବିଜେଡିରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ସୋସିଆଲ ମିଡିଆରେ ସାମ୍ବାଦିକ ଅମିତାଭ ଖିଲାର ଲେଖିଛନ୍ତି ଯେ ସେ ଏବେ ବିଧାୟକଙ୍କ ନିକଟରେ ଅଛନ୍ତି। କୌଣସି ଅସୁବିଧା ନାହିଁ। ଏହି ଖବର ଏବେ ଭଦ୍ରକବାସୀ ଏବଂ ବିଜେଡି ମହଲକୁ ଆଶ୍ବସ୍ତ କରିଛି।

Leave A Reply

Your email address will not be published.