ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବଦଳିବ ପାଠ୍ୟକ୍ରମ ଓ ପଢ଼ାଇବା ତରିକା

୨୦୨୨-୨୩ ଆର୍ଥିକ ବର୍ଷରୁ ନୂଆ ସିଲାବସରେ ପଢ଼ିବେ ଦେଶର ସମସ୍ତ ଛାତ୍ରଛାତ୍ରୀନିଜ ଓଜନର ସର୍ବାଧିକ ୧୦ ପ୍ରତିଶତ ଓଜନ ସ୍କୁଲ ବ୍ୟାଗ୍ ଧରିପାରିବେ ୧-୧୦ମ ପିଲାକୋର୍ଡିଂ, ଆର୍ଥିକ ସାକ୍ଷରତା, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି କୁ ମିଳିବ ସର୍ବାଧିକ ଗୁରୁତ୍ବଜାତୀୟସ୍ତରରୁ ଖସଡ଼ା ପ୍ରସ୍ତୁତି…
Read More...

କୋହଳ କରି ବିପଦ ବଢ଼ାଇଲେ

ଚିନ୍ତା ବଢାଉଛି ଖୋର୍ଦ୍ଧା, କଟକ, ସିଂହଭାଗ ସଂକ୍ରମିତ ଏହି ଅଞ୍ଚଳରସରକାରଙ୍କ ନାକ ନିଶ ତଳେ ଖୋଲାଖୋଲି ଚାଲିଛି ଆଇନ ଉଲ୍ଲଂଘନଭୁବନେଶ୍ବରରେ ସମସ୍ତେ ବେଫିକର, ସହରବଜାର ସ୍ବାଭାବିକ, ଖଟି ବି ଚାଲିଛିଲକ୍‌ଡାଉନ ନିର୍ଦେଶ ଶୁଣାଇ ଦେଇ ଦାୟିତ୍ବ ଝାଡି ଦେଉଛନ୍ତି ମୁଖ୍ୟ ସଚିବ ପ୍ରଶାସନିକ…
Read More...

ବଦଳିବେ ଓଡ଼ିଶା ପିସିସି ସଭାପତି

ଦିଲ୍ଲୀରୁ ଆସିଲାଣି ସଙ୍କେତ, ରାଜ୍ୟ କଂଗ୍ରେସରେ କମ୍ପନଦୌଡରେ ଶରତ, ତାରା, ମୋକିମ୍, ଭକ୍ତ ପ୍ରମୁଖ ସାମିଲନିରଞ୍ଜନଙ୍କ ବି ଚାହୁଁନାହାନ୍ତି ସଭାପତି ପଦ ହାତରୁ ଯାଉ ବିଶ୍ବାଳ ପରିବାର ସପକ୍ଷରେ ଗୋଟିଏ ବଡ ଗୋଷ୍ଠୀର ମତ ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ…
Read More...

ମା’ ଉତ୍ତରାୟଣୀଙ୍କ ମନ୍ତ୍ର ପାଠ କରନ୍ତୁ

ନମାମି ଚୋତରାଂ ଦୁର୍ଗାଂ ନୀଳବର୍ଣ୍ଣାଂ ତ୍ରିଲୋଚନାମ୍।ଶୂଳଂଚର୍ମଚ ଖଡ୍‌ଗଂଚ ନାଗପାଶଧରା ଶୁଭାମ୍।।ପାଶାଙ୍କୁଶକରାଂ ସୌମ୍ୟାଂ ଚୈତ୍ୟଶୃଙ୍ଗ କରାନ୍ବିତାମ୍।ଧନୁର୍ବାଣଧରାମୁଗ୍ରାଂ କାତ୍ୟାୟନୀଂ ଭଜାମ୍ୟହମ୍।।
Read More...

୨୬ଲକ୍ଷ ଶ୍ରମିକଙ୍କୁ ନବୀନ ଦେଲେ ୩୮୫ କୋଟି

ନିର୍ମାଣ ଶ୍ରମିକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନପ୍ରତ୍ୟେକ ନିର୍ମାଣ ଶ୍ରମିକ ହେଉଛନ୍ତି ଜଣେ ଜଣେ ବିଶ୍ବକର୍ମା: ମୁଖ୍ୟମନ୍ତ୍ରୀଧନ୍ୟବାଦ ମୁଖ୍ୟମନ୍ତ୍ରୀ ଆଜ୍ଞା, ଏ ସହାୟକା ବଞ୍ଚିବାର ରାହା ଦେଇଛି: ନିର୍ମାଣ ଶ୍ରମିକ ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି…
Read More...

