ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସୋଆ ରେଡିଓ ଜକି ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଆୱାର୍ଡରେ ପୁରସ୍କୃତ

ଭୁବନେଶ୍ୱର ନୂଆଦିଲ୍ଲୀ ସ୍ଥିତ କମନ୍‌ୱେଲ୍‌ଥ ଏଜୁକେସ୍‌ନାଲ୍ ମିଡିଆ ସେଣ୍ଟର ଫର୍ ଏସିଆ (ସିଇଏମ୍‌ସିଏ) ଦ୍ୱାରା ଆୟୋଜିତ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗୀତାରେ ସୋଆ ରେଡିଓ ୯୦.୪କୁ ଚତୁର୍ଥ କନ୍‌ସୋଲେସନ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ସୋଆ ରେଡିଓ ୯୦.୪ ର ରେଡିଓ ଜକି…
Read More...

ଶ୍ରୀମନ୍ଦିରରେ ଜଗାଦର୍ଶନ ପାଇଁ ନୂଆ ଏସଓପି

ପୁରୀ: ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ଥିବା ପୁରୀ ଶ୍ରୀମନ୍ଦିର ଆସନ୍ତା ୧୬ରୁ ଖୋଲିବ। ପ୍ରଥମ ୫ ଦିନ ପୁରୀବାସୀଙ୍କୁ ଦର୍ଶନ ପାଇଁ ପ୍ରାଥମିକତା ଦିଆଯିବ। କିଭଳି ରହିବ ଦର୍ଶନ ବ୍ୟବସ୍ଥା ସେ ନେଇ ନୂଆ ଏସଓପି ଜାରି କରାଯାଇଛି। କରୋନାର ପ୍ରଥମ ଲହର ପରେ ଯେଉଁଭଳି ଦର୍ଶନ…
Read More...

ରିମାଣ୍ଡରୁ କ’ଣ ପାଇଲା ଭିଜିଲାନ୍ସ?

ଭୁବନେଶ୍ବର: ପିଏସ ବିରଞ୍ଚି ସାହୁଙ୍କ ରିମାଣ୍ଡ ଅବଧି ସରିବା ପରେ ଆଜି ତାଙ୍କୁ ଜେଲ ପଠାଇଦିଆଯାଇଛି । ଝାରପଡା ଜେଲ ଯାଇଛନ୍ତି କୁବେର ପିଏସ ବିରଞ୍ଚି ସାହୁ । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ତାଙ୍କୁ ଜେଲକୁ…
Read More...

ଅସନ୍ତୋଷ ଝାଡ଼ିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଯେବେ ବିଚାରପତିମାନେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଧମକ ପାଆନ୍ତି, ସେବେ ଅଭିଯୋଗ କଲେ ତଦନ୍ତକାରୀ ସଂସ୍ଥାମାନେ ଏହା ଉପରେ କୌଣସି ପଦକ୍ଷେପ ନିଅନ୍ତି ନାହିଁ। ସିବିଆଇ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ କୌଣସି ଉତ୍ତର ଦିଅନ୍ତି ନାହିଁ। ଆଉ ଯଦି କିଛି ପ୍ରତିକୂଳ ଆଦେଶ…
Read More...

ତଥାପି ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ

ଭୁବନେଶ୍ବର; ରାଜ୍ୟରେ କରୋନା ସଂକ୍ରମଣ କେବେ ବଢୁଛି ତ କେବେ କମୁଛି। ଏବେ ହଜାରେରୁ ୧୩ ଶହ ଭିତରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା। ଖୋର୍ଦ୍ଧା ଓ କଟକକୁ ଛାଡିଦେଲେ ସବୁ ଜିଳ୍ଲା ଗ୍ରିନ ଜୋନରେ ରହିଛି। ଖୋର୍ଦ୍ଧା ରେଡ ଜୋନରେ ରହିଥିବା ବେଳେ କଟକ ୟେଲୋ ଜୋନରେ ରହିଛି। ଗତ ୨୪ ଘଣ୍ଟାରେ ୬୯…
Read More...

