ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଦୁର୍ଘଟଣା କମାଇବା ପାଇଁ ସରକାରୀ ତନାଘନା

ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକଦୁର୍ଘଟଣାଗ୍ରସ୍ତ ଛାତ୍ରଙ୍କୁ ମନ୍ତ୍ରୀଙ୍କ ସହାୟତା ରାଶି ପ୍ରଦାନ ଭୁବନେଶ୍ୱର: ସୋମବାର ପୂର୍ବାହ୍ନରେ ସଚିବାଳୟ ତୃତୀୟ ମହଲା ସମ୍ମିଳନୀକକ୍ଷ ଠାରେ ରାଜ୍ୟ ସଡ଼କ ନିରାପତ୍ତା ପରିଷଦର ପ୍ରଥମ ବୈଠକ ରାଜ୍ୟ ଯୋଜନା ଓ ସଂଯୋଜନ, ବାଣିଜ୍ୟ ଓ ପରିବହନ
Read More...

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଆର୍ଥିକ ଅନଗ୍ରସର ବ୍ୟକ୍ତିତ୍ୱଙ୍କୁ ମାସକୁ ୧୦ହଜାର

ଭୁବନେଶ୍ୱର: ରାଜ୍ୟର ଆର୍ଥିକ ଅନଗ୍ରସର ପଦ୍ମଶ୍ରୀ ବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସଂସ୍କୃତି ବିଭାଗର ଏହିପରି ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହି ବର୍ଗର
Read More...

ସ୍କିଲ୍ ଗ୍ୟାପ୍ ହ୍ରାସ କରିବାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍କିଲ୍ ଗ୍ୟାପ୍କୁ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାସ୍କଫୋର୍ସର ସମାପନ
Read More...

କଟକ ବିଜେପି ସଂଗଠନ ଦୁଇଫାଳ

କଟକ: ବିଜେପିର ଗୋଷ୍ଠୀ କନ୍ଦଳର ଭୟଙ୍କର ସ୍ବରୂପ ସାମ୍ନାକୁ ଆସିଛି। ରବିବାର କଟକ ସିଏମସି ଟାଉନହଲରେ ଦଳର ସଦସ୍ୟତା ଅଭିଯାନ ବୈଠକରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିିଲେ। ପରସ୍ପର ହାତାହାତି ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ସାଂସଦ ପ୍ରାର୍ଥୀ ତଥା ପୂର୍ବତନ ପୁଲିସ ମହାନିର୍ଦେଶକଙ୍କ
Read More...

ଆଫ୍‌ଗାନରେ ଆତଙ୍କବାଦୀ ବିସ୍ଫୋରଣ

ଗଜନୀ: ପୂର୍ବ ଆଫଗାନିସ୍ତାନରେ ଆତଙ୍କବାଦୀ ବଡ଼ ଧରଣର ବିସ୍ଫୋରଣ ଘଟାଇଛନ୍ତି। ତାଲିବାନ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ୧୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏହି ଘଟଣାରେ ୧୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୨୫ରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
Read More...

କାର୍‌ ବିକ୍ରି ମାନ୍ଦା, ମାରୁତି ଉତ୍ପାଦନ କମାଇଲା

ମୁମ୍ବାଇ : ଦେଶରେ କାର୍ ବିକ୍ରିରେ ମନ୍ଥରତା ପରିଲକ୍ଷିତ ହୋଇଛି।ପ୍ରଥମ ତିନିମାସରେ ପାସେଞ୍ଜର କାର ବିକ୍ରି ୪୦ ପ୍ରତିଶତ ହ୍ରାସ ଘଟିଛି। ଏଥିଯୋଗୁ ସୋରୁମ୍ ବନ୍ଦ ହେବା ଆରମ୍ହେଭ କଲାଣି। ଗୋଟିଏ ପଟେ ଏହି କାରଣରୁ କର୍ମଚାରୀ ମାରଣ ନୀତି ଆରମ୍ଭ ହୋଇଥିବା ବେଳେ ଅନ୍ୟପଟରେ ମାରୁତି
Read More...

ଗାନ୍ଧୀବାଦ ବିରୋଧରେ ମିଛ ପ୍ରଚାର ପ୍ରତିହତ କର

ଭୁବନେଶ୍ବର: ବିଗତ କିଛିବର୍ଷ ମଧ୍ୟରେ ଦେଶରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ବିଚାରଧାରାର ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିକୁ ଆସିଛି। ଗୋଟିଏ ପଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ପୂଜା କରିବାକୁ ରାଜନୈତିକ ପୁରୋଧାମାନେ ଖୋଲାଖୋଲି ସାମ୍ନାକୁ ବାହାରୁଥିବା
Read More...

ମୋଦୀଙ୍କ ରାସ୍ତାରେ ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ପ୍ରୟାଗଠାରେ ଗତ ଫେବ୍ରୁଆରି ୨୪ ତାରିଖରେ ଜଣେ ସଫେଇ କର୍ମଚାରୀଙ୍କ ପାଦ ଧୋଇଥିଲେ। ଆଜି ମୟୂରଭଂଜରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୋଦୀଙ୍କ ରାସ୍ତାରେ ଯାଇ ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ରମାକାନ୍ତ
Read More...

ନବୀନଙ୍କୁ ମୁକାବିଲା କରିବେ ପଶ୍ଚିମ ଓଡ଼ିଶା ନେତା

ପ୍ରଦୀପ୍ତ ବିରୋଧୀ ଦଳ ନେତା, ନରସିଂହ କଂଗ୍ରସେ ବିଧାୟକ ଦଳ ନେତା ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକ ବିରୋଧୀ ଦଳର ନେତା ଭାବେ ମନୋନୀତ ହୋଇଛନ୍ତି। ଗତକାଲି ବିଜେପି ବିଧାୟକମାନଙ୍କ ବୈଠକରେ ନେତା ବାଛିବା ଦାୟିତ୍ବ ରାଷ୍ଟ୍ରୀୟ
Read More...

ଅଡୁଆ ବଢାଇଲା ରାଜ୍ୟସଭା ଅଙ୍କ

ପୁଣି ଥରେ ବନ୍ଧୁତାରେ ବାନ୍ଧି ହେଲେ କି?ଅମର, ସସ୍ମିତ,ଅଶ୍ବିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀଅଶ୍ବିନୀ ବିଜେପି ପ୍ରାର୍ଥୀ, ବିଜେଡି କିନ୍ତୁ ସର୍ମଥନ କରିଛି ମୋଦୀ, ଶାହ କହିଲେ ବୋଲି ନବୀନଙ୍କ ସର୍ମଥନ ଦଳୀୟ ଆଶାୟୀ ହତାଶ, ବିଜେଡି, ବିଜେପି ର୍କମୀ ସ୍ତବ୍ଧ ଭୁବନେଶ୍ବର: ବିଜେଡି ଓ
Read More...