ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଆଫଗାନିସ୍ତାନରେ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ମନା

ଆଫଗାନିସ୍ତାନ; ମହିଳାଙ୍କ ବିଶ୍ୱବିଦ୍ୟାଳୟ ପାଠ ପଢ଼ାରେ ଲାଗିଲା କଟକଣା । ମଙ୍ଗଳବାର ଠାରୁ ଏହି କଟକଣା ଲଗାଇଛନ୍ତି ତାଲିବାନ ସରକାର । ଏନେଇ ତାଲିବାନ୍ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଚିଠି କରାଯାଇଛି । ଝିଅମାନଙ୍କ ବିଶ୍ୱବିଦ୍ୟାଳୟ…
Read More...

ଜାନୁଆରୀରେ ୧୫ ଦିନ ବନ୍ଦ ରହିବ ବ୍ୟାଙ୍କ୍‌

ନ୍ୟୁଜ୍ ବ୍ୟୁରୋ; ଆଉ କିଛି ଦିନର ଅପେକ୍ଷା ପରେ ଆସୁଛି ନୂତନ ବର୍ଷ ୨୦୨୩ । ନୂଆ ବର୍ଷ ଆରମ୍ଭ ପୂର୍ବରୁ ମଧ୍ୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ୨୦୨୩ ପାଇଁ ବ୍ୟାଙ୍କ ଛୁଟିଦିନର ତାଲିକା ପ୍ରକାଶ ପାଇଛି । ଯାହା ଅନୁଯାୟୀ, ନୂତନ ବର୍ଷର ପ୍ରଥମ ମାସରେ ଅର୍ଥାତ୍ ଜାନୁୟାରୀ ୨୦୨୩ ରେ…
Read More...

ଗୋପାଳପୁରରେ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ବର; ପୁରୀ ପରେ ଏବେ ଗୋପାଳପୁରରେ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ । ଆଜିଠାରୁ ସହରରେ ଆରମ୍ଭ ହେଲା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ ଯୋଜନା । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପାଳପୁରରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସହିତ ରାଜ୍ୟର ୧୯ ଟି…
Read More...

ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ

ନୁଆଦିଲ୍ଲୀ; ଚୀନ ସମେତ ସମଗ୍ର ବିଶ୍ୱରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ଗତ ସପ୍ତାହେ ମଧ୍ୟରେ କରୋନା ସଂକମ୍ରଣ ନେଇ ୩୬ ଲକ୍ଷ କେସ୍‌ ସାମ୍ନାକୁ ଆସିଥିବା ବେଳେ ଗତ ୭ ଦିନରେ ୧୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଚୀନ ପରେ ଆମେରିକା, ଜାପାନ, ବ୍ରାଜିଲ, ଦକ୍ଷିଣ କୋରିଆ, ଜର୍ମାନୀ…
Read More...

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ବର; ପୁଣି ଭିଜିଲାନ୍ସ କବ୍ଜାରେ ଆଉ ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକଲ ଆମ୍ପା ଭାଲି ଲାଇମ ଷ୍ଟୋନ୍ ମାଇନ୍ସର ଡେପୁଟି ମ୍ୟାନେଜର ଗୟା ସାଆନ୍ତରାଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଗୟା ସାଆନ୍ତରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ରେଡ୍…
Read More...

ଜେଲରେ ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା

କଣ୍ଟାବାଞ୍ଝି; ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଜି କଣ୍ଟାବାଞ୍ଝି ଜେଲ୍ ଭିତରେ ରଶି ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଦେଖିବା ପରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ। ହେଲେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।…
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଜମ୍ମୁ କଶ୍ମୀର; ଜମ୍ମୁ କଶ୍ମୀରର ସୋପିଆନରେ ମୁହାଁମୁହିଁ ହେଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ। ତେବେ ଆତଙ୍କବାଦୀଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସର୍ଚ୍ଚ ଅପରେସନ୍ ଜାରି ରଖିଛି ଭାରତୀୟ ସେନା । ଜମ୍ମୁ-କଶ୍ମୀର…
Read More...

ପହିଲାରୁ ଟ୍ବିନ ସିଟିରେ ଗଡିବନି ଭାରୀଯାନ

କଟକ; ଜାନୁଆରୀ ପହିଲାରୁ ଟ୍ବିନ ସିଟିରେ ଭାରୀଯାନ ଗଡ଼ିବା ଉପରେ ଲାଗିଲା କଟକଣା । ଏହି କଟକଣା ଆସନ୍ତା ୧୨ ତାରିଖ ଯାଏଁ ବଳବତ୍ତର ରହିବ । ସୂଚନା ଅନୁଯାୟୀ, ପୁରୁଷ ହକି ବିଶ୍ୱ କପ୍ ୨୦୨୩ର ଉଦଘାଟନୀ ସମାରୋହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ । ପ୍ରଶାସନ…
Read More...

ରାଉରକେଲାରେ ବିମାନ ସେବା ଖୁବଶୀଘ୍ର

ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ରାଉରକେଲା ଗସ୍ତବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷାଷ୍ଟାଡିଅମ ଓ ବିମାନ ବନ୍ଦର ନିର୍ମାଣ ସଂପୂର୍ଣ୍ଣଜାନୁଆରୀ ୧୩ରେ ପ୍ରଥମ ମ୍ୟାଚ ଭାରତ ଓ ସ୍ପେନ…
Read More...

ରାଉରକେଲାରେ ଗଡିବ ‘ମୋ ବସ୍’

ରାଉରକେଲା; ଭୁବନେଶ୍ୱର, କଟକ ଓ ପୁରୀ ପରେ ଏଣିକି ଇସ୍ପାତ ନଗରୀରେ ଗଡ଼ିବ ମୋ ବସ୍ । ହକି ବିଶ୍ୱକପ ପୂର୍ବରୁ ମୋ ବସ ସେବାରେ ସାମିଲ ହେବ ଅଧିକ ୩୦ଟି ବସ୍‌ । ୩୦ଟି ପ୍ରଦୂଷଣ ମୁକ୍ତ ତଥା ଶୀତତାପ ନିୟନ୍ତ୍ରିତ ଇକେକ୍ଟ୍ରିକ ବସ୍‌। ବିଶ୍ବକପ୍ ପୂର୍ବରୁ ୨୫ଟି ବସ୍ କ୍ରୁଟ ପକ୍ଷରୁ…
Read More...