ବ୍ୟାପିଲାଣି ବାର୍ଡଫ୍ଲୁ
ଜଗତସିଂହପୁର: ପୁଣି ବ୍ୟାପିଲାଣି ବାର୍ଡ ଫ୍ଲୁ ! ଜଗତସିଂହପୁର ଜିଲ୍ଲା ମଖି ଅଞ୍ଚଳରେ ଦେଖିବାକୁ ମିଳିଛି କୁକୁଡ଼ା ମଡ଼କ। ଏକ ଫାର୍ମରେ ଗତକାଲି ରାତିରେ ୩୦୦ରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ଏହାକୁ ବାର୍ଡ!-->…
Read More...
Read More...