ପ୍ରମୁଖ ଖବର

ଶିଶୁ ଫର୍ମୁଲା ଫୁଡ୍‌କୁ ନେଇ ନେସଲେ ବିରୋଧରେ ୩ ମାମଲା
କ୍ରସ୍‌ ଭୋଟିଂ ମାମଲା: ୮ ବିଜେଡି ବିଧାୟକଙ୍କ ସଭ୍ୟପଦ ରଦ୍ଦ ମାମଲା ଗ୍ରହଣ କଲେ ହାଇକୋର୍ଟ
ନିଠାରୀ ଗଣହତ୍ୟା ମାମଲା: ଦୋଷମୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା
ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ୧୫ ମୃତ
ପୌର ନିର୍ବାଚନ: ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି
୮ ଲକ୍ଷ ଲାଞ୍ଚ ନେବାବେଳେ ଧରାପଡ଼ିଲେ କେନ୍ଦ୍ରୀୟ ଜିଏସ୍‌ଟି ସୁପରିନଟେଣ୍ଡଣ୍ଟ
Browsing Category

ଦେଶ-ବିଦେଶ

ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ

୧୩୫୩ ମୃତଦେହ ଉଦ୍ଧାର ନେପାଳ: ରାସୁୱା ଜିଲ୍ଲାର ଭୋଟେ କୋଶୀ ନଦୀରେ ଅଗଷ୍ଟ ୨୬ରେ ଆସିଥିବା ଭୟଙ୍କର ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ମାନରେ ସୋମବାର ନେପାଳରେ ଜାତୀୟ ଶୋକ ଦିବସ ପାଳନ କରାଯାଉଛି। ସେପ୍ଟେମ୍ବର ୩ରେ ଅନୁଷ୍ଠିତ ମନ୍ତ୍ରିମଣ୍ଡଳ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା।
Read More...

ବିଶ୍ୱର ଶକ୍ତିଶାଳୀ ଦେଶ ତାଲିକାରେ ଭାରତ

କିର୍ଗିଜସ୍ତାନ: ସାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀରେ ଭାରତକୁ ନେଇ ବଡ଼ ମତ ରଖିଛନ୍ତି ବେଲାରୁସ୍‌ ରାଷ୍ଟ୍ରପତି ଏଲେକ୍ସାଣ୍ଡର ଲୁକାଶେଙ୍କୋ। ଚୀନ୍‌ ଓ ରୁଷିଆ ସହ ଭାରତକୁ ମଧ୍ୟ ବିଶ୍ୱର ପ୍ରଭାବଶାଳୀ ତଥା ଶକ୍ତିଶାଳୀ ରାଷ୍ଟ୍ର ଭାବେ ସେ ଉଲ୍ଲେଖ କରିଛନ୍ତି। ତାଙ୍କ ଏହି ମନ୍ତବ୍ୟ
Read More...

ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ନେପାଳ: ବିପର୍ଯ୍ୟୟରେ ଛାରଖାର ହୋଇପଡ଼ିଥିବା ନେପାଳକୁ ଭାରତର ସହାୟତା ଅବ୍ୟାହତ ରହିଛି। ଭୟଙ୍କର ବନ୍ୟା ଓ ଫ୍ଲାସ୍‌ ଫ୍ଲଡ୍‌ ପରେ ଉଦ୍ଧାର ଏବଂ ରିଲିଫ୍‌ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛି ଭାରତ। ଏହି କ୍ରମରେ ଭାରତ ପକ୍ଷରୁ ପଠାଯାଇଥିବା ଚତୁର୍ଥ ରିଲିଫ୍‌ ବିମାନ ଆଜି ନେପାଳର ରାଜଧାନୀ
Read More...

ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି

ଉଜବେକିସ୍ତାନ: ଉଜବେକିସ୍ତାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଛି। ଦୁଇ ଦିନିଆ ଗସ୍ତ ସମୟରେ ଉଜବେକିସ୍ତାନ ରାଷ୍ଟ୍ରପତି ଶୌକତ ମିର୍ଜିୟୋୟେଭ୍ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ। ସମ୍ମାନ ଗ୍ରହଣ କରି
Read More...

ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ନ୍ୟୁଜ୍ ବ୍ୟୁରୋ: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ହର୍ମୁଜ ପ୍ରଣାଳୀକୁ ନେଇ ସଙ୍କଟ ଆହୁରି ଗଭୀର ହୋଇଛି। ହର୍ମୁଜ ଦେଇ ଯାତାୟାତ କରୁଥିବା ଜାହାଜଗୁଡ଼ିକଠାରୁ ଟିକସ ଓ ବିଭିନ୍ନ ଶୁଳ୍କ ଆଦାୟ କରିବାକୁ ଇରାନ ନିଷ୍ପତ୍ତି ନେଇଛି। ଇରାନ ସଂସଦ ଏହି ପ୍ରସ୍ତାବକୁ ଅନୁମୋଦନ
Read More...

ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍‌ପିଜି ସିଲିଣ୍ଡର

ତାମିଲନାଡୁ: ଅଭିନୟରୁ ରାଜନୀତିକୁ ଆସିଥିବା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଯୋଶେଫ ବିଜୟ ରାଜ୍ୟବାସୀଙ୍କ ପାଇଁ ଏକାଧିକ ଲୋକକଲ୍ୟାଣମୂଳକ ଘୋଷଣା କରିଛନ୍ତି। ତାଙ୍କ ସରକାର ରାଜ୍ୟର ଯୋଗ୍ୟ ପରିବାରଗୁଡ଼ିକୁ ପ୍ରତିବର୍ଷ ୩ଟି ଏଲ୍‌ପିଜି ସିଲିଣ୍ଡରର ଖର୍ଚ୍ଚ ଯୋଗାଇବ। ଯେଉଁ ପରିବାରର ବାର୍ଷିକ
Read More...

ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍‌ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍‌

ନୂଆଦିଲ୍ଲୀ: ଡିଜିଟାଲ ପ୍ରଯୁକ୍ତି ସହ ଦେଶର ଡାକସେବାକୁ ଅଧିକ ସହଜ ଓ ଆଧୁନିକ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ସୋମବାର ‘ଡାକ ମିତ୍ର’ ଓ ‘ଡାକ ସେବା’ର ଉନ୍ନତ ସଂସ୍କରଣ ଲଞ୍ଚ କରିଛନ୍ତି। ଏଥିସହ ଦେଶର ବିଭିନ୍ନ ସ୍ଥାନରେ ନବୀକରଣ କରାଯାଇଥିବା ୧୪ଟି ଡାକଘର କୋଠାର ମଧ୍ୟ ଉଦ୍‌ଘାଟନ
Read More...

ନାମ ପରିବର୍ତ୍ତନ ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ,କେରଳର ନୂଆ ନାମ ‘କେରଳମ୍’

କେରଳର ନାମ ପରିବର୍ତ୍ତନ ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରି ଦେଇଛନ୍ତି। ଏହା ସହିତ ବିଲ୍‌ଟି ଆଇନରେ ପରିଣତ ହୋଇଛି। ଏଣିକି କେରଳର ଆଧିକାରିକ ନାମ ‘କେରଳମ୍’ ହେବ।ଗତ ୧୧ ତାରିଖରେ କେରଳ ନାମ ପରିବର୍ତ୍ତନ ବିଲ୍‌ ଲୋକସଭାରେ ପାରିତ ହୋଇଥିଲା। ଏହାର ଦିନକ ପରେ ରାଜ୍ୟସଭା ମଧ୍ୟ
Read More...

ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି

ନ୍ୟୁଜ୍ ବ୍ୟୁରୋ: ରଣନୈତିକ ଗୁରୁତ୍ୱ ବହନ କରୁଥିବା ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପାଇଁ ଇରାନ ଓ ଓମାନ ମଧ୍ୟରେ ଏକ ‘ଶିପିଂ ମ୍ୟାପ୍’ ନେଇ ସହମତି ହୋଇଛି। ତେବେ ଏହା ସମ୍ପର୍କିତ କିଛି ବୈଷୟିକ ଆଲୋଚନା ଏବେ ବି ଜାରି ରହିଛି ଏବଂ ଏହି ଜଳପଥରେ ଜାହାଜ ଚଳାଚଳ ସମ୍ପର୍କିତ ବ୍ୟାପକ
Read More...

ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ

ନ୍ୟୁଜ୍ ବ୍ୟୁରୋ: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଦେଶର ବିଭିନ୍ନ ରାଜ୍ୟରେ ଲଗାତାର ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ସହ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଆସାମ, ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି ସବୁ
Read More...