ଭୁବନେଶ୍ୱର: ଭୀଷଣରୁ ଅତି ଭୀଷଣ ରୂପ ନେଇ ପୁରୀ ଆଡକୁ ବାତ୍ୟା ଫନି ମାଡି ଆସୁଥିବା ବେଳେ ଆଜି ଶ୍ରୀମନ୍ଦିରରୁ ନୀଳଚକ୍ରରୁ ବାନା ଉଡିଯିବା ଘଟଣା ଶ୍ରୀଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ଏହାକୁ ଅଶୁଭ ସଙ୍କେତ ବୋଲି ବୁଦ୍ଧିଜୀବୀ ଓ ଶ୍ରୀଜଗନ୍ନାଥ ପ୍ରେମୀ ବିଚାର କରୁଛନ୍ତି ।
ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନୀଳଚକ୍ର ପ୍ରତି ବିପଦ ଥିବା କଥା କହି ମାତ୍ର ୫ହାତର ବାନା ବାନ୍ଧିବା ଲାଗି ନିର୍ଦେଶ ଦେଇଥିଲା । ହେଲେ ସାମାନ୍ୟ ପବନ ବହିବା ଆଜି ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିରରୁ ବାନା ଉଡିଯିବା ବଡ଼ ବିପର୍ଯ୍ୟୟ ସଂପର୍କରେ ସୂଚନା ଦେଉଥିବା ଶ୍ରୀଜଗନ୍ନାଥ ଗବେଷକମାନେ ମତ ରଖିଛନ୍ତି ।
ପ୍ରମୁଖ ଖବର
ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍ଆଇ ସହ ଲିଙ୍କ୍: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