ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
ନୂଆଦିଲ୍ଲୀ: ପାର୍ବଣ ଋତୁରେ ରେଳ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ରେଳବାଇର ୧୧,୪୦,୭୭୦ ଜଣ ଅଣଗେଜେଟେଡ୍ କର୍ମଚାରୀଙ୍କୁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍ (ପିଏଲ୍ବି) ପ୍ରଦାନ କରାଯିବ। ଏଥିପାଇଁ ୨,୦୦୯.୬୧ କୋଟି ଟଙ୍କା ବ୍ୟୟ ପ୍ରସ୍ତାବକୁ କେନ୍ଦ୍ର!-->…
Read More...
Read More...