ନୂଆ ଅଭିଯାନରେ ବାହାରୁଛନ୍ତି ମମତା ବାନାର୍ଜୀ

ନିର୍ବାଚନ ପରେ ପ୍ରଥମ ଥର ନୂଆଦିଲ୍ଲୀ ଯାଉଛନ୍ତି ମମତାପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁସୋନିଆ, ପାଓ୍ବାର, କେଜ୍ରିଓ୍ବାଲ, ଅଖିଳେଶଙ୍କୁ ଭେଟିବେ୨୫ ତାରିଖରେ ସେ ଦିଲ୍ଲୀ ଯିବେ, ରାତିରେ ରହିବେ କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ…
Read More...

ଅଗଷ୍ଟ ପହିଲା ଯାଏ ଲକ୍‌ଡାଉନ୍ ରହିବ, ଟିକେ କୋହଳ

ସାରା ରାଜ୍ୟରେ ବସ ସେବାକୁ ଅନୁମତି, ସ୍ପା, ପାର୍ଲର ,ଜିମ୍ ଖୋଲିବକାଟେଗୋରି ଏ ଜିଲ୍ଲାରେ ଦୋକାନବଜାର ସବୁଦିନ ରାତି ୮ଯାଏ ଖୋଲିବକାଟେଗୋରି ବି ଜିଲ୍ଲାରେ ୨ଟା ପରିବର୍ତ୍ତେ ସନ୍ଧ୍ୟା ୫ ଯାଏ ଖୋଲିବପାଞ୍ଚଦିନ ପାଇଁ ଅନୁମତି, ସପ୍ତାହାନ୍ତ ସଟଡାଉନ୍ ପୂର୍ବଭଳି ରହିବବିବାହ,…
Read More...

ଜଗନ୍ନାଥଙ୍କର ହେବ ଅସ୍ତ୍ରୋପଚାର

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଭୀମଟାଙ୍ଗି ପ୍ରିୟଙ୍କା ସାହୁ ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ଏବେ ବି ହସ୍ପିଟାଲରେ ଅଛି। ଅଭିଯୁକ୍ତ ଜଗନ୍ନାଥ ପ୍ରଧାନଙ୍କର ସ୍ୱାସ୍ଥ୍ୟବସ୍ଥା ସୁଧାର ଆସିନାହିଁ। ତାର ଏକ ଅସ୍ତ୍ରୋପଚାରର ଆବଶ୍ୟକତା ହେଉଛି। ଜଗନ୍ନାଥର ହାତର ଶିରା କଟିଯାଇଥିବାରୁ ତାର…
Read More...

କ’ଣ କହିବେ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ବର: ଆସନ୍ତାକାଲି ସକାଳେ ସରୁଛି ରାଜ୍ୟରେ ଆଶିଂକ ଲକଡାଉନର ଅବଧି । ତେଣୁ କଟକଣା ବଳବତର ରହିବ ନା ଉଠିବ ତା ଉପରେ ଏବେ ସମସ୍ତଙ୍କ ନଜର । ଏନେଇ ଆଜି ଅପରାହ୍ନ ୨ଟା ୩୦ ମୁଖ୍ୟ ଶାସନ ସଚିବ ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ। କାଟାଗୋରୀ ‘ବି’ରେ…
Read More...

ଆଜି ଆସିବ ସରକାରଙ୍କ ନୂଆ ଗାଇଡ୍‌ଲାଇନ୍

କଟକ ଓ ଖୋର୍ଧାରେ ବେଶୀ କଟକଣା ହେବା ସମ୍ଭାବନା ଭୁବନେଶ୍ବର: ଆସନ୍ତାକାଲି ଯାଏ ସରକାର ଆଶିଂକ ଲକଡାଉନ ଘୋଷଣା କରିଥିବା ବେଳେ ଆଜି ଆସିପାରେ ନୂଆ ଗାଇଡଲାଇନ। କଟକ ଓ ଖୋର୍ଦ୍ଧାକୁ ଛାଡି ଅନ୍ୟ ସମସ୍ତ ଜିଲ୍ଲାରେ କଟକଣା କୋହଳ କରିପାରନ୍ତି ସରକାର। କାରଣ, କଟକ ଓ ଖୋର୍ଦ୍ଧାରେ ଏଯାଏ…
Read More...