ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି
ଭୁବନେଶ୍ବର: ଆସନ୍ତାକାଲି ହେବାକୁ ଥିବା ଉପ-ରାଷ୍ଟ୍ରପତି ନିର୍ବାଚନକୁ ନେଇ ନିଜର ସ୍ଥିତି ସ୍ପଷ୍ଟ କରିଛି ବିଜୁ ଜନତା ଦଳ। ଉପ-ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଅନୁପସ୍ଥିତ ରହିବ ବୋଲି ବିଧିବଦ୍ଧ ଘୋଷଣା କରିଛି। ବିଜେଡିର ରାଜ୍ୟସଭା ନେତା ସସ୍ମିତ ପାତ୍ର ଏନେଇ ସୂଚନା ଦେଇଛନ୍ତି।ବିଜୁ!-->…
Read More...
Read More...