ମୋଦୀଙ୍କ ‘ମନ୍ କି ବାତ୍’କୁ କାହିଁକି ଆସିଲେ ଇସାକ ମୁଣ୍ଡା?
ଭୁବନେଶ୍ବର: ଭାଗ୍ୟ କେବେ, କାହାର ଓ କେତେବେଳେ କଡ଼ ଲେଉଟାଇବ ତାହା କହିହେବ ନାହିଁ। ଦିନ ମଜୁରିଆରୁ ଲକ୍ଷପତି ୟ୍ୟୁଟ୍ୟୁବର । ଆଗରୁ ଚାଳଘରେ ରହୁଥିଲେ । ଏବେ ଛାତ ଘର କଲେଣି।
ଆମେ କହୁଛୁ ସମ୍ବଲପୁରର ୟୁଟ୍ୟୁବରର ଇସାକ ମୁଣ୍ଡାଙ୍କ କଥା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ କି!-->!-->!-->…
Read More...
Read More...