ପଦକ ଆଶା ଦେଖାଇଲେ ପୁନିଆ

ଟୋକିଓ ଅଲିମ୍ପିକ୍ସରୁ କୁସ୍ତିରେ ଭାରତକୁ ପୂର୍ବରୁ ରୌପ୍ୟ ପଦକ ମିଳିସାରିଥିବା ବେଳେ ଆଉ ଏକ ପଦକ ଆଶା ରହିଛି। ଏବେ ବଜରଙ୍ଗ ପୁନିଆଙ୍କ ଉପରେ ରହିଛି ସାରା ଦେଶର ନଜର । ତାଙ୍କ ନିକଟରୁ ଭାରତ ଆଉ ଏକ ପଦକ ଆଶା କରୁଛି। କ୍ୱାର୍ଟର ଫାଇନାଲରେ ଦମଦାର ପ୍ରଦର୍ଶନ କରିଛନ୍ତି ପୁନିଆ। ଇରାନ…
Read More...

ମ୍ୟାଚ ହାରିଲେ ବି ହୃଦୟ ଜିତିଲେ

ଟୋକିଓ ଅଲିମ୍ପିକ୍ସରେ କଡା ଲଢେଇ କରି ଭାରତ ମହିଳା ହକି ଦଳ ପରାଜୟ ବରଣ କରିଛି। ହେଲେ ଯେଭଳି ଲଢୁଆ ପ୍ରଦର୍ଶନ କଲେ ସେଥିରେ କୋଟି କୋଟି ଭାରତୀୟଙ୍କ ମନ ଜିତିନେଲେ। ଏଥିସହିତ ବ୍ରୋଞ୍ଜ ପଦକରୁ ଭାରତ ମହିଳା ହକି ଦଳ ବଞ୍ଚିତ ହୋଇଛି। ଆଜି ଗ୍ରେଟ ବ୍ରିଟେନ ସହ କଡା ମୁକାବିଲା କରିଥିଲା ଦଳ।…
Read More...

ମୁଖ୍ୟମନ୍ତ୍ରୀଙ୍କ ସ୍କାର୍ନରରେ ମନ୍ତ୍ରୀ!

ଇଏ ଆଉ ଜଣେ କରିତକର୍ମା ପିଏସ୍, ରାତି ଅଧିଆ ବଦଳି କଲେ ସରକାରମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ବ୍ୟକ୍ତିଗତ ସଚିବଙ୍କୁ ଦୂରେଇ ଦେଲେ ସରକାରକ୍ଷମତାଶାଳୀ ପିଏସ୍‌ଙ୍କୁ କୋରାପୁଟ ବଦଳି ପରେ ରାଜ୍ୟ ରାଜନୀତିରେ କମ୍ପନଲୋକସେବା ଭବନରେ ଟୁପୁରୁଟାପର, କେଳେଙ୍କାରୀରେ ଛନ୍ଦି ହୋଇଥିଲେ କି? …
Read More...

ଦୁଗ୍ଧ ଚାଷୀ ପାଇଲେ ୧୧କୋଟିର ସ୍ବତନ୍ତ୍ର କୋଭିଡ ସହାୟତା

ରାଜ୍ୟ ସରକାର ଗରିବ ଲୋକଙ୍କ ସାଥିରେ ଅଛନ୍ତି: ମୁଖ୍ୟମନ୍ତ୍ରୀରାଜ୍ୟର ଦୁଗ୍ଧ ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇ ୨୪ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚିଛିଦୁଗ୍‌ଧ ଚାଷ କରି ପିଲାଙ୍କୁ ଉଚ୍ଚଶିକ୍ଷା ଦେଇପାରିଛିକହିଲେ ହିତାଧିକାରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଦୁଗ୍‌ଧ…
Read More...