ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ପ୍ରଳୟ ରଚିଲା ଫନି

0

୩ ତାରିଖ ପୂର୍ବାହ୍ନରେ ପୁରୀ ନିକଟରେ ମାଡ଼ ହଲୋ ସାମୁଦ୍ରିକ ବାତ୍ୟା ‘ଫନି’। ଘଣ୍ଟାକୁ ପାଖାପାଖି ୨୦୦ କିମି ବଗେରେ ପବନ ପୁରୀ, ଭୁବନଶେ୍ବରକୁ ଛାରଖାର କରିଦେଇଛି। ଏଥିସହିତ ୧୪ ଜିଲ୍ଲାରେ କ୍ଷୟକ୍ଷତି ବ୍ୟାପକ କରିଛି। ହଜାର ହଜାର ଘରର ଛପର ଉଡ଼ି ଯାଇଥିବାବଳେେ ଲକ୍ଷ ଲକ୍ଷ ଗଛ ଧରାଶାୟୀ ହୋଇଯାଇଛନ୍ତି। ଉଜୁଡ଼ି ଯାଇଛି ଉପକୂଳର ସବୁଜିମା। ଏମିତି ତାଣ୍ଡବ ରଚିଛି ଅତି ଭୟଙ୍କର ସାମୁଦ୍ରିକ ବାତ୍ୟା ‘ଫନି’।
ଶୁକ୍ରବାର ସକାଳ ସାଢ଼େ ୮ଟାରୁ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟାରେ ପୁରୀ ନିକଟରେ ସ୍ଥଳଭାଗରେ ପ୍ରବଶେ କରିଥିଲା। ଘଣ୍ଟାକୁ ୪୦/୫୦ କିମିରୁ ଆରମ୍ଭ ହୋଇଥିବା ପବନର ବଗେ ଲ୍ୟାଣ୍ଡଫଲ୍ ସମୟରେ ୧୭୫ କିମିକୁ ଛୁଇଁଥିଲା। କ୍ରମଶଃ ଏହା ବୃଦ୍ଧି ପାଇ ୨୦୦ କିମିକୁ ବି ଟପି ଯାଇଥିଲା। ଫଳରେ ପୁରୀ, ସାତପଡ଼ା, ଅସ୍ତରଙ୍ଗ, ଆଦି ସ୍ଥାନରେ ଅଶାନ୍ତ ହୋଇ ଉଠିଥିଲା ସମୁଦ୍ର।
ଭୁବନଶେ୍ବର ଅତିକ୍ରମ କଲାବଳେେ ପବନର ବଗେ ଘଣ୍ଟା ପ୍ରତି ୧୭୦ କିମିକୁ ଛୁଇଁବାରୁ ଏହା ‌୧୯୯୯ ମହାବାତ୍ୟାର ଭୟାବହତାକୁ ମନେ ପକାଇ ଦେଇଥିଲା। ପ୍ରାୟ ୪ ଘଣ୍ଟା କାଳ ଘାଣ୍ଟିବା ପରେ ଅପରାହ୍ଣ ସାଢ଼େ ତିନିଟା ବଳେକୁ ‘ଫନି’ର ପ୍ରକୋପ କିଛିଟା କମିଥିଲା। ତବେେ ସତେେ‌ବଳେକୁ ଭୁବନଶେ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଏହା ଏମିତି ଧ୍ବଂସଲୀଲା ସୃଷ୍ଟି କରିଥିଲା ଯେ ସ୍ମାର୍ଟ ସିଟି ଭାବେ ର୍ଗବ କରୁଥିବା ଭୁବନଶେ୍ବର ଅଳ୍ପ କତେେ ଘଣ୍ଟା ମଧ୍ୟରେ ଶ୍ରୀହୀନ ହୋଇ ଯାଇଛି। ବିଭିନ୍ନ ସ୍ଥାନରେ ଗଛ, ବିଦ୍ୟୁତ ଖୁଣ୍ଟ ଆଦି ଉପୁଡ଼ି ଯାଇଥିବାବଳେେ କବେୁଲ ଓ ଟଲେିଫୋନ ତାର, ହୋଡ଼ିଂ, ଆଜବଷେ୍ଟସ୍‌, ଟିଣ ଆଦି ଉଡ଼ି ରାଜଧାନୀକୁ ଛାରଖାର କରି ଦେଇଛି।

Leave A Reply

Your email address will not be published.