ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଜନ୍ମ ଦିନରେ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର; ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଆସନ୍ତା କାଲି ଅକ୍ଟୋବର ୧୬ ତାରିଖ ରେ ରବିବାର ଦିନ ପଡୁଛି । ତେବେ ମୁଖ୍ୟମନ୍ତ୍ରୀ ମେକ ଇନ୍ ଓଡିଶା କାର୍ଯ୍ୟକ୍ରମ ପାଇଁ ରବିବାର ହାଇଦ୍ରାବାଦ ଗସ୍ତରେ ଯାଉଥିବାରୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ…
Read More...

ରାଜଧାନୀର ୭ଟି ସ୍ଥାନରେ ହେବ ବାଣ ବିକ୍ରି

ଭୁବନେଶ୍ବର: କୋଭିଡ ମହାମାରୀ କାରଣରୁ ଗଲା ୨ ବର୍ଷ ହେଲା ଭଲରେ ପାଳନ ହେଉନଥିଲା ଦୀପାବଳି। ଏଥର କିନ୍ତୁ ଆଡମ୍ବରପୂର୍ଣ୍ଣ ଭାବେ ଦୀପାବଳି ପାଳନ କରାଯିବ। ରାଜ୍ୟ ସରକାର ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ ୭ଟି ସ୍ଥାନରେ ବାଣ ବିକ୍ରି ହେବକୁ ନେଇ ସୂଚନା ଦିଆଯାଇଛି।…
Read More...

ମହିଳା ଏସିଆ କପ୍ ଟାଇଟଲ୍ ହାତେଇଲା ଭାରତ

ଇତିହାସ ରଚିଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳ । ଶ୍ରୀଲଙ୍କାକୁ ମାତ ଦେଇ ସପ୍ତମଥର ଏସିଆ କପ୍ ଟାଇଟଲ୍ ହାତେଇଲା ଟିମ୍‌ ଇଣ୍ତିଆ । ଫାଇନାଲ୍‌ରେ କ୍ୟାପ୍ଟେନ୍‌ ହରମନ୍‌ପ୍ରିତ କୋର୍‌ଙ୍କ ଅଧିନରେ ଶ୍ରୀଲଙ୍କାକୁ ୮ ୱିକେଟ୍‌ରେ ପରାସ୍ତ କରିଛି ଭାରତୀୟ ମହିଳା ଟିମ୍ । ଫାଇନାଲରେ ଶ୍ରୀଲଙ୍କା ଟସ୍‌…
Read More...

୨ ଟଙ୍କା ବଢିଲା ଅମୁଲ କ୍ଷୀରର ଦାମ୍

ଗ୍ରାହକଙ୍କୁ ବଡ ଝଟକା ଦେଲା ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନ କରୁଥିବା ଅମୁଲ କମ୍ପାନୀ । ଆଜି ଠାରୁ ଅମୁଲ କ୍ଷୀରର ଦାମ ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇଛି । ତେବେ ନିର୍ବାଚନ ପାଇଁ ଗୁଜରାଟରେ ଦରବୃଦ୍ଧି ନିୟମ ଲାଗୁ ହେବ ନାହିଁ । ଗୁଜରାଟକୁ ଛାଡ଼ି ବାକି ସବୁ ସ୍ଥାନରେ ବର୍ଦ୍ଧିତ ଦାମ ଦେଇ…
Read More...

ଚୁକ୍ତିଭିତ୍ତିକ ନିଯୁକ୍ତିରେ ପୂର୍ଣ୍ଣଛେଦ ପଡ଼ିଲା

୫୭ହଜାରରୁ ଅଧିକ କର୍ମଚାରୀ ନିୟମିତ ହେବେ ୧୩୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ୨୦୧୩ରୁ ରାଜ୍ୟରେ ଚୁକ୍ତିଭିତ୍ତିକ ନିଯୁକ୍ତି ଚାଲିଥିଲାଆସନ୍ତାକାଲି ପ୍ରକାଶ ପାଇବ ସରକାରୀ ବିଜ୍ଞପ୍ତି ଭୁବନେଶ୍ବର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୭୬ ପୂରି ୭୭ ଚାଲିବ। ଏହାର…
Read More...

ଆତଙ୍କବାଦୀଙ୍କ ଗୁଳି ମାଡରେ କାଶ୍ମୀର ପଣ୍ଡିତ ମୃତ୍ୟୁ

ଆତଙ୍କୀଙ୍କ ଟାର୍ଗେଟରେ କାଶ୍ମୀର ପଣ୍ଡିତପୂଲିସର ସର୍ଚ୍ଚ ଅପରେସନ ଜାରିନିଜକୁ ଦାୟୀ କରିଛି କେଏଫଏଫ୍ ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପଣ୍ଡିତ ସମୁଦାୟର ଜଣଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି । ସୋପିଆନ ଜିଲ୍ଲା ଚୌଧୁରୀ ଗଣ୍ଡ ଅଞ୍ଚଳରେ ଆତଙ୍କବାଦୀ ମାନେ ଗୁଳିମାଡ କରିଛନ୍ତି । ପୁରନ କୃଷ୍ଣ…
Read More...

କ୍ଷୁଧା ତାଲିକାରେ ଶୋଚନୀୟ ସ୍ଥିତିରେ ଭାରତ

ପଡ଼ୋଶୀ ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା ସ୍ଥିତି ବରଂ ଭଲ୨୦୨୧ ଅପେକ୍ଷା ସ୍ଥିତି ସୁଧୁରିବା ବଦଳରେ ବିଗିଡ଼ିଛି ନୂଆଦିଲ୍ଲୀ: ଭାରତର ଲୋକମାନେ ପେଟପୂରା ଖାଦ୍ୟ ଖାଇବାକୁ ପାଉନାହାନ୍ତି। ସଂପ୍ରତି ପ୍ରକାଶ ପାଇଥିବା ବିଶ୍ବ କ୍ଷୁଧା ସୂଚକାଙ୍କ ତାଲିକା ଏମିତି ଚାଞ୍ଚଲ୍ୟକର ତଥ୍ୟ…
Read More...

ଚମକାଇବା ଭଳି ମନ୍ତବ୍ୟ ଦେଲେ ବାଇଡେନ୍

ପାକିସ୍ତାନ ବିଶ୍ବର ସବୁଠାରୁ ବିପଜ୍ଜନକ ଦେଶଋଷ ଓ ଚୀନ୍ ସଂପର୍କରେ ବି କହିଲା ଆମେରିକା ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଗୋଟିଏ ବଡ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନକୁ ବିଶ୍ବର ସବୁଠାରୁ ବିପଜ୍ଜନକ ଦେଶ ବୋଲି ବର୍ଣ୍ଣନା କରିଛନ୍ତି ବାଇଡେନ୍। କାଲିଫର୍ଣ୍ଣିଆର ଲସ୍…
Read More...

୧୦୦୦ କିଲୋମିଟର ଚାଲିଲେଣି ରାହୁଲ

ଭାରତ ଯୋଡ ଯାତ୍ରାକୁ ୩୮ଦିନ ଛୁଇଁଲାକର୍ଣ୍ଣାଟକରେ ଜବରଦସ୍ତ ପ୍ରଭାବ ପକାଉଛି୨୦୧୩ରେ ସରକାର ଫେରାଇଥିଲା ପଦଯାତ୍ରା ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ବଲାରୀରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସହିତ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ୧୦୦୦ କିଲୋମିଟର ଛୁଇଁଛି। ଆଜି ଏଠାରେ ରାହୁଲ…
Read More...

ଧାମ ନଗରରେ ବଳ କଷାକଷି ହେବେ

ବିଜେଡି ପାଇଁ ଓହ୍ଲାଇବେ ନବୀନ, ବାଦ୍ ପଡ଼ିଲେ ସଂଜୟକଂଗ୍ରେସ ତାଲିକାରେ ମହମ୍ମଦ ମୋକିମ୍ ନାହାନ୍ତିବିଜେପି ପାଇଁ ରାସ୍ତାକୁ ଓହ୍ଲାଇବେ ତିନି କେନ୍ଦ୍ରମନ୍ତ୍ରୀ ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ ତିନି ଦଳ ନିର୍ବାଚନ ଆୟୋଗଙ୍କୁ ତାଙ୍କ ପ୍ରଚାର ତାଲିକା ପ୍ରଦାନ କରିଛନ୍ତି।…
Read More...